ଆଜିର ଅନୁଚିନ୍ତା

 ତାରିଖ - ୨୩:୦୬:୨୦୨୧ (ବୁଧବାର)

ହସୁଥିବା ଓ ହସାଉଥିବା ଲୋକଠାରୁ ଦୁନିଆରେ ଆଉ କେହି ସୁନ୍ଦର ନାହିଁ ।
ଅନ୍ୟର ପରାମର୍ଶକୁ ଗ୍ରହଣ ନ କରି ନିଜକୁ ସବୁବେଳେ ଠିକ ଭାବିବା ମଧ୍ୟ ଅସଫଳ ଆଣିଦିଏ
ଯେଉଁଠି ଭାବନା ନାହିଁ ସେଇଠି ଭଲ ପାଇବା କାହିଁ, ଆଉ ଯେଉଁଠି ଭରସା ନାହିଁ ସେଇଠି ରାଣ, ନିୟମ, ପ୍ରତିଶ୍ରୁତିର ମୂଲ୍ଯ ବା କାହିଁ ।
ଏଇଟା ଦୁନିଆ
ଭାଇ ତୁ ମରିଗଲା ପରେ ମଲା ଭୋଜିରେ ତୋ ସାଙ୍ଗ ମାନେ କହିବେ ଭାଇ ଟିକେ ବହଳିଆ ତରକାରୀ ଆଉ ଦୁଇଟା ପୁରି ଦିଅ ବୋଲି ।Life ଟା ବହୁତ୍ ଛୋଟ,କେତେବେଳେ କାହାର Life ସରିଯିବ ତାହାର କୌଣସି Guarantee ନାହିଁ…
ତେଣୁ ସମସ୍ତଙ୍କୁ ଭଲ ପାଇବା ଦରକାର, ମନରେ କୌଣସି ରାଗ କିମ୍ବା ଅଂହ ଭାବ ବିଲକୁଲ ମଧ୍ୟ ରଖିବା ଉଚିତ୍ ନୁହେଁ….।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ,ଜୟ ଜଗନ୍ନାଥ

Comments (0)
Add Comment