Browsing author

SATYA SANDHANA DESK

ଆଜିର ରାଶିଫଳ

୨୩-୧-୨୦୨୩(ସୋମବାର) ସନ୍ଧ୍ୟା ଘ୬।୪୯ ଗତେ ଅଗ୍ନିକୋଣେ । ଯାତ୍ରା ନାସ୍ତି । ଦେବତାଗଠନ,ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ,ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସିଂହ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧।୭ ଗତେ ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୨୩ ଗତେ […]

ମେଣ୍ଢାଶାଳ ଗ୍ରାମରାସ୍ତା ପିଚୁହେଲା

ମେଣ୍ଢାଶାଳ,୨୨/୧(ଏସଏସନିଉଜ)ଗତ୨୦୦୨ମସିହାଠାରୁ ଗ୍ରାମ୍ୟଉନ୍ନୟନବିଭାଗ ତରଫରୁ ମେଣ୍ଢାଶାଳଗାଁରାସ୍ତାକୁ ପ୍ରଧାନମନ୍ତ୍ରୀଗ୍ରାମ୍ୟସଡକ ଯୋଜନାରେ ଭର୍ତିକରାଯାଇ ଆଭ୍ୟନ୍ତରିଣରାସ୍ତାକୁ ପିଚୁକାରଯାଇଥିଲା ।ସେବେଠାରୁ ହୋଇଥିବାରାସ୍ତାଗୁଡିକର ସୁଚାରୁରପେ ମରାମତି ମଧ୍ୟ ହୋଇପାରିନଥିଲା ।ଏହାପରେଗ୍ରାମରେ ପାନୀୟଜଳର ସଂକଟ ଦେଖାଯାଇଥିବାରୁ ଗ୍ରାମବାସୀମାନେ କେନ୍ଦ୍ରଭୁତଳଜଳ ଯୋଗାଣ଼ସଂସ୍ଥା ଓ ରାଜ୍ୟସରକାରଙ୍କ ଦୃଷ୍ଟିଆକର୍ଷଣ କରିବାପରେ ଜଟଣୀ-ନରାଜ ଜଳଯୋଗାଣପାଇପରୁ ଗ୍ରାମକୁ ଜଳଯୋଗାଣପାଇଁ ୩କୋଟି୯୦ଲକ୍ଷଟଙ୍କାର ବ୍ୟୟବରାଦ କରାଯାଇଥିଲା ।ଟେଣ୍ଡର ହୋଇ ଉକ୍ତକାମ ଆରମ୍ଭ ହୋଇଥିବାବେଳେ ଠିକାଦାର ପାଇପବିଛାଇବାପାଇଁ ଗାଁଯାକ ଜେସିବି ଲଗାଇ ଖୋଳିଦେଇ ଲୁହାପାଇପ ବଦଳରେ ପ୍ଲାଷ୍ଟିକପାଇପ ପକାଇ କାମସାରିଦେଇଥିଲା ।ଗାଁରାସ୍ତା ଖାଳଖମାରେ ପରିପୁର୍ଣ ହୋଇଏବେବି ରହିଛି ।ଯାହାଫଳରେ […]

ନନ୍ଦନକାନନରେ ଦଳଉପରେ ଚଢି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି । ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ […]

ନିଆଁଲାଗି ଜଳିଗଲା ନଡାଗଦା

ବାରଙ୍ଗ,୨୨/୧(ଏସଏସନିଉଜ)ରଘୁନାଥପୁରଗାଁର ଗଡସାହି ମଙ୍ଗଳାମନ୍ଦିର ସାମ୍ନା ଅମରସାହୁଙ୍କ ନଡାଗଦାରେ ନିଆଁଲାଗି ନଡାସମ୍ପୁର୍ଣ ପୋଡିଯାଇଛି ।ଅମର ରଖିଥିବା ଗୃହପାଳିତ ପଶୁମାନଙ୍କ ପାଇଁ ତାଙ୍କ କୋଠାଉପରେ ୫ରୁ୭ହଜାରେନଡା ରଖିଥିଲେ ।ରବିବାର ଅପରାହ୍ନ ସମୟରେ ଅଚାନକ ନଡାଗଦାରେ ନିଆଁ ଲାଗିଯାଇଥିଲା ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୨୨ ତାରିଖ (ରବିବାର)ମାଘ ମାସ – ଶୁକ୍ଲପକ୍ଷ ,ତିଥି-ପ୍ରତିପଦା ରାତ୍ରି ଘ୧୦/୨୪ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୩୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୮/୧୧ ,ମେଷରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ. ପାଣିକଖାରୁ ଭକ୍ଷଣନିଷେଧ । ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବ ନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ […]

