Browsing author

SATYA SANDHANA DESK

ଆତ୍ମହତ୍ୟା ଘଟଣା ନେଲା ନୁଆ ମୋଡ

ଭୁବନେଶ୍ୱର,୮/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଥିବା ଏକ ଘରୋଇ ଇଞିନିୟରିଂ କଲେଜରେ ପାଠପଢୁଥିବା ବାଣପୁର ଅଞ୍ଚଳର ରତିକାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଜଣେ ଯୁବତୀଙ୍କ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଏହାପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କଭାଇଙ୍କୁ ଜଣେଯୁବତୀ ଫୋନକରି ଆପଣଙ୍କ ଭାଇ ବିଷପିଇ ଦେଇଥିବାରୁ ତୁରନ୍ତ ଭୁବନେଶ୍ୱର ଆସିବାକୁ କହିଥିଲେ। ଘରଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା […]

ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ […]

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୮/୧୧(ଏସଏସନିଉଜ) ଆଜି ପବିତ୍ର କାର୍ତ୍ତିକପୂର୍ଣ୍ଣିମା । ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକୋ ଚନ୍ଦ୍ରଗ୍ରହଣପାଇଁ ୫ଟା୩୮ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗାା ସେପଟେ ଗ୍ରହଣପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉାଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାର୍ତ୍ତିକପୂର୍ଣ୍ଣିମା ପାଇଁ ରାତିସାରା ମହୋଦଧିରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି । ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ରାତିତମାମ ମହୋଦଧିରେ ଶ୍ରଦ୍ଧାଳୁଙ୍କଭିଡ଼ ଲାଗିରହିଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଲକ୍ଷାଧିକଭକ୍ତ ଦର୍ଶନ କରିଛନ୍ତି। […]

ଆଜିର ରାଶିଫଳ

କାର୍ତ୍ତିକେଶ୍ୱରପୂଜା,ରାସପୁର୍ଣିମା, ବାଲିଯାତ୍ରା, କାର୍ତିକବ୍ରତ ସମାପନ ଓ ଚନ୍ଦ୍ରଗ୍ରହଣ ,୨୦୨୨ମସିହା ନଭେମ୍ବରମାସ ୦୮ତାରିଖ (ମଙ୍ଗଳବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ଚନ୍ଦ୍ରଗ୍ରହଣ-ପରାଗସ୍ପର୍ଶ-ଅପରାହ୍ନ ୦୨/୩୭ମିନିଟ , ଦୃଶ୍ୟମାନ ସନ୍ଧ୍ୟା ୦୫/୦୭ ମିନିଟ୍ ,ପରାଗସର୍ବମୋକ୍ଷ-ସଂଧ୍ୟା ୦୬ ଘଣ୍ଟ ୨୧ ମିନିଟ ,ଦେବନୀତି, ପାକତ୍ୟାଗ ଇତ୍ୟାଦି.୦୮/୧୧/୨୦୨୨ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ସକାଳ ୦୫/୩୭ ମିନିଟ୍ (ଗ୍ରହଣର ୩ପ୍ରହର ପୂର୍ବରୁ) ଠାରୁ ସନ୍ଧ୍ୟା ୦୬ ଘଣ୍ଟ ୨୧ ମିନିଟ ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ କରି ପାକ କର୍ମ ଦେବନୀତି ସମ୍ପନ୍ନ ହେବ ,ଗ୍ରହଣ ଚନ୍ଦ୍ରଶୁଦ୍ଧି -:ମିଥୁନୁ, […]

ଆସୁଛି ୨ଟି ଲଘୁଚାପ!

ଭୁବନେଶ୍ୱର,୭/୧୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟିହେବ ଦୁଇଟି ଲଘୁଚାପ। ଚଳିତସପ୍ତାହ ଓ ତୃତୀୟସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଆମେରିକୀୟ ପାଣିପାଗବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଜାସନ୍ ନିକୋଲସ୍ ଲଘୁଚାପକୁ ନେଇ ପୂର୍ବାନୁମାନ କରିଛନ୍ତି ।

୨ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୭/୧୧(ଏସଏସନିଉଜ)୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ୧୦ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଂଚି ଗର୍ଭଗୃହରେ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଦର୍ଶନ ସରିବାପରେ ଆନନ୍ଦବଜାରରେ ମହାପ୍ରସାଦ ସେବନକରିବେ ରାଷ୍ଟ୍ରପତି ।

ଯୁବକଙ୍କୁ କିଏ କଲା ଗୁଳି?

ବାଲିଗୁଡ଼ା,୭/୧୧(ଏସଏସନିଉଜ) ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର ଆହତ ହୋଇଛନ୍ତି । ଜଣକସହ ବାଇକରେ ଆସୁଥିବା ବେଳେ ଗୁଳି ଫୁଟିଥିଲା ।ଡାହାଣହାତ ପାପୁଲିରେ ପଶିଯାଇଛି ଗୁଳି ।ଗୁରୁତର ଅବସ୍ଥାରେ ତାଙ୍କୁ ଚିକିସ୍‌ାପାଇଁ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଛି । ଦାରିଙ୍ଗିବାଡ଼ି ବ୍ଲକ ରୋଡରେ ଏହି ଗୁଳିମାଡ଼ ହୋଇଛି ।ଗୁଳି କିପରି ଫୁଟିଲା କାରଣ ଅସ୍ପଷ୍ଟ ରହିଛି ।  

ମୂଲ୍ୟବାନକାଠ ଜବତ

ମୟୂରଭଞ୍ଜ,୭/୧୧(ଏସଏସନିଉଜ)କରଞ୍ଜିଆରେ ବନବିଭାଗର ଚଢ଼ାଉ କରି ଦୁଧିଆଣୀରେଞ୍ଜ ଭଞ୍ଜକିଆଅଞ୍ଚଳରୁ ଏକ କାଠ ବୋଝଇ ବୋଲେରୋକୁ ଜବତ କରିଛି। ୨୨୦ନମ୍ବର ଜାତୀୟରାଜପଥ ଯଶିପୁର , ରାଇରଙ୍ଗପୁରରାସ୍ତାର ମାଛକାନ୍ଦଣାଘାଟି ନିକଟରେ ଗାଡ଼ିକୁ ଅଟକାଇଥିଲା ବନବିଭାଗ। ଜବତ ମୂଲ୍ୟବାନକାଠର ମୂଲ୍ୟ ଲକ୍ଷାଧିକଟଙ୍କା ହେବବୋଲି ଜଣାପଡିଛି ।  

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା

କଟକ,୭/୧୧(ଏସଏସନିଉଜ)ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା ।ଚଳିତଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାରପ୍ରସାରପାଇଁ ପ୍ରଜ୍ଞାପନ ଶୋଭାଯାତ୍ରା। ଏହା କଟକ , ପୁରୀ , ଭୁବନେଶ୍ବର , ଖୋର୍ଦ୍ଧା , ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବାକୁ ସନ୍ଦେଶ ବାଣ୍ଟିବ ବୋଲି କୁହାଯାଇଛି ।  

ଧାମନଗର ପରାଜୟର ସମୀକ୍ଷା କରିବ ବିଜୁଜନତାଦଳ

ଧାମନଗର ,୭/୧୧(ଏସଏସନିଉଜ)ଧାମନଗର ପରାଜୟନେଇ ବିଜେଡି ଉପସଭାପତି ଦେବୀମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଧାମନଗର ବିଜେପି ସିଟ୍ ଥିଲା । ବିଷ୍ଣୁ ସେଠୀ ସେଠାରେ ଜିତିଥିଲେ । ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି । ବିଷ୍ଣୁସେଠୀଙ୍କ ନିକଟରେ ଦେହାନ୍ତ ହୋଇଥିଲା । ଭାବାବେଗ ବିଜେପିପ୍ରତି ଥିଲା ।ଦଳର ପ୍ରଦର୍ଶନ ନେଇ ନେତୃତ୍ୱ ସମୀକ୍ଷା କରିବେ ।ସବୁବେଳେ ଦଳର ଆଭ୍ୟନ୍ତରୀଣ ସମୀକ୍ଷା ହୋଇଥାଏ ବୋଲି ଦେବୀ ମିଶ୍ର କହିଛନ୍ତି ।ଅନ୍ୟପଟେ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି […]