Browsing author

SATYA SANDHANA DESK

ମାଲକାନଗିରିରେ ଆଂଶିକ ପ୍ରଭାବ

ମାଲକାନଗିରି,୨୮/୭(ଏସ ଏସ ନିଉଜ) ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଛି ।ଏହାର ପ୍ରଭାବ ମାଲକାନଗିରିରେ ଆଂଶିକ ଭାବେ ଦେଖଦେଇଛି । କେବଳ ସରକାରୀ ବସ୍ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୮ ତାରିଖ (ଗୁରୁବାର)ଚିତାଲାଗି ଅମାବାସ୍ୟା ଓ ଶ୍ରୀମନ୍ଦିରେ ଚିତ୍ରକ ପର୍ବ ,ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଅମାବାସ୍ୟା ରା ଘ୧୧/୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୪/୨8,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୧ /୧୯ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଅମାବାସ୍ୟାର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ତୈଳ ବର୍ଜନ, ମାଂସ , ମାଛ ଭକ୍ଷଣ ନିଷେଧ ।  ମେଷ- ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ […]

ପଶୁପକ୍ଷୀଙ୍କ ସେବା ନା ଅତିଥି ସେବା !

ବାରଙ୍ଗ,୨୬/୭(ଏସଏସନିଉଜ)ମଙ୍ଗଳବାରଦିନଅପରାହ୍ନରେ ବନ୍ୟପ୍ରାଣୀଚିକିସ୍‌ାଳୟକୁ ପ୍ରଦାନ କରାଯାଇଥିବା ବେଟାରୀଚାଳିତ ଗାଡିରେ କେତେଜଣ ବସି ବୁଲୁଥିଲେ ।ଯେହେତୁ ଡାକ୍ତରଙ୍କ ଗାଡି କେହି ସନ୍ଦେହ କରିବାର ଆବଶ୍ୟକତା ନଥିଲା ।କେଉଁ ଜୀବଜନ୍ତୁଙ୍କର ଦେହଖରାପ ରହିଛି ତେଣୁ ଡାକ୍ତରମାନେ ଆସିଥିବେ,ଏହି ଭାବନା ସମସ୍ତଙ୍କ ମନରେ ଉଙ୍କି ମାରିଥିଲା ।କିନ୍ତୁ ଗାଡିରେ ବସିଥିବା ମହିଳାଙ୍କ ସମେତ ଅନ୍ୟମାନେ କେବଳ ପଶୁପକ୍ଷୀ ଦେଖି ଦେଖି ମଜାଉଠାଇ ଚାଲିଥିଲେ ।ଏହାପରେ ଗାଡିରେ ବସିଥିବା ବାବୁମାନେ ଡାକ୍ତର ନୁହଁନ୍ତି ବୋଲି ଜଣାପଡିଥିଲା ।କିଏ କହୁଥିଲା ବେଟାରୀଗାଡି ଚାଳକ ପର୍ଯ୍ୟଟକଉଠାଇ ତା […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୭ ତାରିଖ (ବୁଧବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ ରା ଘ୮/୫୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୪/୦୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୩୮ ,କର୍କଟ ରାଶି ର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟଓପାର୍ବଣ ଶ୍ରାଦ୍ଧ ,ବିରି ରାତ୍ରି ଘ୮/୫୩ ଗତେ ସ୍ତ୍ରୀ ତୈଳ ବର୍ଜନ ମାଂସ , ମାଛ ଭକ୍ଷଣ ନିଷେଧ ,ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା । ମେଷ-ଭାଇଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। […]

ସ୍କୁଲ ଗେଟ୍‌ରେ ତାଲା

ରାଉରକେଲା,୨୬/୭(ଏସ ଏସ ନିଉଜ)ସ୍କୁଲ ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ପ୍ରଧାନଶିକ୍ଷକ ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା ଅଭିଯୋଗରେ ସ୍କୁଲର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ତାଲା ପକାଇ ଧାରଣାରେ ବସିଛନ୍ତି।

କୁଆଡ଼େ ଗଲେ ବାବୁସାନ!

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ)ଚେନ୍ନାଇରୁ ଫିଲ୍ମ ‘ଦମନ’ ଟିମ୍‌ ଫେରିଥିଲେ ମଧ୍ୟ ଟିମରେ ଆସିନାହାଁନ୍ତି ବାବୁସାନ । ୨୪ ତାରିଖ ରାତି ୧୦ଟାରେ ହୋଟେଲ ଛାଡ଼ିଥିବା ଟିମପକ୍ଷରୁ ସୂଚନା ଦିଆଯାଇଛି । ଫେରିବା ପାଇଁ ଟିକେଟ୍‌ ମଧ୍ୟ ହୋଇଥିଲା, କିନ୍ତୁ ଆସିଲେନି ବାବୁସାନ ।

ଖୁବଶିଘ୍ର ସ୍କାଇବସ୍ ସର୍ଭିସ

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ)ଖୁବ ଶୀଘ୍ର ଦିଲ୍ଲୀ- ଗୁରୁଗ୍ରାମ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସ୍କାଇବସ୍ ସର୍ଭିସ ।ଏହାଦ୍ୱାରା ଟ୍ରାଫିକ ଜାମରୁ ମୁକ୍ତି ମିଳିବାନେଇ କହିଲେ ନିତିନଗଡକରୀ ।ଦିଲ୍ଲୀ ଓ ହରିୟାଣାର କିଛି ମନୋନୀତ ସ୍ଥାନରେ ଯାତାୟାତ ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଏହି ସେବା ଆରମ୍ଭ କରି ପାରନ୍ତି ବୋଲି କହିଛନ୍ତି ନୀତିନ ଗଡକରୀ ।

ହାତୀକୁ ଗୁଳି

ନରସିଂହପୁର,୨୬/୭(ଏସ ଏସ ନିଉଜ) ନୂଆଗଡ଼ ଜଙ୍ଗଲରେ ପୁଣି ଏକ ହାତୀକୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ଶିକାରୀ ଗୁଳି କରିଥିବା ସ୍ୱୀକାର କଲେ ଦାୟିତ୍ୱରେ ଥିବା ରେଞ୍ଜର । କମ୍ପାର୍ଟମେଣ୍ଟ ନଂ ୩ରେ ଥିବା ଏକ ହାତୀର କାନ ପାଖରେ ବାଜିଛି ଗୁଳି ।ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

୧ରୁ ଖୋଲିବ ଭିତରକନିକା ଜାତୀୟଉଦ୍ୟାନ

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ)ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ।କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତର କନିକା ବନ୍ଦ ରହିଥାଏ।ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ) ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଛି ପୋଲିସ। ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି ।ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରୁଥିବା କହିଲେ ଥାନାଧିକାରୀ ।