ବିଷାକ୍ତଖାଦ୍ୟ ଖାଇ ଚାଲିଗଲା ୨ଜଣଙ୍କ ଜୀବନ

ନବରଙ୍ଗପୁର, ୭/୯(ଏସଏସନିଉଜ) ଚନ୍ଦାହାଣ୍ଡିବ୍ଲକ ସଦର ଭୋଇସାହିରେ ବିଷାକ୍ତଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକହେଲେ ଦେମତୀପାରାଭୋଇ ଓ ପୁଅ ସଦାରାମ। ବାପଲକ୍ଷ୍ମୀଧର ପାରାଭୋଇ ଓ ଝିଅ ଦେବକୀ ଗୁରୁତର ଅବସ୍ଥାରେ ଚାନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।

Comments (0)
Add Comment