Browsing author

SATYA SANDHANA DESK

ଆଜିର ରାଶିଫଳ

ମଇମାସ ୦୨ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ପ୍ରତିପଦ ରାତ୍ରି ଘ୧୨/୪୯ଗତେ ଦ୍ୱିତୀୟା,ନକ୍ଷତ୍ର-ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୩/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୨୪,ଯୋଗିନୀ ପୂର୍ବେ ରାତ୍ରିଘ୧୨/୪୮ଗତେଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ୱିପ।ଦ ଓ ରାତ୍ରି ଘ୧୨/୪୯ଗତେ ତ୍ରିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୩୪ଗତେ ଘ୦୬/୧୦ ମଧ୍ୟେ,ବାରବେଳା-ଦିବା ଘ୦୧/୨୪ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୩ଗତେ ଘ୧୨/୩୫ମଧ୍ୟେ ଓ ରାତ୍ରି ଘ୦୮/୩୪ ଗତେ ଘ୧୧/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପାଣିକଖାରୁ ରାତ୍ରି ଘ୧୨/୪୮ଗତେ ବୋଇତୀକଖାରୁ ଭକ୍ଷଣନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକିରହିଥିବା କାମ […]

ସରିଲା ନିର୍ବାଚନ,ବଢିଲା ଗ୍ୟାସ୍

ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା । ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ […]

ଆଜିର ରାଶିଫଳ

ମଇମାସ୦୧ତାରିଖ ୨୦୨୬ମସିହା(ଶୁକ୍ରବାର)ଶ୍ରମିକଦିବସ,ବୁଦ୍ଧଜୟନ୍ତୀ, ଚନ୍ଦନପୂର୍ଣ୍ଣିମା,ତିଥି-ପୂର୍ଣ୍ଣିମା ରାତ୍ରିଘ୧୦/୪୪ଗତେ ପ୍ରତିପଦ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୫/୦୬ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୦୪,ଯୋଗିନୀ ବାୟବ୍ୟେ ରାତ୍ରିଘ୧୦/୪୩ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୧ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୦ମଧ୍ୟେ ଓ ଘ୦୭/୪୬ଗତେ ଘ୦୮/୩୦ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୫୫ଗତେ ଘ୧୧/୪୮ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୧୦/୪୨ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକି ରହିଥିବାକାମ ସମ୍ପୂର୍ଣ୍ଣ […]

ଆଜିର ରାଶିଫଳ

ଏପ୍ରିଲମାସ ୩୦ତାରିଖ ୨୦୨୬ମସିହା(ଗୁରୁବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ରାତ୍ରିଘ୦୮/୫୯ଗତେ ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୨/୪୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୭/୪୪, ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୫୯ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭରାଶିରଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ଗତେ ଘ୦୬/୦୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୨୦ଗତେ ଘ୦୩/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୦ମଧ୍ୟେ ଓ ଘ୧୦/୧୦ଗତେ ଘ୧୨/୩୩ମଧ୍ୟେ,ଅଦ୍ୟ ବିରି ରାତ୍ରି ଘ୦୮/୫୯ଗତେ ଆମିଷଭକ୍ଷଣ ନିଷେଧ। ମେଷ :-ଆଜି ଆପଣଙ୍କର ଆକସ୍ମିକ ଧନଲାଭ ଯୋଗ ରହିଛି। ସାହାଯ୍ୟର ହାତ ବଢାଇବାପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା […]

ସାବଧାନ! ମୋରମ ମାଫିଆ…ଆକ୍ସନମୁଡରେ ଚନ୍ଦକାପୋଲିସ

ମେଣ୍ଢାଶାଳ,୩୦।୪(ଏସଏସନିଉଜ) ଗତ କିଛିଦିନ ହେବ ମୋରମ ମାଫିଆ ମାନଙ୍କ ପାଇ ଚିନ୍ତାର କାରଣ ସାଜିଛି ଚନ୍ଦକାଥାନା ପୋଲିସ।ଆକ୍ସନମୁଡ଼ରେ ଥିବା ପୋଲିସ ଚନ୍ଦକା ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲିଥିବା ମୋରମ ଚୋରା ଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଭଳି ଜଣାପଡିଛି।ଯାହାଫଳରେ ପୋଲିସ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିବା ଘଟଣା ମାଫିଆମାନଙ୍କ ଅସନ୍ତୋଷରକାରଣ ସାଜିଛି। ପୁଣି ମଙ୍ଗଳବାର ରାତି ଅଧିଆ ଚଢାଉ କରି ପୋଲିସ ପାଇକିରାପୁରର ମୋରମ ଖଣିରୁ ୩ଜେସିବି […]

ଟଙ୍କା ନେଇ ଘରନଦେବା ଅଭିଯୋଗରେ ରିଅଲ ଇଷ୍ଟେଟ ଏମଡି ଗିରଫ

ମେଣ୍ଢାଶାଳ,୨୮।୪(ଏସଏସନିଉଜ)ଏକ ଡୁପ୍ଲେକ୍ସ ଘର ଦେବାକୁ ଦୁଇ ବର୍ଷ ତଳେ ଟଙ୍କାନେଇ ଘରନଦେବା,ଟଙ୍କା ନଫେରାଇବା ଓ ଟଙ୍କାମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ କେଉଁଝର ସାରଳା ଗ୍ରାମର ସୁଶାନ୍ତ କୁମାର ବେହେରା। ପ୍ରକାଶଯେ,ଏକ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଭାବେ ସୁଶାନ୍ତ କୁମାର ବେହେରା କାର୍ଯ୍ୟ କରନ୍ତି।ସେ ଦାରୁଠେଙ୍ଗରେ ଏକ ଡୁପ୍ଲେକ୍ସ ଘର ନିର୍ମାଣ କରି ଦେବା ପାଇଁ ଲୋକନାଥ ମିଶ୍ର ନାମକ […]

ବାଲିଘାଟ ଲିଜଧାରୀଙ୍କ ବେଆଇନକାର୍ଯ୍ୟ ବନ୍ଦନହେଲେ ଆନ୍ଦୋଳନ

କଟକ,୨୮।୪(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରିମାନଙ୍କ ମାନମାନିକୁ ବିରୋଧକରି ବାରଙ୍ଗ ଟ୍ରକ ମାଲିକ ସଂଘକଟକ ଖଣିଅଧିକାରୀଙ୍କୁ ଭେଟି ବିଭିନ୍ନ ଦାବିଉପରେ ସୋମବାର ଆଲୋଚନା କରିଛନ୍ତି।ଗାଡି ମାଲିକମାନଙ୍କ ଦାବିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶଯେ,ଗତ କିଛିମାସ ହେବ ବାରଙ୍ଗ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଲିଜ ବାଲିଘାଟରେ ଲିଜଧାରିମାନେ ସରକାରଙ୍କ ନିୟମକୁ ଉଲଂଘନ କରୁଥିବାର ବାରଙ୍ଗ ଟ୍ରକ ମାଲିକସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ […]

ଆଜିର ରାଶିଫଳ

ଏପ୍ରିଲମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀରାତ୍ରି ଘ୦୭/୨୯ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ହସ୍ତା ରାତ୍ରି ଘ୧୨/୩୩ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/ ୦୭/୧୪,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୨୯ଗତେ ପଶ୍ଚିମେ,ବୃଷରାଶିର ଘ।ତଚନ୍ଦ୍ର,କର୍କଟରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୮/୩୫ଗତେ ଘ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୭ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୧ ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୯/୧୬ମଧ୍ୟେ ଓ ଘ୦୨/୦୦ଗତେ ଘ୦୪/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୩/୪୮ଗତେ ଘ୦୫/ ୨୫ମଧ୍ୟେ ଓ ରାତ୍ରି ଘ୦୯/୧୮ଗତେ ଘ୧୦/୫୫ମଧ୍ୟେ,ଅଦ୍ୟ ବାଇଗଣ ରାତ୍ରି ଘ୦୭/୨୯ଗତେ ବିରିଭକ୍ଷଣ ନିଷେଧ। ମେଷ […]

ଆଜିର ରାଶିଫଳ

ଏପ୍ରିଲମାସ ୨୮ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ସନ୍ଧ୍ୟାଘ୦୬/୪୨ଗତେ ତ୍ରୟୋଦଶୀ, ନକ୍ଷତ୍ର-ଉତ୍ତରା ଫାରାତ୍ରି ଘ୧୧/୦୬ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୫/୨୫/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୪, ଯୋଗିନୀ ନୈରୁତେ ସନ୍ଧ୍ୟାଘ୦୬/୪୨ଗତେ ଦକ୍ଷିଣେ,ବୃଷରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ତ୍ରିପାଦଦୋଷ ଓ ସନ୍ଧ୍ୟା ଘ୦୬/୪୨ଗତେ ଦେଇ ଦ୍ଵିପାଦ ଓ ରାତ୍ରି ଘ୧୧/୦୬ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୧୭ଗତେ ଘ୦୨/୫୫ ମଧ୍ୟେ,ବାରବେଳା-ଦିବା ଘ୦୭/୦୦ ଗତେ ଘ୦୮/୩୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୯ ଗତେ ଘ୧୦/୧୩ ମଧ୍ୟେ ଓ ଘ୧୨/୩୫ଗତେ ଘ୦୧/୧୬ ମଧ୍ୟେ ଓ ଘ୦୩/୦୦ଗତେ ଘ୦୪/୩୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଦୁଇଦିନ ଗରମ ସହ ଗୁଳୁଗୁଳି ଲାଗିରହିବାନେଇ ସତର୍କସୂଚନା ଜାରିକଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗକେନ୍ଦ୍ର।ବାଲେଶ୍ବର,ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି ଜିଲ୍ଲାପାଇଁ ସତର୍କସୂଚନା ଦିଆଯାଇଛି।ଉପକୂଳବର୍ତ୍ତୀ ଓ କିଛି ଦକ୍ଷିଣଓଡ଼ିଶା ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ସମ୍ଭାବନା ରହିଥିବାର କୁହାଯାଇଛି।