ଆଜିର ଅନୁଚିନ୍ତା

ତାରିଖ - ୦୮:୦୨:୨୦୨୨ (ମଙ୍ଗଳବାର)

🦋ପ୍ରେମ ଆଉ ମୃତ୍ୟୁ ଦୁଇଟି ଯାକ ସମାନ। ଏମାନେ ନା ବୟସ ଦେଖନ୍ତି, ନା ସମୟ କୁ ଅପେକ୍ଷା କରନ୍ତି, ନା କୌଣସି ଜାଗା ଦେଖନ୍ତି ।
🦋ଯେତେବେଳେ ଆପଣ କୌଣସି ଶୁଭ କାର୍ଯ୍ୟ ର ଆରମ୍ଭ କରନ୍ତି, ତ ତାର ଅସଫଳତା କୁ ନ ଡରି କାର୍ଯ୍ୟ କରି ଚାଲନ୍ତୁ, କାହିଁକି ନା ଯେଉଁ ବ୍ୟକ୍ତି ସୋଛୋଟ ରେ କାର୍ଯ୍ୟ କରିଥାଏ ; ସେହିବ୍ୟକ୍ତି ହିଁ ସବୁ ଜାଗାରେ ଆଦର ପାଇଥାଏ ।
🦋ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ ରହିଯାଏ କାଲିର ଅତୀତ ଆଉ ଆଶା ହୋଇ ସବୁବେଳେ ବଞ୍ଚି ରହିଥାଏ ଆସନ୍ତା କାଲିର ଭବିଷ୍ୟତ ।
🦋ଯେତେବେଳେ ସ୍ୱାମୀ-ସ୍ତ୍ରୀ ପରସ୍ପର ପ୍ରତି ସୁଖ-ଦୁଃଖରେ ସାଙ୍ଗ ହୋଇ ଚାଲିବାର ପ୍ରତିଶ୍ରୁତି ଦିଅନ୍ତି, ତାକୁ ହିଁ କୁହନ୍ତି ପ୍ରକୃତି।
ଶୁଭ ସକାଳ, ଆଜି ମଙ୍ଗଳବାର ମା ମଙ୍ଗଳା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾 ମା ମଙ୍ଗଳା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣ ଙ୍କୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା,🙏🏻ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା 🙏🏻

.

Comments (0)
Add Comment