QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱର ଚାନ୍ଦିପୁର ITRରୁ QRSAMର ୬ଟି ଫ୍ଲାଇଟ୍ ପରୀକ୍ଷଣ କରାଯାଇଛି ।QRSAM କୁଇକ୍ ରିଆକ୍ସନ ସର୍ଫେସ୍‌ଟୁ ଏୟାର ମିସାଇଲ୍ ।ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ସଫଳ ପରୀକ୍ଷଣ ହୋଇଛି ।

 

Comments (0)
Add Comment