Browsing category

ମହାନଗର

ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି। ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି:- ମୋଦୀ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କଅଭିଭାଷଣରେ କହିଛନ୍ତିଯେ,ବଙ୍ଗଳାରେ ଅନୁପ୍ରବେଶ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନହେବ।ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି ।ଆଜି ଶ୍ୟାମାପ୍ରସାଦମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତିମିଳିଛି।ଶ୍ୟାମାପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧବଙ୍ଗଳାର ସ୍ବପ୍ନଦେଖିଥିଲେ।ଦେଶପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମାପ୍ରସାଦମୁଖାର୍ଜୀ ବୋଲି ମୋଦି କହିଥିଲେ।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପୁଷ୍ପମାଲ୍ୟଦେଇ ସମ୍ମାନିତ କରିବାକୁ ଯାଉଥିବାବେଳେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହାକୁ ନେଇ ନୀତିନ ନବୀନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହିଭଳିଭାବେ ନିର୍ବାଚନରେ ଏଲଡ଼ିଏଫର ପରାଜୟପରେ ପଦଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି.ବିଜୟନ।ରାଜ୍ୟପାଳ ଇସ୍ତଫାପତ୍ର […]

ବେଙ୍ଗଲରେ ଦିଦି ସରକାରର ପତନ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ‘ଦିଦି’ସରକାରର ପତନ ଘଟିଛି।ଗାଦିଚ୍ୟୁତ ହୋଇଛି କ୍ଷମତାସୀନ TMC।ରାଜ୍ୟରେ ପ୍ରଥମକରି ସରକାର ଗଢ଼ିବାକୁଯାଉଛି ବିଜେପି।ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି।କେବଳ ବିଧିବଦ୍ଧରେଜଲ୍ଟ ଘୋଷଣାକୁ ଅପେକ୍ଷା।ଏହାକୁ ନେଇ ପଶ୍ଚିମବଙ୍ଗରେ ବିଜେପିଶିବିରରେ ବିଜୟଉତ୍ସବ ଆରମ୍ଭ ହୋଇଯାଇଛି।

ଅପରାହ୍ନ ହେଲେ ଡରାଉଛି ଝଡ଼ବର୍ଷା

ଭୁବନେଶ୍ୱର,୩।୫(ଏସଏସନିଉଜ)ଅପରାହ୍ନ ହେବାମାତ୍ରେ ଝଡ଼ବର୍ଷାର ଆଶଙ୍କା ଦେଖାଦେଇଛି।ଆଜି ପୁଣି ଝଡ଼ବର୍ଷା ଆଶଙ୍କାକୁ ନେଇ ୨୪ଜିଲ୍ଲାକୁ ଆଲର୍ଟକରିଛି IMD। ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଣ୍ଟାପ୍ରତି ୪୦ରୁ ୫୦କିମିବେଗରେ ବହିପାରେ ପବନ।ପବନ ସହ ଝଡ଼ବର୍ଷା ସମ୍ଭାବନାନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି।୨୪ଘଣ୍ଟାପାଇଁ ୧୦ଜିଲ୍ଲାକୁ ସତର୍କସୂଚନା ଜାରିକଲା IMD।ମୟୂରଭଞ୍ଜ, ବାଲେଶ୍ବର,ଖୋର୍ଦ୍ଧା,କନ୍ଧମାଳ,ରାୟଗଡ଼ା,ଗଜପତି,ଗଞ୍ଜାମ,ମାଲକାନଗିରି,କୋରାପୁଟ, ନବରଙ୍ଗପୁରକୁ ୱାର୍ଣ୍ଣିଂ ଜାରି କରାଯାଇଛି।ଆଗାମୀ ୮ଯାଏଁ ବର୍ଷାର ପ୍ରଭାବରହିବ,ପରେ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି କୁହାଯାଇଛି।

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ରେଟ୍

ଭୁବନେଶ୍ୱର,୩।୫(ଏସଏସନିଉଜ)ଓଡ଼ିଶାରେ କ୍ଷୀରଦର ବୃଦ୍ଧିକଲା ଓମ୍‌ଫେଡ।ଟୋନ୍‌ଡ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧି ହୋଇଛି।୫୦ଟଙ୍କାରୁ ବୃଦ୍ଧି ପାଇ ହେଲା ୫୪ଟଙ୍କା।ପ୍ରିମିୟମ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧି ହୋଇଛି।୫୪ ଟଙ୍କାରୁ ବୃଦ୍ଧିପାଇ ହେଲା ୫୮ଟଙ୍କା।ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧିପାଇ ୬୦ରୁ ୬୪ଟଙ୍କା ହୋଇଛି।ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧିପାଇ ୫୬ରୁ ୬୦ଟଙ୍କା ହୋଇଛି।ଗୋଟିଏ ପ୍ୟାକେଟ୍‌ (୫୦୦ମି.ଲି)ଉପରେ ୨ଟଙ୍କା ବୃଦ୍ଧି କରାଯାଇଛି।ଆଜିଠାରୁ ରାଜ୍ୟରେ ଓମ୍‌ଫେଡ୍‌ର ନୂଆ ଦର ଲାଗୁ ହୋଇଛି।

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ଵର,୨।୫(ଏସଏସନିଉଜ)ପ୍ରକାଶପାଇଲା ଚଳିତବର୍ଷର ମାଟ୍ରିକ୍‌ ରେଜଲ୍ଟ।ଚଳିତବର୍ଷ ପାସ୍ ହାର ୯୫.୩୩ପ୍ରତିଶତ।୫ଲକ୍ଷ ୧୯ହଜାର୨୫୧ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A1ରେ ୨୪୫୬,A2ରେ ୧୫,୬୮୧,B1ରେ ୪୩,୫୬୫,B2ରେ ୮୬,୧୦୩ ,Cରେ ୧,୨୯,୮୦୩,Dରେ ୧,୪୬,୧୫୨,Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟ ହୋଇଛି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟହୋଇଛି।ଏଥର ଫର୍ମପୂରଣ କରିଥିଲେ ୫,୪୪,୬୭୦।ପରୀକ୍ଷା ଦେଇଥିଲେ୫,୩୬,୩୦୬ ପରୀକ୍ଷାର୍ଥୀ।ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କସଂଖ୍ୟା ୮୩୬୪।ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧।ଛାତ୍ରଛାତ୍ରୀଙ୍କୁ ରିଚେକିଂ ସୁଯୋଗ ରହିଛି।ରେଜଲ୍ଟ ବାହାରିବାର ମାସକ ଭିତରେ ରିଚେକିଂପାଇ BSE ପରୀକ୍ଷା ନିୟନ୍ତ୍ରକଙ୍କୁ ଆବେଦନ କରିପାରିବେ ବୋଲି କୁହାଯାଇଛି।

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୨।୫(ଏସଏସନିଉଜ)ଆସୁଛି ଆଉ ଏକଲଘୁଚାପ।ମେ ଦ୍ୱିତୀୟସପ୍ତାହରେ ଆଉ ଏକ ଲଘୁଚାପନେଇ ଆକଳନକରୁଛି ଗ୍ଲୋବାଲଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ। ମେ ୧୧ରୁ ୧୫ ତାରିଖବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତାଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେବୋଲି ପୂର୍ବାନୁମାନ କରାଯାଇଛି।ପରେ ଏହା ଘନୀଭୂତହୋଇ ଲଘୁଚାପର ରୂପ ନେବାର ସମ୍ଭାବନାରହିଛି।ପରବର୍ତ୍ତୀସମୟରେ ତାହା ଅଧିକ ଘନୀଭୂତହୋଇ ସାଇକ୍ଲୋ ଜେନିସିସର ରୂପ ନେବାର ସମ୍ଭାବନାରହିଥିବା ଜିଏଫଏସ ଆକଳନକରିଛି ।କିନ୍ତୁ ଏନେଇ ଭାରତୀୟ ପାଣିପାଗବିଭାଗ ପକ୍ଷରୁ ଅଦ୍ୟାବଧି କୌଣସିସୂଚନା ଦିଆଯାଇନାହିଁ।

ସରିଲା ନିର୍ବାଚନ,ବଢିଲା ଗ୍ୟାସ୍

ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା । ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ […]

ସାବଧାନ! ମୋରମ ମାଫିଆ…ଆକ୍ସନମୁଡରେ ଚନ୍ଦକାପୋଲିସ

ମେଣ୍ଢାଶାଳ,୩୦।୪(ଏସଏସନିଉଜ) ଗତ କିଛିଦିନ ହେବ ମୋରମ ମାଫିଆ ମାନଙ୍କ ପାଇ ଚିନ୍ତାର କାରଣ ସାଜିଛି ଚନ୍ଦକାଥାନା ପୋଲିସ।ଆକ୍ସନମୁଡ଼ରେ ଥିବା ପୋଲିସ ଚନ୍ଦକା ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲିଥିବା ମୋରମ ଚୋରା ଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଭଳି ଜଣାପଡିଛି।ଯାହାଫଳରେ ପୋଲିସ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିବା ଘଟଣା ମାଫିଆମାନଙ୍କ ଅସନ୍ତୋଷରକାରଣ ସାଜିଛି। ପୁଣି ମଙ୍ଗଳବାର ରାତି ଅଧିଆ ଚଢାଉ କରି ପୋଲିସ ପାଇକିରାପୁରର ମୋରମ ଖଣିରୁ ୩ଜେସିବି […]

ଟଙ୍କା ନେଇ ଘରନଦେବା ଅଭିଯୋଗରେ ରିଅଲ ଇଷ୍ଟେଟ ଏମଡି ଗିରଫ

ମେଣ୍ଢାଶାଳ,୨୮।୪(ଏସଏସନିଉଜ)ଏକ ଡୁପ୍ଲେକ୍ସ ଘର ଦେବାକୁ ଦୁଇ ବର୍ଷ ତଳେ ଟଙ୍କାନେଇ ଘରନଦେବା,ଟଙ୍କା ନଫେରାଇବା ଓ ଟଙ୍କାମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ କେଉଁଝର ସାରଳା ଗ୍ରାମର ସୁଶାନ୍ତ କୁମାର ବେହେରା। ପ୍ରକାଶଯେ,ଏକ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଭାବେ ସୁଶାନ୍ତ କୁମାର ବେହେରା କାର୍ଯ୍ୟ କରନ୍ତି।ସେ ଦାରୁଠେଙ୍ଗରେ ଏକ ଡୁପ୍ଲେକ୍ସ ଘର ନିର୍ମାଣ କରି ଦେବା ପାଇଁ ଲୋକନାଥ ମିଶ୍ର ନାମକ […]