ଶୋଇବାଘରେ ମହିଳାଙ୍କୁ ବିଭସ୍ ହତ୍ୟା ଘଟଣାରେ ୩ଅଟକ
ବାରଙ୍ଗ,୭।୧୨(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ମଧୁପୁର ଗ୍ରାମରେ ମଙ୍ଗଳବାର ବିଳମ୍ଭିତ ରାତିରେ ସୁଚିତ୍ରା ସାହୁ ନାମକ ମହିଳାଙ୍କୁ ଶୋଇବା ଘରେ ବିଭସ୍ଭାବେ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ବୁଧବାର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ପୁଅ ସରୋଜ ମଙ୍ଗଳବାର ରାତିରେ ନଥିବାରୁ ଘରେ ବୋହୁପାଖରେ ଶାଶୁ ସୁଚିତ୍ରା ଶୋଇଥିଲେ।ଅଧାରାତିରେ ଶାଶୁଙ୍କ ପାଖରୁ ଉଠି ବୋହୁ ଅନ୍ୟ ଘରକୁ ପଳାଇଆସିଥିଲେ। ଶଶୁର ଦାଣ୍ଡପଟ ଘରେ ଶୋଇଥିଲେ।ସକାଳେ ଶାଶୁଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇବାଘରୁ […]