ବ୍ରହ୍ମଣଝୋରିଲୋରୁ ୧୪୩ଟି ଓ ସୁବର୍ଣ୍ଣପୁରରୁ ୧୬ଟି ଗ୍ୟାସସିଲିଣ୍ଡର୍ ଜବତ
କଟକ,୨୫।୪(ଏସଏସନିଉଜ)ଏଲପିଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ ପ୍ରବର୍ତ୍ତନକାରୀ(ସ୍କ୍ୱାର୍ଡ)ଦଳ ସକ୍ରୀୟହୋଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦେଶକ୍ରମେ ଏହିଦଳ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସଜାଗରହି କଳାବଜାରୀ ରୋକାଯିବାପାଇଁ ତତ୍ପରତା ସହ ନିଷ୍ଠାପର ଭାବେ କାର୍ଯୟନିର୍ବାହ ପୂର୍ବକ ବିଭିନ୍ନସମୟରେ ଚଢ଼ାଉ ଜାରିରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ନିଜେମଧ୍ୟ ପ୍ରତ୍ୟହସମୀକ୍ଷା କରୁଛନ୍ତି।ଆଜି ବାରଙ୍ଗବ୍ଲକ ସ୍ଥିତ ବ୍ରାହ୍ମଣଝିରିଲୋ ଅଞ୍ଚଳରେ କଳାବଜାରୀ ହେଉଥିବା ସଂବନ୍ଧରେ ସୂଚନାପାଇ ଏହି […]