Browsing category

ମହାନଗର

ମୋବାଇଲ ପାଇଁ ନେଇଗଲେ ଜୀବନ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ମୋବାଇଲଫୋନ ଓ ମନିପର୍ସ ଚଡାଇନେବାବେଳେ ବିରୋଧ କରିବାରୁ ସ୍କ୍ରୁଡ୍ରାଇଭରରେ ମରତ୍ନ୍‌କ ଆକ୍ରମଣ କରି ହତ୍ୟା କରିଥିବା ।ଭିଯୋଗରେ ପୋଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସଯେ, ଗତ୧୨ତାରିଖଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗରବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବାନେଇ ସୂଚନା ମିଳିବାପରେ ବଡଗଡଥାନା ତରଫରୁ ତାଙ୍କୁ ଉଦ୍ଧାରକରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରକରାଯାଇଥିବା ବେଳେ ଡାକ୍ତରତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡ଼ଗଡଥାନାପୁଲିସ […]

ଆଉ ଆସୁଛି ଲଘୁଚାପ !

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପୁଣି ଏକ ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନାମିଳିଛି ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି ।ଉତ୍ତର-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ାବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ ,ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଅନୁମାନ କରିଛି ।ଅନ୍ୟପଟେ ହୀରାକୁଦଡ୍ୟାମ୍ ର ୮ଟି ଗେଟ୍ ବନ୍ଦ ହୋଇଛି ।ବର୍ତ୍ତମାନ ୧୪ଟିଗେଟ୍ ଦେଇ ଜଳନିଷ୍କାସନ […]

ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ […]

ଓଲଟିଲା ଗ୍ୟାସ୍ ସିଲିଣ୍ଡରବୋଝେଇ ଟ୍ରକ୍

କଟକ,୧୮ା୯(ଏସଏସନିଉଜ) ଶିଖରପୁର ଅଞ୍ଚଳରେ ଗ୍ୟାସସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି।ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯିବ।ତେବେ ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ଜଣାପଡିଥିଲା ।  

କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର ୫୦ରୁ ଅଧିକ ପରିବାର ଘେରିଥିଲୋ ସର୍ଭେରେ ବସ୍ତିର ୪୦୦ପରିବାର ଥିଲୋ ୧୫୦ରୁ ଊର୍ଦ୍ଧ୍ୱ ଘର ପାଇଥିବାବେଳେ ପ୍ରାୟ ୨୫୦ପରିବାର ଘରପାଇବାରୁ ବଞ୍ଚିତହୋଇଥିବା ଅଭିଯୋଗ କରି ବିଏମସି କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବରପାଇ ମେୟର ଆଲୋଚନା ପାଇଁ ଡାକିଥିବାର ଜଣାପଡିଛି ।

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଧରାପଡିଲେ ମୋବାଇଲଫୋନ ଲୁଟେରା

ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି । ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ […]

ବାବୁଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୯(ଏସଏସ ନିଉଜ)ରାଜଧାନୀରେ ଦାଦାବଟି ଆଦାୟ କରୁଥିବା KBN ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି ପୋଲିସ।ଗ୍ୟାଙ୍ଗମୁ୍ଖ୍ୟ ବାବୁ ଜେନାକୁ ଗିରଫ କଲା ଖଣ୍ଡଗିରି ପୋଲିସ୍।ବାବୁ ଜେନାର ଜଣେ ସହଯୋଗୀ ମଧ୍ୟ ପୋଲିସ୍ ଦ୍ବାରା ଗିରଫ ହୋଇଛି।ବାବୁନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଥିବାରୁ ତାବିରୁଦ୍ଧରେ ଲାଗିଲା ଧାରା- ୧୧୦।

ଚାଉଳଟ୍ରକ ନେଲା ଫାର୍ମାସିଷ୍ଟଙ୍କଜୀବନ

ମେଣ୍ଢାଶାଳ,୧୬।୯(ଲିଙ୍ଗରାଜରାଉତ)ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ଼ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ମୃତ୍ୟୁଘଟିଛି । ମୃତକ ହେଉଛନ୍ତି ତାଳଚେରର ଦିନେଶକୁମାରପଟ୍ଟନାୟକ(୨୪)ାକଂଟାବାଡରେ ଥିବା ସ୍ପର୍ସ ହସ୍ପିଟାଲରେ ସେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିଲେ । ପ୍ରକାସ ଯେ,ଶନିବାର ଅପରାହ୍ନ ସାଢ଼େ ୨ଟା ପାଖାପାଖି ଚନ୍ଦକା-ପିତାପଲି ରାସ୍ତାର କଣ୍ଟାବାଡ ଗ୍ରାମପାଖରେ ଦୁର୍ଘଟଣାଟି ଘଟିଥିଲା। କଣ୍ଟାବାଡରେଥିବା ସ୍ପର୍ସ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିବା ଦିନେଶ ଓଡି୦୨-ସିଇ-୨୦୫୦ ନମ୍ବର ବାଇକଯୋଗେ ହସ୍ପିଟାଲରୁ କଣ୍ଟାବାଡ଼ ବଜାରକୁ ଆସୁଥିଲେ।ଏହିସମୟରେ ଖୋର୍ଦ୍ଧାରୁ ପିଡ଼ିଏସ ଚାଉଳ […]

ଚାନ୍ଦାନାଁରେ ଦାଦାବଟିକୁ ନା

ଭୁବନେଶ୍ୱର,୧୬।୯(ଏସଏସନିଉଜ)ପାର୍ବଣ ସମୟରେ ଚାନ୍ଦା ନାଁରେ ଦାଦା ବଟିକୁ ନା।ବଟି ଆଦାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।ଏନେଇ ଦୃଢ଼ ପଦକ୍ଷେପ ନେବ କମିସନରେଟ ପୋଲିସ।କେହି ବଟିମାଗିଲେ 7077798111 ନଂରେ ମ୍ୟାସେଜ କରିପାରିବେ ବୋଲିଭୁବନେଶ୍ଵରଡିସିପି ପ୍ରତୀକସିଂଙ୍କ ସୂଚନା ଦେଇଛନ୍ତି।