Browsing category

ମହାନଗର

ନଭେମ୍ବର୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟବିମାନ

ଭୁବନେଶ୍ୱର,୪ା୧୧(ଏସଏସନିଉଜ)ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ବିମାନ ।ସେବା ଯୋଗାଇବ ଇଣ୍ଡିଆ ୱାନଏୟାର କମ୍ପାନି ।ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ ।ଆର୍ଥିକସହାୟତା ଯୋଗାଇବେ ରାଜ୍ୟ ସରକାର ।ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନସେବା ଆରମ୍ଭ କରିଥିଲୋଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟସହରକୁ ଉଡ଼ିବ ବିମାନ ।ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ ।ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।ସୁରତ ପାଇଁ ସ୍ଲଟ୍ ଦେବାକୁ […]

ଛତୁଚାଷ ତାଲିମନେଲେ ମହିଳା ଓ ଚାଷୀ

ମେଣ୍ଢାଶାଳ,୪ା୧୧(ଏସଏସନିଉଜ)ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଭୁବନେଶ୍ୱରବ୍ଲକସ୍ତରୀୟ ଉଦ୍ୟାନକୃଷିବିଭାଗ ତରଫରୁ ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ଦିନିକିଆ ଛତୁଚାଷ ତାଲିମ ଶିବିର ଶନିବାରଦିନ ଅନୁଷ୍ଠିତହୋଇଯାଇଛି ।ଭୁବନେଶ୍ୱରବ୍ଲକକୃଷିବିଭାଗ ପକ୍ଷରୁ ଆୟୋଜିତ ଏହିତାଲିମଶିବିରରେ ସହକାରୀଉଦ୍ୟାନକୃଷିଅଧିକାରୀ ୟୁକେଚନ୍ଦ୍ରିକା ପୈାରହିତ୍ୟ କରିଥିଲେ ।ଏହିଶିବିରରେ ମେଣ୍ଢାଶାଳ ସରପଂଚ କୈାଶଲ୍ୟା ବଳିୟାରସିଂହ ଅତିଥିଭାବେ ଯୋଗଦେଇରୋଜଗାରକ୍ଷମ ସହ ପରିବାର ଚଳାଇବାପାଇଁ ଏହାଏକ ପକୃଷ୍ଠ ମାଧ୍ୟମ ବୋଲି କହିଥିଲେ ।ଉଦ୍ୟାନବିଭାଗ କର୍ମଚାରମାନଙ୍କ ମଧ୍ୟରେ ରାକେଶରୋଶନଶତପଥି,ଡ,ଭୁବନାନନ୍ଦ ଅଧିକାରୀ, ମିତାଲିମିଶ୍ର. ସ୍ମିତାମହାପାତ୍ର ପ୍ରମୁଖ ଶିବିରରେ ଛତୁଚାଷ, ରୋଗପୋକ ନିଦାନ,ଫୁଲଚାଷ,୍‌ଯାନ୍ତ୍ରିକକରଣ ଓ ଏହାର ଆମଦାନୀକୁନେଇ […]

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ପୁରୀ,୩ା୧୧(ଏସଏସନିଉଜ)ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୫ ଦିନ ଚାଲିବ ।ଏହାପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ଓଡିଶା-ଆନ୍ଧ୍ରସୀମାରେ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୨୯।୧୦(ଏସଏସନିଉଜ)ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା- କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି ।ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାନେଇ ସରକାରୀ ସୂତ୍ରରୁ କୁହାଯାଇଛି। ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା […]

ସେଞ୍ଚୁରୀପଦକ ହାସଲ କଲା ଭାରତ

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ପାରା ଏସିଆନରେ ସେଞ୍ଚୁରୀପଦକ ଭାରତ ହାସଲ କରିପାରିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ। ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି।ସେଥିମଧ୍ୟରେ ୨୬ ସ୍ୱର୍ଣ୍ଣ , ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ସହ ଶହେ ପଦକ ରହିଛି।ସଫଳତା ପାଇଁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ରେ ସର୍ବାଧିକ ୭୨ ପଦକ ଜିତିଥିଲା ଭାରତ।

