ଭୁବନେଶ୍ୱର,୯/୮(ଏସଏସ ନିଉଜ)ମୋହନା ଗରଡ଼ମା ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣବର୍ଷାରେ ଗଛ ପଡ଼ି ୫ଘର ଭାଙ୍ଗିଛି। ଘର ଭାଙ୍ଗିବା ଯୋଗୁ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।