Browsing author

SATYA SANDHANA DESK

ହରିବୋଲ ହୁଳହୁଳିରେ କମ୍ପିଲା କାନନକ୍ଷେତ୍ର

ବାରଙ୍ଗ,୨୬।୨(ଏସଏସନିଉଜ) ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ଥିବା କାନନ କ୍ଷେତ୍ରର ଥିବା ସର୍ବପୁରାତନ ଜଗନ୍ନାଥମନ୍ଦିରର ନବକଳେବର ହୋଇଛି।ପୁରୁଣା ମନ୍ଦିରକୁ ଭଙ୍ଗାଯାଇ ପ୍ରାୟ ୩କୋଟିଟଙ୍କା ବ୍ୟୟ ବରାଦରେ ନୂତନଭାବେ ମନ୍ଦିର ଗଢାଯାଇଛି।ଏଥି ନିମନ୍ତେ ଆୟୋଜିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୩ ରୁ ୨୬ତାରିଖପର୍ଯ୍ୟନ୍ତ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉସବର ପ୍ରଥମ ଦିନ ୧୩୦୦ରୁ ଉର୍ଦ୍ଧ ନରନାରୀଙ୍କ କଳସ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶେଷଦିନ ଗୁରୁବାରସନ୍ଧ୍ୟାରେ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତି […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୭ ତାରିଖ ୨୦୨୬ ମସିହା (ଶୁକ୍ରବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୧୦/୪୭ ଗତେ ଦ୍ୱାଦଶୀ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୧/୩୮ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃଘ୦୬/୧୨/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୦୬ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୦/୪୭ ଗତେ ନୈରୁତକୋଣେ,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୧୧/୩୮ଗତେ ଏକପାଦ ଓ ରାତ୍ରି ଘ୧୦/୪୭ଗତେ ଦ୍ଵିପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା- ଦିବା ଘ୦୯/୦୪ ଗତେ ଘ୧୧/୫୬ ମଧ୍ୟେ, ବିଶୁଦ୍ଧ ଅମୃତବେଳା- […]

ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର,୨୫।୨(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବ୍ଲସମ୍ ଆଇ – ୨୦୨୬ ଭବ୍ୟ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଥମରେ ମହାବିଦ୍ୟାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଶିଳାନ୍ୟାସ କରିଥିଲେ। ପରେ ବାର୍ଷିକ ଉତ୍ସବର ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ମହାବିଦ୍ୟାଳୟର ଢାଞ୍ଚାଗତ ବିକାଶ କେବଳ ଶରୀର ଅଟେ, ଏହାର ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା, […]

ଆସିଲେ ପଇଡହଣା କଟୁରୀରେ ହାଣିଲେ

ବାରଙ୍ଗ, ୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ବାଇକରେ କଟୁରୀ ନେଇ ଆସିଲେ ଆଉ ହାଣି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ହାତରେ ଧରାପଡିଲେ। ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ପଇଡ଼ କଟା କଟୁରୀରେ ଗୋଡାଇ ଗୋଡାଇ ହାଣିଛନ୍ତି। ଯୁବକ ଜଣଙ୍କୁ ଗୁରୂତର ଅବସ୍ଥାରେ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି। ଗୁରୁତର […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୬ ତାରିଖ ୨୦୨୬ ମସିହା (ଗୁରୁବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ରାତ୍ରି ଘ୧୨/୪୭ ଗତେ ଏକାଦଶୀ,ନକ୍ଷତ୍ର- ମୃର୍ଗଶିରା ଦିବା ଘ୧୨/୫୭ ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃଘ୦୬/୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୪୬,ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୪୭ ଗତେ ଅଗ୍ନିକୋଣେ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୫ ଗତେ ଘ୦୫/୪୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୧୨/୫୫ ଗତେ ଘ୦୩/୦୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୫୦ ମଧ୍ୟେ ଓ ଘ୧୧/୦୨ ଗତେ […]

ସାରଙ୍ଗେଇ ପୀଠରେ ଏକାଠି ହେଲେ ସାମ୍ବାଦିକ

ବାରଙ୍ଗ,୨୫।୨(ଏସଏସନିଉଜ)ମାସାରଙ୍ଗେଇ ପୀଠରେ ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ପ୍ରେସକ୍ଲବର ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଅଞ୍ଚଳର ସମସ୍ତ ଘଟଣାବଳୀ ଓ ଖବରକୁ ପ୍ରଶାସନ ,ସରକାରଙ୍କ ନିକଟରେ ପହଞ୍ଚାଇ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ବାରଙ୍ଗ ପ୍ରେସକ୍ଲବ ସମସ୍ତ ସାମ୍ବାଦିକ ।ସାମ୍ବାଦିକ କଲମ ମୁନରେ ସମ୍ପୂର୍ଣ୍ଣ ସମାଜର ଦୃଷ୍ୟପଟ ଆଙ୍କି ହୋଇଯାଏ ।ତାଙ୍କର ତ୍ୟାଗ […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୫ ତାରିଖ ୨୦୨୬ ମସିହା (ବୁଧବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୦୨/୫୦ ଗତେ ଦଶମୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୨/୨୨ ଗତେ ମୃର୍ଗଶିରା,ସୁର୍ୟୋଦୟ-ପ୍ରାତଃଘ୦୬/୧୩/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୧୬,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୫୦ ଗତେ ଉତ୍ତରେ,ବିଛା ରାଶିର ଘାତଚନ୍ଦ୍ର*,କର୍କଟ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୯/୦୫ ଗତେ ଘ୧୦/୩୩ମଧ୍ୟେ,ବାରବେଳା- ଦିବା ଘ୧୧/୫୫ ଗତେ ଘ୦୧/୨୫ ମଧ୍ୟେବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୮ ମଧ୍ୟେ ଓ ଘ୦୧/୨୬ ଗତେ ଘ୦୨/୧୪ ମଧ୍ୟେ ଓ ଘ୦୬/୩୪ […]

ଲିଭୁନି ନିଆଁ…

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏବେବି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇବା ପ୍ରୟାସ ଆରମ୍ଭ କରିଛି ଅଗ୍ନିଶମବାହିନୀ। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।ଅଗ୍ନିଶମବାହିନୀବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଛି।ତେବେ ଘର ଭିତରେଥିବା ପ୍ଲାଷ୍ଟିକପାଇଁ ନିଆଁର ପରିଣାମ ବଢ଼ିବାରେ […]

ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ

ଅନୁଗୁଳ,୨୪।୨(ଏସଏସନିଉଜ) ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହଆଠମଲ୍ଲିକ ଥାନା ଅଧୀନସ୍ଥ କନ୍ଧପଡ଼ା ନିକଟ ରାସ୍ତାରେ ପଡ଼ିଛି ମୃତଦେହ।ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଅଦ୍ୟାବଧି ପୋଲିସଘଟଣାସ୍ଥଳରେ ପହଞ୍ଚିନାହିଁ ।ଅନ୍ୟପଟେ ଉଦଳାର ଖୁଣ୍ଟାଥାନା ଅଧୀନସ୍ଥ ଗୋଡ଼ିଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।୫ଜଣ ଯୁବକ ମିଶି ଗାଁ ଦାଣ୍ଡରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ଆସିଛି।ଏକ ହତ୍ୟା ମାମଲାରେ ପ୍ରତ୍ୟେକ୍ଷଦର୍ଶୀ ଭାବେ କୋର୍ଟରେ ସାକ୍ଷୀ ଦେବାରୁ ହତ୍ୟା କରୁଥିବାର ଜଣାପଡିଛି।ଖୁଣ୍ଟା ଥାନାରେ ଜଣେ ଅଟକ ରଖି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

ଧରାପଡ଼ିଲେ ଫେରାର୍‌ ପ୍ରେମିକ ଓ ନବବଧୂ

ବଲାଙ୍ଗିର,୨୪।୨(ଏସଏସନିଉ ଜ)ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣାରେ ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଛନ୍ତି ପ୍ରେମିକନବବଧୁ।ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ।ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା।