ଆଜିର ରାଶିଫଳ
ଜୁଲାଇ ମାସ ୦୮ ତାରିଖ ୨୦୨୨ ମସିହା (ଶୁକ୍ରବାର) ଆଷାଢ଼-ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୦୬/୩୨ ପର୍ଯ୍ୟନ୍ତ ତଦନ୍ତେ ଦଶମୀ, ସୁର୍ୟୋ ଦୟ-ପ୍ରାତଃ ଘ୦୫/୧୮/ ୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୨୬/୩୮,ବିଛା,ଧନୁ ଓ ମୀନ ରାଶିର ଘାତବାର, ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲାଉ ରାତ୍ରି ଘ୦୬/୩୨ ପର୍ଯ୍ୟନ୍ତ ତଦନ୍ତେ କଳମଶାଗ ଭକ୍ଷଣ ନିଷେଧ। ମେଷ👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ […]