ଭାସିଗଲେ ମହିଳା

ଯାଜପୁର,୧୬/୭(ଏସ ଏସ ନିଉଜ) ବରି ବ୍ଲକ ଏରଡା ଗାଁରେ ଅଘଟଣ।ଚିଙ୍ଗୁଡିଆ ନାଳରେ ଭାସି ଯାଇ ମହିଳା ନିଖୋଜ, ଖୋଜାଖୋଜି ଜାରି ରହିଛି ।ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ।

Comments (0)
Add Comment