ରୋପଓ୍ବେ ପାଇଁ ଚାଲିଛି ଗଛକଟା
ବାରଙ୍ଗ,୭/୯(ଏସଏସନିଉଜ)ନନ୍ଦନକାନନରେ ଚାଲିବ ରୋପୱେ ।ଏଥିପାଇଁ ଗତବର୍ଷ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରାଣୀଉଦ୍ୟାନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ପୂର୍ବତନ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଁ ରୋପଓ୍ବେର ଭୂମିପୂଜନ କରିଥିଲେ ।ଏହାପରେ ଦୀର୍ଘ ୧୧ବର୍ଷଧରି ବନ୍ଦହୋଇ ପଡିରହିବା ରୋପଓ୍ବେ ଚାଲିବାର ପର୍ଯ୍ୟଟକମାନଙ୍କ ମନରେ ଆଶା ସଂଚାର ହୋଇଥିଲା ।ଏହାକୁ ଟେଣ୍ଡରରେ ନେଇଥିବା କଲିକତାର ଦାମୋଦର ରୋପଓ୍ବେ ଆଣ୍ଡ୍ ଇନ୍ଫ୍ରାଲିମିଟେଡ ସଂସ୍ଥା ରୋପଓ୍ବେ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକିଛିଦିନ ହେବ ଏହି ସଂସ୍ଥାପକ୍ଷରୁ ରୋପୱେ କାର୍ଯ୍ୟ ଆରମ୍ଭ […]