Browsing category

ବାଣିଜ୍ୟ

ପାହାଡ଼ରୁ ଶୁଭିବ ମନ୍ତ୍ରଧ୍ବନି

ଭୁବନେଶ୍ୱର,୨୫।୧(ଏସଏସନିଉଜ)ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା। ମେଳାର ପୂର୍ବରୁ ଖଣ୍ଡଗିରି ପାଦଦେଶରେ ସାଧୂମାନଙ୍କ ଆଗମନ ଆରମ୍ଭ ହୋଇଯାଇଛି। ୯ଦିନ ଧରିସାଧୁସନ୍ଥଙ୍କ ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ରେ ଖଣ୍ଡଗିରି ପ୍ରକମ୍ପିତ ହେବାକୁ ଯାଉଛି ଏହାର ପରିବେଶ। ପରମ୍ପରା ଅନୁଯାୟୀ ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ।ସନ୍ଥମାନେ ଦିନରେ ‌ମନ୍ତ୍ରଧ୍ବନି, ସଞ୍ଜ ନଇଁଲେ ଭଜନ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଆସନ୍ତା ୯ ଦିନ ପାଇଁ […]

ମୋରମ ଚୋରିକରି ଆଣୁଥିଲେ…

ଭୁବନେଶ୍ଵର,୨୨।୧ (ଏସଏସନିଉଜ) ବେଆଇନ ମୋହରମ ଚାଲାଣ ବେଳେ ବୁଧବାର ରାତିରେ ଦୁଇଟି ମୋହରମ ବୋଝେଇ ହାଇୱା,ଗୋଟିଏ ସ୍କର୍ପିଓକୁ ଚନ୍ଦକା ଥାନା ପୋଲିସ ଜବତ କରି ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ , ଗତ ୨୧ତାରିଖ ରାତିରେ ଚନ୍ଦକାଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ,ଗୋଠପାଟଣା ଜଙ୍ଗଲ ଜମିରୁ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବେଆଇନଭାବରେ ମୋରମ ଉଠା ଯାଉଥିବାର ଥାନା ଅଧିକାରିଣିଙ୍କ ପାଖରେ ସୂଚନା ମିଳିଥିଲା।ସୂଚନା […]

ସୋମବାର ଖୋଲା ମଙ୍ଗଳବାର ବନ୍ଦ

ଭୁବନେଶ୍ଵର,୨୨।୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ସୋମବାରଦିନ ଖୋଲା ରହିବ । କିନ୍ତୁ ପରଦିନ ଅର୍ଥାତ ମଙ୍ଗଳବାର ଦିନ ବନ୍ଦ ରହିବ ଏ ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟଯେ ,ଉଭୟପାର୍କ ପ୍ରତ୍ୟେକ ସୋମବାର ବନ୍ଦରହିଥାଏ ।ହେଲେ ଚଳିତବର୍ଷ ଜାନୁଆରୀ୨୬ ସୋମବାର ପଡୁଥିବାରୁ ଏବଂ ପୂର୍ବ ନିଷ୍ପତ୍ତି ଆଧାରରେ ଏହି ଦିନ ଉଭୟ […]

ତମାଖୁ ଓ ନିକୋଟିନ୍ ଉତ୍ପାଦନ ବ୍ୟାନ୍

ଭୁବନେଶ୍ୱର,୨୨।୧(ଏସଏସନିଉଜ)ସମସ୍ତ ତମାଖୁ ଓ ନିକୋଟିନ୍ ସାମଗ୍ରୀ ଉତ୍ପାଦନକୁ ବ୍ୟାନ୍ କଲେ ରାଜ୍ୟ ସରକାର।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବନ୍ଧକ ଲଗାଯାଇଛି।ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ବ୍ୟାନ୍ କରାଯାଇଛି।ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ, ବିକ୍ରୟ ଉପରେ ରୋକ୍ ଲଗାଯାଇଛି। ଖାଦ୍ୟ ସୁରକ୍ଷା ଓ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ […]

ଆମ ବସ ନେଲାନି ସ୍କୁଲପିଲା

ଭୁବନେଶ୍ୱର,୨୧।୧(ଏସଏସନିଉଜ)ଚନ୍ଦକା ନିକଟସ୍ଥ ଭୋଳା ଗ୍ରାମମୁଣ୍ଡ ଆମ ବସର ଷ୍ଟପେଜ୍ ରେ ଆମ ବସ ସ୍କୁଲ ପିଲାଙ୍କୁ ନନେବାରୁ ଗ୍ରାମବାସିମାନେ ଉତ୍ୟକ୍ତ ହୋଇ ବସକୁ ଅଟକାଇ ପୋଲିସ ଜିମା ଦେଲେ ।ପରେ ସ୍କୁଲ ପିଲାଙ୍କୁ ନେବାର ଆଲୋଚନା ମାଧ୍ୟମରେ ସମାଧାନ ହେବାପରେ ବସ ଟି ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲା। ପ୍ରକାଶ ଯେ, ବୁଧବାର ସକାଳେ ଭୋଳା ଗ୍ରାମର କିଛି ପିଲା କଣ୍ଟାବାଡ ସ୍କଲକୁ ପଢିବାକୁ ଯିବା ପାଇଁ ଗାଁ ମୁଣ୍ଡରେ ବସକୁ ଅପେକ୍ଷା କରିଥିଲେ।ଏହି ରାସ୍ତାରେ କଟକରୁ […]

