ଘରକୁ ଫେରିଲେ ୪ଜଣ ନିଖୋଜ ଛାତ୍ର
କେନ୍ଦୁଝର,୨୬ା୨(ଏସଏସନିଉଜ) KSEକଲେଜ ହଷ୍ଟେଲରୁ ନିଖୋଜ ହୋଇଥିବା ୪ଜଣ ଛାତ୍ର ଘରକୁ ଫେରିଥିବା ସୂଚନା ମିଳିଛି । ୪ଜଣ ଛାତ୍ର କେନ୍ଦୁଝରରେ ଥିଲୋ ଗତକାଲି ଘରକୁ ଫେରିଛନ୍ତି ।
Browsing author
କେନ୍ଦୁଝର,୨୬ା୨(ଏସଏସନିଉଜ) KSEକଲେଜ ହଷ୍ଟେଲରୁ ନିଖୋଜ ହୋଇଥିବା ୪ଜଣ ଛାତ୍ର ଘରକୁ ଫେରିଥିବା ସୂଚନା ମିଳିଛି । ୪ଜଣ ଛାତ୍ର କେନ୍ଦୁଝରରେ ଥିଲୋ ଗତକାଲି ଘରକୁ ଫେରିଛନ୍ତି ।
ଭୁବନେଶ୍ୱର,୨୬ା୨(ଏସଏସନିଉଜ) ମହାରାଷ୍ଟ୍ରର ଅହମ୍ମଦନଗରଜିଲ୍ଲା ସେଭଗାଓଁରେ ଥିବା ଗଙ୍ଗାମାଇ ଚିନି କଳର ଡିଷ୍ଟିଲରୀ ୟୁନିଟରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ଆରମ୍ଭ ହେବାମାତ୍ରେ ଏଠାରେ ପ୍ରଚଣ୍ଡ ବିସ୍ଫୋରଣରଶବ୍ଦ ମଧ୍ୟ ଶୁଣିବାକୁମିଳିଛି । କାରଖାନାଭିତରେ ୭୦ରୁ ୮୦ ଜଣ ଫସି ରହିଥିବା କୁହାଯାଉଛି। ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
୨୦୨୩ ମସିହା ଫେବୃଆରୀମାସ ୨୬ତାରିଖ ରବିବାର,ବିଜୟାସପ୍ତମୀ, ଅକ୍ଷୟା ସ୍ନାନ ଯୋଗ।ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୨/୪୧ ,ସୂର୍ଯ୍ୟାସ୍ତ- ଘ୫/୪୬/୫୩ ,ଫାଲ୍ଗୁନ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି-ସପ୍ତମୀ ରାତ୍ରି ଘ୧୨/୪୯ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- କୃତ୍ତିକା ନିଶାନ୍ତ ଘ୫/୪୫ମିପର୍ଯ୍ୟନ୍ତ ତଦନ୍ତେ ରୋହିଣୀ। ଅଗନ୍ତବ୍ୟତିଥି, ବିଷ୍ଟିକରଣ, ବୈଧୃତିଯୋଗ ଓ ମଙ୍ଗଳଯୁକ୍ତଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବାଘ୧୦/୫୩ମିପର୍ଯ୍ୟନ୍ତ ଯାତ୍ରାଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ […]
ଭୁବନେଶ୍ୱର ,୨୫ା୨(ଏସଏସନିଉଜ)ଆଉ ୩ଦିନପରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଏବେ ଆନ୍ଦୋଳନରେ ପରୀକ୍ଷକମାନେ ଅଛନ୍ତି । ମୁଣ୍ଡଉପରେ ପରୀକ୍ଷା ଥିବାବେଳେ ପରୀକ୍ଷକମାନେ ଆନ୍ଦୋଳନ କରିବାସହ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ ଦେଇଛନ୍ତି ।ଏବେ କେମିତି ହେବ ପରୀକ୍ଷା ପରିଚାଳନା ତାହାକୁ ନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଛି । ଯାହାକୁନେଇ ଅକଳରେ ପଡିଛି ଗଣଶିକ୍ଷାବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭହେବ ଯୁକ୍ତଦୁଇ ପରୀକ୍ଷା । ହେଲେ ଯେଉଁମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ […]