ବିଜେପିର ଅମୃତକଳସ ଶୋଭାଯାତ୍ରା

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।ମୋମାଟି ମୋଦେଶ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି।ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଏହି ଶୋଭାଯାତ୍ରା ଯାଇଛି। ଅମୃତ କଳସ ଧରି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପିନେତା ଓ କର୍ମୀ।ସ୍ୱତନ୍ତ୍ର ଟ୍ରେନ୍‌ରେ ଅମୃତ କଳସ ଧରି ଦିଲ୍ଲୀ ଯିବେ କର୍ମୀ। ୩୧ତାରିଖରେ ଦିଲ୍ଲୀରେ ଅମୃତ ବାଟିକାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଅଶାନ୍ତ ପଦ୍ମକେଶରପୁରରେ ୧୪୪ଧାରା ଜାରି

ଚନ୍ଦ୍ରଶେଖରପୁର.୨୭ା୧୦(ଏସଏସନିଉଜ) ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଘଟିପଥର ମାଡ଼ ସହ ବୋତଲ ମାଡ ମଧ୍ୟ ହୋଇଛି ।କେବଳ ଏତିକିନୁହେଁ ବଟଲ ଉଡିବା ସହ ଓ ଫୁଟିଛି ବୋମାା ଏଥିରେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଥିବାର ଜଣାପଡିଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣିଥରେ ଦ୍ୱିତିୟଥରପାଇଁ ପଦ୍ମକେଶରପୁର ଅଶାନ୍ତ ହୋଇପଡିଥିବାବେଳେ ଉତେଜନା ଦେଖାଦେଇଛି ।ଉତ୍ତେଜନାକୁ ଦେଖି […]

ନନ୍ଦନକାନନ ଗିବନ ସାଲବିନ ଆହାତ

ବାରଙ୍ଗ୨୬।୧୦(ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗିବନ ଅସୁସ୍ଥ ହୋଇଛି । ଏହି ଖବର ଶୁଣିବା ପରେ ମନକୁ ଟିକେ ଝଟକା ଲାଗିବ ନିଶ୍ଚିତ ।କାରଣ ଦିନ କେଇଟା ହୋଇନି ଏଠାକୁ ଆସିଥିବା ମାଇ ଗିବନ ଅସୁସ୍ଥ ହୋଇପଡ଼ିଲାଣି। ଖାଦ୍ୟ ଅଭାବ ଏହାର ପ୍ରମୁଖ କାରଣ ହୋଇଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ କର୍ତ୍ତୁପକ୍ଷ ମୁହଁ ଖୋଲିବାକୁ ନାରାଜ । ପ୍ରକାଶଯେ, ଚଳିତମାସ ୧୮ତାରିଖରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନୂତନ ଏନକ୍ଲୋଜର ଉଦଘାଟନ କରିବା ପରେ ଜୁଲାଇ […]

ଜାନୁୟାରୀ୫ରେ ଚୂଡ଼ାନ୍ତ ଭୋଟରତାଲିକା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିାସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ମୁଖ୍ୟନିର୍ବାଚନଅଧିକାରୀ ନିକୁଞ୍ଜଧଳ ଅଧ୍ୟକ୍ଷତା କରିଥିଲେ ।ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ହୋଥିବାବେଳେ ୨୭ରେ ଚିଠାଭୋଟର୍ ତାଲିକା ଓ ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାସ ପାଇବାକୁ ଯାଉଛି ।  

କୌଣସି ଆନ୍ଦୋଳନ ହେବନି

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷହୋଇଛି । ଆଲୋଚନାପରେ ପରିବହନମନ୍ତ୍ରୀ ଟୁକୁନିସାହୁ କହିଲେ ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବସ୍ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ ରହଛି । ପରିବହନ ସେବା ଯୋଗାଇବା ବସ୍ ମାଲିକଙ୍କୁ ଯେଭଳି ଅସୁବିଧା ନହେବ ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍ […]