Browsing author

SATYA SANDHANA DESK

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା

ଚନ୍ଦ୍ରଶେଖରପୁର,୯/୯(ଏସଏସନିଉଜ) ଶୁକ୍ରବାରଦିନ ପଟିଆସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଅଷ୍ଟମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁନେଇ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହେଇଯାଇଛି ।ଏଥିରେ ମୋଟ ୨୧୩ଟି ପ୍ରକଳ୍ପ ସ୍ଥାନପାଇଥିଲା ।ମୂଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ନିର୍ଦେଶାଳୟର ସଂସ୍ଥାପନ ଅଧିକାରୀ ଶାନ୍ତନ ପଟନାୟକ,ସମ୍ମାନୀତଅତିଥି ତଥା ମୁଖ୍ୟବିଚାରକ ଭାବେ କିସ ବିଦ୍ୟାଳୟର ବିଜ୍ଞାନଭିତିକ ପ୍ରକଳ୍ପ ଅଧିକାରୀ ଅନନ୍ୟାଦାସ ଓ ସନ୍ତୋଷ ପଣ୍ଡା ଯୋଗଦେଇ ଶିଶୁମାନଙ୍କର ମନରେ ବୈଜ୍ଞାନିକ ମନୋବୃତି ଆଣିବା କ୍ଷେତ୍ରରେ ଗୁରୁତ୍ବଆରୋପ କରିଥିଲେ । ଏହାସହ ବିଭିର୍ଣ ପ୍ରକଳ୍ପଗୁଡିକ ବୁଲିଦେଖି […]

ମେଣ୍ଢାଶାଳରେ ଅତିବଡୀ ଜଗନ୍ନାଥଦାଶଙ୍କ ଜୟନ୍ତୀଉସବ

ମେଣ୍ଢାଶାଳ,୮/୯(ଏସଏସନିଉଜ) ଭାଦ୍ରବମାସ ଶୁକ୍ଳଦ୍ଵାଦଶୀ ତିଥି ବୁଧବାର ଅତିବଡ଼ି ଜଗନ୍ନାଥଦାଶ ଙ୍କ ଜୟନ୍ତୀଉସବ ମେଣ୍ଢାଶାଳସ୍ଥିତ ଭାଗବତବାସୁଦେବମନ୍ଦିର ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।ଅଖିଳ ଭାରତୀୟ ସାହିତ୍ୟପରିଷଦ ଖୋର୍ଦ୍ଧାଜିଲ୍ଲା ତରଫରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର,ନାଇଜରର କୂଳସଚିବ ଡ଼, ଅଭୟକୁମାର ନାୟକ, ଅଖିଳଭାରତୀୟ ସାହିତ୍ୟପରିଷଦର କାର୍ଯ୍ୟକାରୀସଭ୍ୟ ତଥା କିସ ଓଡ଼ିଆବିଭାଗର ଡ଼.ପ୍ରମୋଦିନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଭାଗବତଟୁଙ୍ଗି ପ୍ରତିଷ୍ଠା କରା ଯାଇ ଭାଗବତପାଠ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପାଶ୍ଚାତ୍ୟସଭ୍ୟତା […]

ଭାଙ୍ଗିଲା ୫ ଘର

ଭୁବନେଶ୍ୱର,୯/୮(ଏସଏସ ନିଉଜ)ମୋହନା ଗରଡ଼ମା ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣବର୍ଷାରେ ଗଛ ପଡ଼ି ୫ଘର ଭାଙ୍ଗିଛି। ଘର ଭାଙ୍ଗିବା ଯୋଗୁ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ପୋଲିସ ହାବୁଡରେ ପଡିଲେ ଦେଶୀମଦ ଚୋରା ଚାଲାଣକାରୀ

ବାରଙ୍ଗ,୮/୯(ଏସଏସନିଉଜ)ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ପୃଥକ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ଦୁଇଜଣ ହେଲେ ବାଙ୍କୀଥାନା ରାମଚଣ୍ଡୀଗ୍ରାମର ରାହୁଲ ସାହୁ(୨୪) ଓ ଚନ୍ଦକାଥାନା ଦାରୁଠେଙ୍ଗଗ୍ରାମର ରାକେଶ ସାହୁ(୩୨)। ପ୍ରକାଶଯେ, ଗତବୁଧବାର ରାହୁଲ ଆଠଗଡ଼ପଟୁ ବାରଙ୍ଗଅଭିମୁଖେ ଦେଶୀମଦ ନେଇ ଆସୁଥିବା ସମୟରେ ପୋଲିସ ତାକୁ ଗିରଫକରିଛି। ପୋଲିସ ତାନିକଟରୁ ଗୋଟିଏଅଖାରେ ୪ଟି ବ୍ଲାଡରରେ ଥିବା ୮୦ଲିଟର ଦେଶୀମଦ ଜବତକରିବା ସହ ମୋବାଇଲଫୋନ ଏବଂ ଏକସ୍କୁଟିଗାଡ଼ି (ଓଡି-୦୫-ବିସି- ୯୫୦୮)କୁ ଜବତ କରିଛି।ସେହିପରି […]

କ୍ଷୀର ଓ ଘିଅ ଚମକାଇବ ତ୍ୱଚା

ଏକାଠି କ୍ଷୀର ଓ ଘିଅ ପିଇବାଦ୍ୱରା ତ୍ୱଚା ଚମକାଇବା ସହ ଅନେକ ଲାଭମିଳିବ ।ଆସନ୍ତୁ ଜାଣିବା କଣକଣ ଲାଭ ମିଳିବ? କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଘିଅରେ ଭରପୁର ମାତ୍ରାରେ ଭିଟାମିନ ଏ ଓ କେ,ପ୍ରୋଟିନ ଓ ଆଣ୍ଟି-ଅକ୍ସିଡାଣ୍ଟଭଳି […]

ଆଜିର ରାଶିଫଳ

ଅଘୋର ଚତୁର୍ଦ୍ଦଶୀ, ଅନନ୍ତ ବ୍ରତ, ଶ୍ରୀ ଦୁର୍ଗା ଓ ଶିବ ପାର୍ଶ୍ଵପରିବର୍ତ୍ତନ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୯ ତାରିଖ (ଶୁକ୍ରବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୨୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୧/୫୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ବିରି ସନ୍ଧ୍ୟା ଘ୬/୨୫ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଛ, ମାନ୍ସ ଭକ୍ଷଣ ନିଷେଧ ।  […]

ଅନଲାଇନ୍‌ରେ ଦେବାଳୟ ଦର୍ଶନ

ଭୁବନେଶ୍ୱର,୮/୯(ଏସଏସନିଉଜ)ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ।ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଆରମ୍ଭ ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ କହିଲେ ମନ୍ତ୍ରୀ ।  

କୋଟିଏ ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱରରୁ ପୁଣି ୧ କୋଟି ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ ହୋଇଛି ।୧୩୮୦ ଗ୍ରାମ୍ର ବ୍ରାଉନ୍‌ସୁଗାର ଜବତ କଲା ଏସ୍ଟିଏଫ୍ ଓ ବାଲେଶ୍ୱର ପୋଲିସ ।ଅରଡ଼ବଜାର ରେଲୱେ ଲେଭଲ୍ କ୍ରସିଂ ପାଖରୁ ଚଢ଼ାଉ କରି ଜବତ କରିଛି ।ଚଢ଼ାଉ ବେଳେ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି ।

QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱର ଚାନ୍ଦିପୁର ITRରୁ QRSAMର ୬ଟି ଫ୍ଲାଇଟ୍ ପରୀକ୍ଷଣ କରାଯାଇଛି ।QRSAM କୁଇକ୍ ରିଆକ୍ସନ ସର୍ଫେସ୍‌ଟୁ ଏୟାର ମିସାଇଲ୍ ।ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ସଫଳ ପରୀକ୍ଷଣ ହୋଇଛି ।  

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୮/୯(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ରାପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ।ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ସମ୍ଭାବନା ରହିଛି ।ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।