ମାଲକାନଗିରିରେ ଆଂଶିକ ପ୍ରଭାବ

ମାଲକାନଗିରି,୨୮/୭(ଏସ ଏସ ନିଉଜ) ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଛି ।ଏହାର ପ୍ରଭାବ ମାଲକାନଗିରିରେ ଆଂଶିକ ଭାବେ ଦେଖଦେଇଛି । କେବଳ ସରକାରୀ ବସ୍ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି ।

Comments (0)
Add Comment