ଆଜିର ଅନୁଚିନ୍ତା

ତାରିଖ - ୦୬:୦୨:୨୦୨୨ (ରବିବାର)

🦋ଏହା ସତ୍ୟ ଯେ କୌଣସି ବ୍ୟକ୍ତି ଉଛ ପଦବୀ ରେ ରହିଲେ ମଧ୍ୟ ତାର ସମ୍ମାନ ବଢି ନ ଥାଏ ବରଂ ସେ ବ୍ୟକ୍ତିର ତ ସମ୍ମାନ ସେତେବେଳ ହିଁ ବଢି ଥାଏ, ଯେତେବେଳେ କି ସେ ତା କ୍ଷମତାର ଉପଯୁକ୍ତ ବ୍ୟବହାର କରିଥାଏ ।
🦋ପ୍ରତ୍ୟକ ମନୁଷ୍ୟ ଜୀବନରେ ଏମିତି ଏକ
କଠୋର ସମୟ ଆସେ ସବୁ ସମ୍ପର୍କର ରଙ୍ଗକୁ
ବେରଙ୍ଗ କରି ପକାଏ, ନା କାହାସହ ମିସି ହୁଏ
ନା କାହାଠାରୁ ଦୁରରେ ରହି ହୁଏ ।
🦋କୌଣସି ଆଶା ବିନା, ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରୟ କରନ୍ତି, ସେମାନଙ୍କ ହାତରେ ସୁଗନ୍ଧ ଆସେ ।
🦋ସମୟ ଅନୁସାରେ ଭାଗ୍ୟର ପରିବର୍ତ୍ତନ ହୋଇଥାଏ , କେତେବେଳେ କାହାର ଭାଗ୍ୟ କେଉଁ ମୋଡ଼ ନେବ ତାହା କହିବା ସମ୍ଭବ ନୁହେଁ , ତେଣୁ ସମୟକୁ ଅପବ୍ୟବହାର କରନ୍ତୁ ନାହିଁ ଯେଉଁ ସମୟରେ ଯାହା କରିବା ଆବଶ୍ୟକ ତାହା ଅବଶ୍ୟ କରନ୍ତୁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🔘ଜୟ ଜଗନ୍ନାଥ🔘

Comments (0)
Add Comment