ଚୋରା ମାଟିବୋଝେଇଗାଡି ଜବତ

ମେଣ୍ଢାଶାଳ,୨୧/୧(ଏସଏସନିଉଜ) ପିତାପଲି-ଚନ୍ଦକା ରାସ୍ତାରେ ଯାଉଥିବା ଏକ ଚୋରା ମାଟି ବୋଝେଇ ଟ୍ରକକୁ ବୁଧବାର ବିଳାମ୍ଭିତ ରାତିରେ ଭୁବନେଶ୍ୱର ତହସିଲ ପକ୍ଷରୁ ଜବତ କରାଯାଇ ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରାଯାଇଛି।ବିଳମ୍ବିତ ରାତିରେ ଏହି ରାସ୍ତାରେ ବହୁଳ ଭାବେ ମାଟି, ମୋରମ, ମାଙ୍କଡା ପଥର ଚୋରା ଚାଲାଣ ହେଉଛି।ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି।ଲୋକଦେଖାଣିଆ ଭାବେ କାଁଭାଁଭାବେ ତହସିଲପକ୍ଷରୁ ଚଢଉ କରାଯାଉଥିବାରୁ ଚୋରାଚାଳଣ ସଂଖ୍ୟା ବୃଦ୍ଧିପାଉଛି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି ।ଜଟଣୀତହସିଲଅଧିନସ୍ଥ ଜାମୁଝରିଠାରେ ଥିବା ଏକ […]

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୨୧ ତାରିଖ (ଶନିବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ଅମାବାସ୍ୟା ରାତ୍ରି ଘ୨/୨୪ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୪୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୭/୩୭ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଅମାବାସ୍ୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ(ମହାଳୟା ବିଧିରେହେବ)  ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ […]

ଆଜିର ରାଶିଫଳ

ରଟନ୍ତୀ ଚତୁର୍ଦ୍ଦଶୀ ଓ ରଟନ୍ତୀ କାଳିକା ପୂଜା ,୨୦୨୩ ମସିହା ଜାନୁୟାରୀ ମାସ ୨୦ ତାରିଖ (ଶୁକ୍ରବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ତ୍ରୟେଦଶୀ ଦିବା ଘ୯/୪୬ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ଧନୁ ଓ ମୀନ ରାଶି ର ଘାତବାର ,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବାଇଗଣ ଦିବା ଘ୯/୪୬ ଗତେ ବିରି ଭକ୍ଷଣ ନିଷେଧ । ମେଷ-ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ […]

ସରପଞ୍ଚଙ୍କୁ ପକାଇଲେ ତାଲା

କେନ୍ଦୁଝର,୧୯।୧(ଏସଏସ ନିଉଜ)ସରପଞ୍ଚଙ୍କୁ ପଞ୍ଚାୟତ ଅଫିସରେ ତାଲା ପକେଇଦେଲେ ହିତାଧିକାରୀ।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତରେ ଏପରି ହୋଇଛି। ପୁରୁଣା ତାଲିକାରେ ୯୧ଟିଘର ମଞ୍ଜୁର ହେଇଥିବାବେଳେ ନୂତନ ତାଲିକାରେ ୫୮ଟିଘର କଟିଯାଇଛି।ଏହି ପ୍ରତିବାଦରେ ଆଜି ସରପଞ୍ଚ ସାବିତ୍ରୀ ମୁଣ୍ଡାଙ୍କୁ ତାଲା ପକେଇଥିଲେ ଅସନ୍ତୁଷ୍ଟ ହିତାଧିକାରୀ।

ହଷ୍ଟେଲଛାଡ଼ି ପଳାଇଲେ ୧୫ଛାତ୍ର

ଜୟପୁର,୧୯।୧(ଏସଏସ ନିଉଜ) ସ୍କୁଲର ଛାତ୍ରାବାସ ଛାଡ଼ି ପଳାଇଲେ ୧୫ ଅନ୍ତେବାସୀ।ବୈପାରୀଗୁଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ସ୍କୁଲର ଅନ୍ତେବାସୀ ପଳାଇଛନ୍ତି।ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ କରି ପଳାଇଥିବା ସୂଚନା ମିଳିଛି।