ବିଧାୟକ ଉଦଘାଟନ କଲେ

ସରପଞ୍ଚ ଫଳକ ଭାଙ୍ଗିଲେ

ନୀଳଗିରି,୨୮ା୧୨(ଏସଏସନିଉଜ) ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସଫଳକକୁ ଭାଙ୍ଗିଦେଲେ ସରପଞ୍ଚାଶିଳାନ୍ୟାସଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଇଥିଲୋନୀଳଗିରି ଗରଡିହି ପଞ୍ଚାୟତ କଳାକାଦଗାଁରେ ଏହିଭଳି ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଥିଲା ।କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଏହାହେଉଛି ଶିଳାନ୍ୟାସ ଫଳକ ।ପୁର୍ବନିର୍ଦ୍ଧାରିତ ସମୟାନୁସାରେ ଶିଳାନ୍ୟାସ ପାଇଁ ପହଞ୍ଚିଥିଲେ ବିଧାୟକ ସୁକାନ୍ତ ନାୟକ ।ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚାତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ।ସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକାବିଧାୟକ ଶିଳାନ୍ୟାସ କରିବାପରେ ଫଳକ ଭାଙ୍ଗିଦେଇଥିଲେ ସରପଞ୍ଚ ।

Comments (0)
Add Comment