Browsing author

SATYA SANDHANA DESK

ମଦମୁକ୍ତ ଓଡିଶା ପାଇଁ ପଦଯାତ୍ରା

ମେଣ୍ଢାଶାଳ, ୨/୧୦(ଏସଏସ ନିଉଜ)ଆମ ସମାଜରେ ବିଭିନ୍ନ ପ୍ରକାର ନିଶାସେବନ ହେଉଛି କିନ୍ତୁ ମଦକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ,ଯାହାଫଳରେ ନିରୀହ ଲୋକମାନେ ନିଶାଗ୍ରସ୍ତ ହୋଇ ସର୍ଵସ୍ୱାନ୍ତ ହେଉଛନ୍ତି।ଅଧିକ ରାଜସ୍ବ ପାଇଁ ଅଧିକ ମଦଦୋକାନ ଖୋଲାଯିବା ଓ ବେଆଇନ ମଦ ବେପାରକୁ ପ୍ରଶାସନ ନରୋକିବାରୁ ନିଶାଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ଫଳସ୍ୱରୂପ ରାସ୍ତା ଦୁର୍ଘଟଣା, ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଆଦି ଅଧିକ ସଂଖ୍ୟାରେ ନିଶାସକ୍ତଙ୍କ ଦ୍ଵାରା ହିଁ ହେଉଛି ବୋଲି ଗାନ୍ଧିଜୀଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। […]

ଆଜିର ରାଶିଫଳ

ପିଠେ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କର ତ୍ରିଦିନାତ୍ମକ ସପ୍ତମୀ ପୂଜା, ଦୁର୍ଗା ବ୍ରତ ,୨୦୨୨ ମସିହା ଅକ୍ଟୋବର ମାସ ୦୨ ତାରିଖ (ରବିବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୩୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୧/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୧୦ ,ମେଷରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ସପ୍ତମୀର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ. ସନ୍ଧ୍ୟାଘ୬/୩୭ ଗତେ ନଡ଼ିଆ ଭକ୍ଷଣ ନିଷେଧ 🐏ମେଷ-ଆଜି ଆପଣଙ୍କ ଘରେ କଳହର ଯୋଗ ରହିଛି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ […]

ଆଜିର ରାଶିଫଳ

ତପ ଷଷ୍ଠୀ ଓ ପିଠେ ଶ୍ରୀ ଦୁର୍ଗାଦେବ୍ୟା ତ୍ରିଦିନାତ୍ମକ ସପ୍ତମୀ ପୂଜା,୨୦୨୨ ମସିହା ଅକ୍ଟୋବର ମାସ ୦୧ ତାରିଖ (ଶନିବାର) ଆଶ୍ଵିନ ମାସ -ଶୁକ୍ଳପକ୍ଷ, ତିଥି- ଷଷ୍ଠୀ ରାତ୍ରି ଘ୮/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ, ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୫୫,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୩୧/୫୦,ସିଂହ,ବୃଷ ଓ କନ୍ୟା ରାଶିର ଘାତବା ର,ତୁଳା ଓ କୁମ୍ଭରାଶିର ଘାତ ଚନ୍ଦ୍ର,ଷଷ୍ଠୀର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ। 🐏ମେଷ-ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଆଖପାଖର ଗତିବିଧି ଉପରେ ଦୃଷ୍ଟି […]

ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼,୩୦/୯(ଏସ ଏସ ନିଉଜ)ସୋହେଲା ବ୍ଲକ ବ୍ରାହ୍ମଣ ଡିହି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଥିବାର ଜଣାପଡିଛି। ଭାତ ଏବଂ ସୋୟାବିନ୍ ତରକାରୀ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।ସମସ୍ତଙ୍କୁ ସୋହେଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସାମାନ୍ୟ ବଚସାରୁ ମୁହାଁମୁହିଁ

ବ୍ରହ୍ମପୁର,୩୦/୯(ଏସଏସ ନିଉଜ)ସାମାନ୍ୟ ବଚସାରୁ MKCGରେ ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି।ଅଧୀକ୍ଷକଙ୍କ ଚାମ୍ବର ଆଗରେ ଉଭୟ ଗୋଷ୍ଠୀ ଧାରଣା ଦେଇଥିବାବେଳେ ICU ଓ କାଜୁଆଲିଟି ବ୍ୟତୀତ ଅନ୍ୟ ସବୁଠି କାର୍ଯ୍ୟ ବନ୍ଦ ରହିଛି।

ନନ୍ଦନକାନନରେ ଚାକିରି ଭୟ!

ବାରଙ୍ଗ,୨୧/୯(ଏସଏସନିୟୁଜ)ଚାକିରି କରିବ ପୁଣି ନନ୍ଦନକାନନରେ ପୋଷ୍ଟିଂ ।ଭାଗ୍ୟରେ ଥିଲେ ଏଭଳି ଚାକିରି ମିଳେ ।ଏକଥା ଆମେ କହୁନାହୁଁ ଯାହା ନନ୍ଦନ କାନନରେ ଚର୍ଚ୍ଚା ଚାଲିଛି ।ଦୁଇଜଣ ଅସ୍ଥାୟୀ କର୍ମଚାରୀ ଚାକିରି ବଂଚାଇବାକୁ ଯାଇ ରେଞରଙ୍କ ଘରେ ଝାଡୁମାରିବା ଓ ରୋଷେଇକରିବା ଭଳି କାମ କରୁଥିବାର ଚର୍ଚ୍ଚା ଚାଲିଛି ।କେମିତି ବା ନକରିବେ ନହେଲେ ଚାକିରି ପଳାଇବନା ।ନନ୍ଦନକାନନରୁ ଏମାନେ ଅନ୍ୟକାମ କରିବାପାଇଁ ଦରମା ପାଉଥିଲେ ମଧ୍ୟ ବଡବାବୁଙ୍କ ଘରକାମ କରୁଥିବାର ଆଲୋଚନା ହେଉଛି । ଏ କ୍ୱାଟର […]

ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିଂନ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିଂନ ଷ୍ଟେସନ ସମ୍ମୁଖ ଆଜି ଅପରାହ୍ନରେ ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇ ଦୁଇଜଣ ଯାକ ଗୁରୁତର ଭାବେ ହୋଇଛନ୍ତି ।ଏହାପରେ ଜଣେ ଫେରାର ହୋଇଯାଇଥିବାବେଳେ ଜଣେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଚିକିସ୍‌ାପାଇଁ ଭର୍ତି କରାଯାଇଥିବାର ଜଣାପଡିଛି ।

ଗିରଫ ହେଲେ ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଭରତପୁର ଥାନାରେ ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଆସି ଅଭିଯୋଗ କରିଥିଲେ । ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଥିଲା ।

ଆଜିର ରାଶିଫଳ

ନତଃପଞ୍ଚମୀ ଓ ଶ୍ରୀବିରଜାଦେବୀଙ୍କ ପଞ୍ଚମୀହୋମ ,୨୦୨୨ ମସିହା ସେପ୍ଟେମ୍ବରମାସ ୩୦ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ରାତ୍ରି ଘ୧୦/୩୦ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ନକ୍ଷତ୍ର-ବିଶାଖା ପ୍ରାତଃ ଘ୫/୫୪ ପର୍ୟ୍ଯନ୍ତ ତଦନ୍ତେ ଅନୁରାଧା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୪୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୨/୫୧ ,ବିଛା, ଧନୁ ଓ ମୀନ ରାଶି ର ଘାତବାର ,ପଞ୍ଚମୀର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ.ବେଲ ଭକ୍ଷଣ ନିଷେଧ। ମେଷ:-ଅର୍ଥପ୍ରାପ୍ତି ହେବା ସହ ବ୍ୟବସାୟବାଣିଜ୍ୟରେ ଲାଲାଭବାନ ହେବେ ।ସାଙ୍ଗଠନିକକାର୍ଯ୍ୟର ମୂଖ୍ୟ ଦାୟିତ୍ଵ ନେବେ।କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାମିଳିବ […]

ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୯/୯(ଏସଏସନିଉଜ)ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡ।ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ORHDC ଦୁର୍ନୀତି ମାମଲାରେଶୁଣାଣି କରି ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲଦଣ୍ଡ ସହ ୫୦ହଜାର ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି ।ବିନୋଦ କୁମାର ଓଆରଏଚଡିସି ଅଧ୍ୟକ୍ଷ ଥିବାବେଳେ […]