Browsing category

ମହାନଗର

ଜେ.ଏମ.ସ୍ପୋର୍ଟସ ଏକାଡେମୀ ପାଳିଲା ପ୍ରତିଷ୍ଠାଦିବସ

ଭୁବନେଶ୍ୱର,୧୮।୮(ଏସଏସନିଉଜ)ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପ୍ରତିଷ୍ଠିତ ଜେ. ଏମ. ସ୍ପୋର୍ଟସ ଏକାଡେମୀ ତାରଦ୍ୱାଦଶତମ ପ୍ରତିଷ୍ଠାଦିବସ ମଞ୍ଚେଶ୍ୱର ଜେ. ଏମ. ସ୍ପୋର୍ଟସ ଏକାଡେମୀ ଇଣ୍ଡୋର ହଲରେବହୁ ଆଡମ୍ବର ସହ ପାଳନ କରିଛି।ଏହି ଉପଲକ୍ଷେ ଏକାଡେମୀଅଧକ୍ଷା ମିରାରାଣୀ ଦାସଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଅତୀଶ କୁମାର ରାଉତ,ପୃଷ୍ଠପୋଷାକଯଶୋବନ୍ତଦାସ, ସମ୍ପାଦକ ତଥା ଆଇନପରାମର୍ଶଦାତା ସୁବ୍ରତ ମହାପାତ୍ର,ଏକାଡେମୀର କୋଷଧକ୍ଷ ଦେବବ୍ରତ ପଟ୍ଟନାୟକ ପ୍ରମୁଖଅତିଥିଭାବେ ଯୋଗଦାନ କରି ଏକାଡେମୀର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ।ଏଥିରେ ଜିମାସ୍ଟିକ ରଖେଳାଳି, ଅଭିଭାବକମାନେ ଉପସ୍ଥିତ ଥିଲେ।ଏହିଅବସରରେ ସାଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ […]

ଦେଢ଼ବର୍ଷପରେ ଧରାପଡିଲା

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)। ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର […]

ମାଇଟ୍ୟାଲେଂଟର ବାର୍ଷିକସ୍‌ବ

ବାରଙ୍ଗ,୧୬।୮(ଏସଏସନିଉଜ) ବାରଙ୍ଗରେ ଥିବା ମାଇଟ୍ୟାଲେଂଟ ଶିକ୍ଷାନୁଷ୍ଠାନର ବାର୍ଷିକସ୍‌ବ ମଙ୍ଗଳବାର ରାତିରେ ବାରଙ୍ଗସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛିୁ ।ଏଥିରେ କଳିଙ୍ଗହସ୍ପିଟାଲର ସହନିର୍ଦ୍ଦେଶକ ଜ୍ଞାନେନ୍ଦୁ ମହାପାତ୍ର,କୁଞବିହାରିମହାବିଦ୍ୟାଳୟର ବାଣିଜ୍ୟବିଭାଗ ଅଧ୍ୟାପିକା ଲକ୍ଷ୍ମିପ୍ରିୟାସ୍ୱାଇଁ ,ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ୨୦୧୦ମସିହାରେ ଉତ୍କଳବିଶ୍ୱବିଦ୍ୟାଳୟରେ ସ୍ୱର୍ଣପଦକହାସଲକରିଥିବା ରଶ୍ମିଅଗ୍ରୱାଲା ଅତିଥିଭାବେ ଯୋଗଦେଇ ବାରଙ୍ଗଅଂଚଳରେ ଛାତ୍ରୀଛାତ୍ରମାନଙ୍କୁ ଆପଣାର କରି ଲୋପ୍ରିୟତା ହାସଲ କରିପାରିଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତଙ୍କୁ ପ୍ରଂଶସା କରିଥିଲେ ।ଏହିଅବସରରେ ନବାଗତଛାତ୍ରୀଛାତ୍ରମାନଙ୍କୁ ସମ୍ମାନୀତ କରାଯାଇଥିଲା ।ଶିକ୍ଷାନୁଷ୍ଠାନରେ ପାଠପଢି ଯୁକ୍ତ୩ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ସେଥିମଧ୍ୟରୁ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫ା୮(ଏସଏସନିଉଜ)ପଟିଆ: କାନନବିହାର ଫେଜ୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ଵାଧୀନତାପ୍ରାପ୍ତିର ଅମୃତମହୋତ୍ସବ ତଥା ୭୭ତମ ସ୍ୱାଧୀନତାଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ବିଦ୍ୟାଳୟର ମକ୍ଷର୍ଗଦର୍ଶକ ଅଲେଖନାୟକଙ୍କ ଉପସ୍ଥିତରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପକୁମାର ପାଣି ଜାତୀୟପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟସଂଗୀତ ଗାନପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାର ମହାପୁରୁଷମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ । ଉକ୍ତଦିବସର ଗୁରୁତ୍ଵ ବର୍ଣ୍ଣନାକରି ଛୋଟଛୋଟ ଶିଶୁମାନଙ୍କୁଆଶୀର୍ବଚନ ପ୍ରଦାନ କରିବା ସହିତ ପିଲାମାନଙ୍କର […]

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ […]

ସମବାୟସମିତିରେ ସ୍ୱାଧୀନତାଦିବସ ପାଳନ

ମେଣ୍ଢାଶାଳ,୧୫।୮(ଏସଏସ ନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭlଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସୁରେନ୍ଦ୍ର ସାମନ୍ତରାୟ .ପ୍ରଫୁଲ ଶ୍ରୀଚନ୍ଦନ. […]

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା

ଭୁବନେଶ୍ବର, ୧୦ା୮(ଏସଏସନିଉଜ) ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବାପାଇଁ ପୋଲିସ ପ୍ରଚେଷ୍ଟା ଆରମ୍ଭ କରିଛି । ଦୀପାଲି ବାରରେ ବାରଡ୍ୟାନ୍ସର ଭାବେ କାମକରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିବାସହ ୧୫ଦିନ ମଧ୍ୟରେ ତଦନ୍ତରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ କମିଶନରେଟ ପୁଲିସ ତଦନ୍ତ ଆରମ୍ଭ କରିବାସହ ଏହିଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ମଧ୍ୟ […]

କୁଆଖାଇରୁ ମିଳିଲା ମୃତଦେହ

କଟକ, ୧୦ା୮(ଏସଏସନିଉଜ) ନରଣପୁର ବାଲିଘାଟପାଖ କୁଆଖାଇ ନଦୀରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟଲୋକମାନେ ଖବର ଦେଇଥିଲେ । ଏହାପରେ ଅଗ୍ନିଶମବାହିନୀ ମୃତଦେହଟିକୁ ଉଦ୍ଧାର କରିବାପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତି ବାଙ୍କୀଗୟଳବାଙ୍କର ହିମାଂଶୁ ଭୁଷଣ ମହାପାତ୍ର (୪୦)ାସେ ଗତଦୁଇଦିନତଳେ ଦେବୀଦ୍ଵାର […]

ନନ୍ଦନବିହାରରେ ଅଘଟଣ

ଚନ୍ଦ୍ରଶେଖରପୁର, ୧୦ା୮(ଏସଏସନିଉଜ) ଆଜି ସକାଳ ସମୟରେ ନନ୍ଦନବିହାରର ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାର ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି ।ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।ଏଥିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି ।ଖବରପାଇ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ି ପହଁଚି ନିଆଁକୁ ଆୟତ କରିବାସହ ୩ଜଣଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରେସ୍କ୍ୟୁ କରିଥିଲୋଏଥିରେ ଦୁଇ ଅଗ୍ନିଶମ ବାହିନୀର କର୍ମଚାରୀ ଆହତ ହୋଇଥିବାର ଜଣାପଡିଛି ।  

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୯ା୮(ଏସଏସନିଉଜ)ନବରଙ୍ଗପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୫ବର୍ଷର ବଜ୍ରକାପ୍ତାକୁ ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନରଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୫କୁ ପହଁଚିଛି । ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।