ବାରଙ୍ଗ, ୨୫।୨(ଏସଏସନିଉଜ) ଶୁକ୍ରବାର ବିଳମ୍ବିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁର ବାଙ୍କରେ ଜଣେ ବାଇକଚାଳକ ଭାରସାମ୍ୟହରାଇ ରାସ୍ତାକଡପାଚେରୀ ମଧ୍ୟରେ ଧକ୍କାଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ମୃତ ଯୁବକହେଉଛନ୍ତି କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗାଥାନା ଅଂଚଳର ଜାଡିଚତରଗ୍ରାମର ଗଗନବିହାରୀନାୟକ(୩୫) । ଗଗନବିହାରୀ କଟକ ହାଇକୋର୍ଟର ଜଣେ କର୍ମଚାରୀବୋଲି ଜଣାପଡିଛି । ସେ ଶୁକ୍ରବାର ବିଳମ୍ବିତରାତିରେ ଓଡି୦୯-ୟୁ-୮୦୧୩ ବାଇକଯୋଗେ କଟକଅଭିମୁଖେ ଯାଉଥିଲେ।ଷଣ୍ଢପୁରଗାଁମୁଣ୍ଡରେ ପହଂଚିଥିବାବେଳେ ଏକ ହମ୍ପସ ନିକଟରେ ବାଇକଟି ଭାରସାମ୍ୟହରାଇ ରାସ୍ତାକଡ଼ରେ ଥିବା ଏକପାଚେରି ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ […]
ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଢେଙ୍କାନାଳ ରେଳଷ୍ଟେସନ ପ୍ଲାଟଫର୍ମରେ ଜଣେ ଯୁବତୀ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି।ନିଜହାତ କାଟି ଆତ୍ମହତ୍ୟା ଉଦ୍ୟମବେଳେ ଉଦ୍ଧାର କରିଛି ଜିଆରପି ପୋଲିସ।ତାଙ୍କୁ ଗୁରୁତରଅବସ୍ଥାରେ ଢେଙ୍କାନାଳଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗୁରୁତର ଯୁବତୀଙ୍କ ନାଁ ସମୀରା ଖାତୁନ। ସେ କୋଲକତାର ବାସିନ୍ଦା ବୋଲି ଜଣାପଡିଛି ।।
ଭୁବନେଶ୍ୱର,୨୫ା୨(ଏସଏସନିଉଜ) ବିଜେପିର ରାଜ୍ୟକାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ବୁଥ୍ ସଶକ୍ତୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।୩୬ହଜାର ବୁଥରେ ସଂଗଠନ ମଜଭୂତ ପାଇଁ ଉଦ୍ୟମ କରାଯାଇଛି । କେନ୍ଦ୍ରୀୟଯୋଜନା ବାବଦରେ ଲୋକଙ୍କୁ ବୁଝାଇବା ଲାଗି ଗୁରୁମନ୍ତ୍ର ଦିଆଯାଇଛି ।ବୈଠକରେ କ୍ଷେତ୍ରୀୟପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ରାଜ୍ୟବିଜେପିନେତାମାନେ ଉପସ୍ଥିତଥିଲେ ।
ପୁରୀ,୨୫ା୨(ଏସଏସନିଉଜ) ରାମଚଣ୍ଡୀବେଳାଭୂମିରେ ଟ୍ରାଇଥଲନ ପ୍ରତିଯୋଗିତାବେଳେ ସାଇକେଲଚାଳକ ମୃତ୍ୟୁବରଣ କରିଛନ୍ତି । ମୃତକ ହେଉଛନ୍ତି ରାଜସ୍ଥାନ ଯୋଧପୁରର ୪୨ ବର୍ଷୀୟ ନୀତିନସୋନି ।ପୁରୀମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।ନୀତିନ ଜଣେ ସେନାକର୍ମଚାରୀ ବୋଲି ଜଣାପଡିଛି ।
ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବୋ ସରକାର ଲାଗୁ କଲେ ନୂଆ ନିୟମ ।ପୂର୍ବରୁ ସରକାରୀଚାକିରି କେବଳ ପୁରୁଷ ଓ ମହିଳାଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇପାରିବେ ।ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆନିୟମ ଲାଗୁ କରିଛନ୍ତି ।
ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।