Browsing author

SATYA SANDHANA DESK

ଆଜିର ରାଶିଫଳ

ଜାନୁଆରୀମାସ ୩୦ ତାରିଖ ୨୦୨୪ ମସିହା (ମଙ୍ଗଳବାର)ମାଘମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୯/୦୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୩୯’ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪ /୦୯,ଯୋଗିନୀ ନୈରୁତେ ଦିବା ଘ୦୯/୦୯ ଗତେ ଦକ୍ଷିଣେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷ ମାସର ଘାତଚନ୍ଦ୍ର,ମକର ରାଶିର ଘାତବାର, କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ,ବାରବେଳା – ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୫୦ ଗତେ ଘ୧୧/୧୦ ମଧ୍ୟେ ଓ ଘ୦୪/୦୨ ଗତେ ଘ୦୫/୩୪ ମଧ୍ୟେ […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୨୯ତାରିଖ ସୋମବାର। ସଙ୍କଟଚତୁର୍ଥୀ ବ୍ରତ।ସୁର୍ଯ୍ୟୋଦୟ- ଘ୬/୨୬/୫୩ ,ସୂର୍ଯ୍ୟାସ୍ତ- ଘ୫/୩୨/୪୫ ,ମାଘମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଚତୁର୍ଥୀ (ଅହୋରାତ୍ର)।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୭/୫୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ।ରିକ୍ତାତିଥି,ଶନିସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୨/୪୧ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୪୮ମି ରୁ ଘ୯/୧୨ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୪୮ମି ରୁ ଘ୪/୧୨ମି ପର୍ଯ୍ୟନ୍ତ।କାଳରାତ୍ରିରାତ୍ରି ଘ୧୦/୨୪ମି […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୨୮ତାରିଖ ରବିବାର।ସୁର୍ଯ୍ୟୋଦୟ- ଘ୬/୨୭/୫ ,ସୂର୍ଯ୍ୟାସ୍ତ- ଘ୫/୩୨/୧୧ ,ମାଘମାସ ,କୃଷ୍ଣପକ୍ଷଆଦିତ୍ୟବାସ ,ତିଥି- ତୃତୀୟା ନିଶାନ୍ତ ଘ୬/୨୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ପଟୋଳ ଭକ୍ଷଣ ନିଷେଧ।ଅଶୁଭ ବେଳା-ବାର ଓ କାଳବେଳା ଦିବା ଘ୯/୩୬ମି ରୁ ଘ୧/୨୪ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧/୩୬ମି ରୁ ଘ୩/୧୨ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ଦିବା ଘ୭/୧୪ମି ରୁ ଘ୧୦/୨୬ମି ମଧ୍ୟେ, ରାତ୍ରି ଘ୭/୧୧ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟ ରୁ ଦିବା […]

ଆଜିର ରାଶିଫଳ

ଜାନୁଆରୀମାସ ୨୭ତାରିଖ ୨୦୨୪ମସିହା (ଶନିବାର) ମାଘମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୧୯,ଯୋଗିନୀ ଉତ୍ତରେ ରାତ୍ରି ଘ ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରମାସର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତ ବାର,କାଳବେଳା -ଦିବା ଘ୦୭/୪୮ ମଧ୍ୟେ ଓ ଘ୦୪/୧୦ ଗତେ ଘ୦୫/୩୩ ମଧ୍ୟେ,ବାରବେଳା – ଦିବା ଘ୦୧/୨୬ ଗତେ ଘ୦୨/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୧୦/୨୬ ଗତେ ଘ୦୧/୨୫ ମଧ୍ୟେ […]

ବନ୍ଧୁକଧାରୀକୁ ମାଡିବସିଲେ ଲୋକ

ବ୍ରହ୍ମପୁର,୨୬ା୧(ଏସଏସନିଉଜ) ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିବା ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ଏହି ଘଟଣା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।ଦୀର୍ଘ ସମୟଧରି ଯୁବକଜଣଙ୍କ ଆତଙ୍କ ଖେଳାଇବାପରେ ସ୍ଥାନୀୟଲୋକମାନେ ଯୁବକକୁ କୈାଶଳକ୍ରମେ ଧରିପୋଲିସକୁ ସୁଚନା ଦେଇଥିଲେ ।ପରେ ଭେଜିପୁଟ ଫାଣ୍ଡି ପୋଲିସ ଆସି ଯୁବକକୁ ଫାଣ୍ଡିକୁ ନେଇ ପଚରାଉଚରା କରିବା ସହ ଯାଂଚ କରି ବନ୍ଧୁକଟି ଖେଳନା ବୋଲି ଜାଣିବାକୁ ପାଇଥିବାର […]

ଜଳିଗଲା ଟ୍ରକ

ସୁନ୍ଦରଗଡ଼,୨୬ା୧(ଏସଏସନିଉଜ) କୁଣ୍ଡରାଘାଟିରେ ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଛି । ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏମସିଏଲରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ଏହିଭଳି ଅଘଟଣ ଘଟିଥିବାର ଜଣାପଡିଛି ।ଖବରପାଇ ହେମଗିରଥାନା ପୋଲିସ ସହ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

ସାଙ୍ଗକୁ ମାରିଲା ସାଙ୍ଗ

ଖୋର୍ଦ୍ଧା,୨୬ା୧(ଏସଏସନିଉଜ) ଆଜି ସକାଳେ ଖମାରସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ାଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷ ମହାପାତ୍ର ନାମକ ଛାତ୍ରଙ୍କ ମୃତଦେହ ମିଳିଛି। ବାଣପୁରଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାର ଆଶୁତୋଷ ୨୩‌ ତାରିଖରେ କଲେଜକୁ ଯାଇ ଆଉ ଫେରିନଥିଲୋ୫ଲକ୍ଷଟଙ୍କାଦେଲେ ପୁଅକୁ ଜିବିତ ଅବସ୍ଥାରେ ପାଇବାନେଇ ଆଶୁତୋଷଙ୍କ ବାପାଙ୍କ ପାଖକୁ ଅପରାହ୍ନ୪ଟାପାଖାପାଖି ମୋବାଇଲ୍‌ରେ ମେସେଜ୍ ଆସିଥିଲା।ଏହି ଖବର ପୋଲିସକୁ ଜଣାଇଲେ ପୁଅର ଜୀବନକୁ ହରାଇବେବୋଲି ମଧ୍ୟ ପରବର୍ତିସମୟରେ ମେସେଜ ଆସିଥିଲା । ଆଶୁ‌‌ତୋଷଙ୍କ ପରିବାରପକ୍ଷରୁ […]

ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା

ଆସିକା,୨୬ା୧(ଏସଏସନିଉଜ) ଆଜି ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାର ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଧକ୍କା ହୋଇସାରିବାପରେ ମୃତଦେହ ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ।ଖବରପାଇ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ କାଟି ମୃତକମାନଙ୍କୁ ଉଦ୍ଧାର କରିଥିଲେ। ବସଟି ଯାତ୍ରୀନେଇ […]

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬ା୧(ଏସଏସନିଉଜ) କାନନବିହାର-୨ସ୍ଥିତ ଶ୍ରୀଜୟଦେବଶିକ୍ଷାକେନ୍ଦ୍ରରେ ୭୫ ତମ ସାଧାରଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ଏବଂ ସଂପାଦକ ତଥା ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଜୟପ୍ରକାଶ ମିଶ୍ର ଓ ମୁଖ୍ୟଅତିଥିଭାବେ ରୋଟାରିଆନ ଅବନିକାନ୍ତ ପାଟ୍ଟଯୋଶୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନ ପରେ ଅତିଥିଗଣ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସଭାନେତ୍ରୀ ମିଶ୍ର ତାଙ୍କର ଅଭିଭାଷଣରେ ଗଣତନ୍ତ୍ର ଦିବସର ମହତ୍ଵ ପ୍ରତିପାଦନ […]

ଆଜିର ରାଶିଫଳ

ଜାନୁଆରୀମାସ ୨୬ତାରିଖ ୨୦୨୪ମସିହା (ଶୁକ୍ର ବାର)ମାଘମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦ ରାତ୍ରି ଘ ୦୧/୨୭ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୪୯, ଯୋଗିନୀ ପୂର୍ବେ ରାତ୍ରି ଘ ୦୧/୧୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୪ ମଧ୍ୟେ,ବିଶୁଦ୍ଧଅମୃତବେଳ।- ଦିବା ଘ୦୮/ ୦୨ ମଧ୍ୟେ ଓ ଘ୦୮/୫୦ ଗତେ ଘ୦୯/୦୯ ମଧ୍ୟେ ଓ ଘ୧୧/୫୫ ଗତେ ଘ୦୧/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୨୦ […]