ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ
ସମ୍ବଲପୁର,୩୧/୫(ଏସ ଏସ ନିଉଜ) ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଦୋକାନୀ ମୃତବରଣ କରିଛି ।ଏକ ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ରିଫିଲିଙ୍ଗ ବେଳେ ଏହି ଅଘଟଣ ଘଟିଛି । ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଦୋକାନରେ ଏହି ଅଘଟଣ ଘଟିଛି ।
Browsing author
ସମ୍ବଲପୁର,୩୧/୫(ଏସ ଏସ ନିଉଜ) ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଦୋକାନୀ ମୃତବରଣ କରିଛି ।ଏକ ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ରିଫିଲିଙ୍ଗ ବେଳେ ଏହି ଅଘଟଣ ଘଟିଛି । ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଦୋକାନରେ ଏହି ଅଘଟଣ ଘଟିଛି ।
ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ପ୍ରବଳ ପବନ ଓ ଝଡ ବର୍ଷାରେ ଦିଲ୍ଲୀ ଦୋହଲିଗଲାସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି।ଫଳରେ ପ୍ରବଳ ବର୍ଷା ସାଙ୍ଗକୁ ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଯାହାଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ସେପଟେ ଓସ୍ତ ଗଛ ପଡି ଜଣେ ୬୫ ବର୍ଷୀୟା ବୃଦ୍ଧା ଓ ଘର ବାଲକୋନିର […]
ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ ।ବିଧାନସଭା ପ୍ରକୋଷ୍ଠରେ ଦିନ ୧୧ଟାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି।ଓଡ଼ିଶାରୁ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ।
ଝାରସୁଗୁଡା,୩୧/୫(ଏସଏସ ନିଉଜ)ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ହେବ ଭୋଟ ଗ୍ରହଣ ।ଭୋଟ ପାଇଁ ୨୭୯ ବୁଥ୍, ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍ ।୩୦ଟି ଆଦର୍ଶ ବୁଥ୍ ଏବଂ ୫ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା ।୬୦ଟି ସମ୍ବେଦନଶୀଳ ବୁଥ୍, ୧୪୫ ବୁଥରେ ୱେବକାଷ୍ଟିଂ ।ମତାଧିକାର ସାବ୍ୟସ୍ତ କରିବେ ମୋଟ ୨,୧୪,୮୭୮ ଭୋଟର ।
(ମଙ୍ଗଳବାର)୨୦୨୨ ମସିହା ମେଂ ମାସ ୩୧ ତାରିଖ, ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦା,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୪,ମକର ରାଶିର ଘାତବାର,ବିଛା ଓ କନ୍ୟା ରାଶିର ଘାତଚନ୍ଦ୍ର,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ସନ୍ଧ୍ୟା ଘ୭/୫ ଗତେ ବୃହତୀ(ବୋଇତି କଖାରୁ) ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ […]
କଟକ,୩୦/୫(ଏସ ଏସ ନିଉଜ)କଟକ ବାରବାଟିରେ ହେବାକୁ ଥିବା ଟି -୨୦ ମ୍ୟାଚ ପାଇଁ ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ଅନଲାଇନ୍ ଟିକେଟ ବୁକିଂ ।୮ ତାରିଖ ଦିନ ଟିକେଟ ରିଡେମ୍ପସନ୍ କାଉଣ୍ଟରରୁ ସଂଗ୍ରହ କରିପାରିବେ ଦର୍ଶକ । ଅନଲାଇନ୍ ରେ ସମୁଦାୟ ୫ ହଜାର ଟିକେଟ ଉପଲବ୍ଧ ରହିବାସହ ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବ ବୋଲି ଜଣାପଡିଛି ।
ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ)ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଆଇସିସି ଢାଞ୍ଚାରେ ପିସିସି ଆୟୋଜନ କରିବ ସଂକଳ୍ପ ଶିବିର। ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ଜୁନ ୧ ଓ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ନବସଂକଳ୍ପ ଶିବିର!।ଏହି ଶିବିରରେ ନେତା, ବିଧାୟକ, ସାଂସଦ ମାନେ ଯୋଗଦେବେ। ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ। ଶିବିରରେ […]
ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ମହାମାରୀ ପରେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ।
ପୁରୀ,୩୦/୫(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ହୋଟେଲ ଆସୋସି ଏସନ ଓ ହୋଟେଲ ମାଲିକଙ୍କୁ ନେଇ ଏସପିଙ୍କ ବୈଠକ ହୋଇଯାଇଛି ।ସବୁ ହୋଟେଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଲଗାଯିବ।ବେଳା ଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା।ପ୍ରତି ହୋଟେଲରେ ଟୋଲ୍ ଫ୍ରି ନମ୍ବର ଲାଗିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଟୁରିଷ୍ଟଙ୍କ ପାଇଁ ହେଲ୍ପଲାଇନ ନମ୍ବର 6370967100 ଜାରି କରାଯାଇଛି । ସବୁ ହୋଟେଲ ୭ ଦିନର ସିସିଟିଭି ଫୁଟେଜ ରେକର୍ଡ ରଖିବେ ।ପ୍ରତିଦିନର ପର୍ଯ୍ୟଟକଙ୍କ ରହଣୀର […]
କେନ୍ଦ୍ରାପଡା,୩୦/୫(ଏସ ଏସ ନିଉଜ)କୁମ୍ଭୀର ମୁହଁରୁ ସଂଘର୍ଷ କରି ନିଜ ଜୀବନକୁ ବଞ୍ଚାଇବା ରେ ସକ୍ଷମ ହେଲେ ନାବାଳକ।ଏହି ନାବାଳକ ହେଉଛନ୍ତି କେନ୍ଦ୍ରା ପଡ଼ା ପଟ୍ଟାମୁଣ୍ଡାଇ ବଲୁ ରିଆ ଅରାଜି ଗାଁର । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣିନେଇଥିଲା ।ନଦୀ ଭିିତରେ କୁମ୍ଭୀର ମୁହଁରୁ ବର୍ତ୍ତିବାକୁ ଉଦ୍ୟ ମ କରି ସଫଳ ହୋଇଥିଲେ।କିଛି ସାଙ୍ଗରକ୍ତାକ୍ତ ଅବସ୍ଥାରେ ନଦୀରୁ ଉପରକୁୂ ଆଣିଥିଲେ ।