ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼,୩୦/୯(ଏସ ଏସ ନିଉଜ)ସୋହେଲା ବ୍ଲକ ବ୍ରାହ୍ମଣ ଡିହି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଥିବାର ଜଣାପଡିଛି। ଭାତ ଏବଂ ସୋୟାବିନ୍ ତରକାରୀ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।ସମସ୍ତଙ୍କୁ ସୋହେଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments (0)
Add Comment