ମମତା ଯୋଜନାରେ ଟଙ୍କା ଆସିଛି

ମେଣ୍ଢାଶାଳ,୨୦।୧(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାରୁଠେଙ୍ଗ ପଂଚାୟତର ଜୁଝଗଡ଼ ପାଟଣାସାହିର ସୋନି ସ୍ୱାଇଁଙ୍କ ବ୍ୟାଙ୍କ ଖାତାରୁ ସାଇବର ଚୋର ୭୦୧୦ଟଙ୍କା ନେଇଯାଇଥିବା ନେଇ ସାଇବର ଓ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ସୋମବାର ସନ୍ଧ୍ୟାରେ ପାଟଣାସାହିର ସୋନି ସ୍ୱାଇଁଙ୍କ ପାଖକୁ ଏହି ପଞ୍ଚାୟତର ଆଶାଦିଦି ପ୍ରତିମା ବେହେରା ଫୋନ କରି କଥା ହୋଇଥିଲେ।ଏହାପରେ ଡାକ୍ତର ସାର କଥା ହେବେ କହି ତାଙ୍କୁ ଲାଇନକୁ ଆଣି ଏକକାଳୀନ ତିନିଜଣ ଯାକ କଥା ହୋଇଥିଲେ।ମମତା ଯୋଜନା ପଇସା ପାଇଛକି […]

ଭାରତୀୟ ଜ୍ଞାନ ପରମ୍ପରା ଉପରେ କର୍ମଶାଳା

ଚନ୍ଦ୍ରଶେଖରପୁର,୨୦।୧(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରିତ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଏକ-ଦିବସୀୟ କାର୍ଯ୍ୟଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗବେଷଣା କେନ୍ଦ୍ର, ଭୁବନେଶ୍ବରର ସହଯୋଗ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର, ସମ୍ବଲପୁର ଏବ‍ଂ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ, ଓଡ଼ିଶାର ଶୈକ୍ଷିକ ଅଂଶୀଦାରରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାକୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ସଂସ୍କୃତ ବିଶେଷଜ୍ଞ, ଡ଼ଃ ଗୋପାଳ […]

୧ନମ୍ୱର ହାଟରେ ଜଳିଗଲା ୨୫ ଦୋକାନ

ଭୁବନେଶ୍ୱର,୨୦।୧(ଏସଏସନିଉଜ) ରାତି ୧ଟା ସମୟରେ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। କେହି କିଛି ବୁଝିବା ଆଗରୁ ନିଆଁର ପ୍ରକୋପ ବଢ଼ି ପାଖାପାଖି ୨୫ଟି ଦୋକାନ ଜଳିଯାଇଥିଲ। ନିଆଁଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଆଦି ସ୍ଥାନରୁ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।ନିଆଁ ଲାଗି ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ […]

ମଦ ଦୋକାନ ଆଗରେ ଉଡିଲା ମଦ ବୋତଲ

କଟକ, ୧୯।୧(ଏସଏସନିଉଜ)ସୋମବାର ରାତିରେ ଗୋଡିସାହି ଫାଣ୍ଡି ଅଧୀନସ୍ଥ ପୁରୀ ମେନକେନାଲ କୂଳରେ ଥିବା ଏକ ମଦ ଦୋକାନରେ ମଦ ପିଇବାକୁ ନେଇ ଗୋଷ୍ଟିସଂଘର୍ଷ ଘଟିଛି।ଏଥିରେ ୨ଜଣ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି। ପ୍ରକାଶ ଯେ,ସୋମବାର ରାତିରେ ସିଡିଏ ବିଡାନାସୀ ଅଂଚଳର କିଛି ଯୁବକ ଷଣ୍ଢପୁର ନିକଟସ୍ଥ ଏକ ମଦଦୋକାନ ଆଗରେ ମଦକିଣି ସେଠାରେ ପିଉଥିଲେ। ଏହି ସମୟରେ ସ୍ଥାନୀୟଗ୍ରାମର କିଛି ଯୁବକ ପହଂଚି ମଦ କାଉଣ୍ଟରରୁ ମଦ ଆଣି ଆସିବା […]

ଟ୍ରେନ ଅଟକାଇଲା ମଦ୍ୟପ ଯୁବକ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ମଦ୍ୟପ ଯୁବକ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ତାକୁ ରୋକିଛି।ରାଜମହଲଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା ।ଟ୍ରେନ ରହିବା ପରେଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା।ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକର ଉନ୍ମତ କାଣ୍ଡ ସମସ୍ତଙ୍କୁ ନାକେଦମ୍‌ କରିଥିଲା।ପରେ ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ […]