ଭୁଶୁଡ଼ିପଡିଲା ଗ୍ୟାଲେରୀ

ବାଙ୍କୀ,୧।୪(ଏସଏସନିଉଜ)ଭୁଶୁଡ଼ିପଡିଲା କଲେଜ ପଡିଆ ଗ୍ୟାଲେରୀ।ବାଙ୍କୀ ସ୍ୱଂୟଶାସିତ ମହା ବିଦ୍ୟାଳୟର ଗ୍ୟାଲେରୀ ଭୁଶୁଡ଼ିପଡିଛି।ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଛି ନବନର୍ମିତ ଗ୍ୟାଲେରୀ।ଗତ ୨୩ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ ।ଏହାଫଳରେ ହୋଇଥିବା କାର୍ଯ୍ୟକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Comments (0)
Add Comment