ଚାଲିଗଲା ଗୋବିନ୍ଦସାହୁଙ୍କ ଜୀବନ

ଭୁବନେଶ୍ୱର,୨୦/୧୨(ଏସଏସ ନିଉଜ) ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମାଲ ରେ ସଜା କାଟୁଥିବା ଗୋବିନ୍ଦ ସାହୁଙ୍କ ମୃତଦେହ କଣ୍ଟାବାଞ୍ଜି ଜେଲ୍ ଭିତରୁ ମିଳିଛି ।ଆଜି କୋର୍ଟରେ ହାଜର ହୋଇ ଥାନ୍ତେ ଗୋବିନ୍ଦ।ହେଲେ ତାପୂର୍ବରୁ ସେ ନିଜର ଜୀବନ ନେଇ ଯାଇଛନ୍ତି । ତେବେ କିଭଳି ଜେଲ୍‌ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।ଜେଲ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲରେ ଡାକ୍ତରଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ।

Comments (0)
Add Comment