Browsing category

ମହାନଗର

କାରକୁ ଧକ୍କାଦେଇ ଗଛରେ ପିଟିଲା ହାଇୱା

ବାରଙ୍ଗ, ୨୨।୪ (ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ନାଣ୍ଡିଆକଂଟା ନିକଟରେ ଶନିବାରରାତିରେ ଭାରସାମ୍ୟ ଏକ କାରକୁ ଧକ୍କାଦେଇଛି ହାଇୱା । ଓଡି ୦୨ଜେଡ୍ ୧୧୭୪ ନମ୍ବର ହାଇୱାଟି ତ୍ରିଶୂଳିଆରୁ ବାଙ୍କୀ ଅଭିମୁଖେ ଦୃତଗତିରେ ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇବା ଏହି ରାସ୍ତାରେ ଆସୁଥିବା ଓଡି ୦୫ଏଫ ୮୭୮୭ ନଂକାରକୁ ଧକ୍କାଦେଇଥିଲା ।କାରକୁ ଧକ୍କାଦେଇସାରିବାପରେ ରାସ୍ତାପାଶ୍ୱର୍ରେ ଥିବା ଏକ ଆମ୍ବଗଛରେ ପିଟିହୋଇ ଯାଇଥିଲା ।ଦୁର୍ଘଟଣାପରେ ହାଇୱାଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ କାରଚାଳକ ଗୁରୁତର […]

ଶୀଘ୍ର ପୂରଣହେବ ଡ୍ରାଇଭରଙ୍କ ଦାବି !

ଭୁବନେଶ୍ୱର,୨୨ା୪(ଏସଏସନିଉଜ) ଖୁବଶୀଘ୍ର ପୂରଣହେବାକୁ ଯାଉଛି ଡ୍ରାଇଭରଙ୍କ ଦାବି । ଡ୍ରାଇଭର କଲ୍ୟାଣବୋର୍ଡ ଗଠନହେବାନେଇ ନିଷ୍ପତି ହୋଇଛି । ଡ୍ରାଇଭର ଏକତା ମହାମଞ୍ଚର ଦାବି ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିା ପରିବହନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନସଚିବ, ପରିବହନସଚିବ, ଆଇନମନ୍ତ୍ରୀ, ଶ୍ରମମନ୍ତ୍ରୀଙ୍କସମେତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲୋ ଡ୍ରାଇଭର କଲ୍ୟାଣବୋର୍ଡ ଗଠନ ନେଇ ବୈଠକରେ ନିଷ୍ପତ୍ତି ହେବାସହ ବୋର୍ଡରେ କିଏ ସଦସ୍ୟରହିବେ ସେନେଇ […]

ଘର ଛାଡ଼ିଲେରାହୁଲ

କଟକ ,୨୨ା୪(ଏସଏସନିଉଜ) ଦିଲ୍ଲୀର୧୨, ତୋଗଲକରୋଡ଼ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିଛନ୍ତି କଂଗ୍ରେସନେତା ରାହୁଲଗାନ୍ଧି। ଲୋକସଭାସାଂସଦ ପଦରୁ ସେ ଅଯୋଗ୍ୟ ଘୋଷିତହେବାପରେ ସରକାରୀଘର ଛାଡ଼ିଦେଇଛନ୍ତି। ଆଜି ସେ ସରକାରୀଇଷ୍ଟେଟ୍ ଅଫିସରଙ୍କୁ ତାଙ୍କଘରର ଚାବି ପ୍ରଦାନକରି ମାଆଙ୍କସହ ଅନ୍ୟଘରକୁ ଚାଲିଯାଇଛନ୍ତି।  

ଧରିଲା ପୋଲିସ

ବାରଙ୍ଗ,୨୧।୪(ଏସଏସନିଉଜ)ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର କେଇହାତ ଦୁରରେ ଚାଲିଥିଲା ମୋରମଚୋରାଚାଳଣ ।ଦିନେକି ଦୁଇଦିନ ନୁହେଁ ,ଗତକିଛିମାସ ଧରି ଖୋଲାଖୋଲିଭାବେ ଚାଲିଥିଲା ଚୋରାରେ ମୋରମ ଚାଳଣ ।ସବୁଜାଣି ରାଜସ୍ୱବିଭାଗର ତଳଠାରୁ ବଡବାବୁମାନେ ଚୁପ ବସିଥିଲେ ।ଶେଷରେ ବାବୁମାନଙ୍କ ଭିତିରି କାରନାମା ଉପରୁ ପରର୍ଦା ଉଠାଇଛି ବାରଙ୍ଗ ପୋଲିସ ।ଗୁରୁବାର ବିଳମ୍ଭିତ ରାତିରେ ବାରଙ୍ଗପୋଲିସ ଚଢଉ କରି ୬ଟି ହାଇୱା, ୨ଟିଜେସିବି ମେସିନ, ଦୁଇବାଇକକୁ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ପ୍ରକାସଯେ, ଗତକିଛିମାସ ଧରି ଦିନରାତି ନିବିଘ୍ନରେ […]

ପୂର୍ବତନସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ,୨୧ା୪(ଏସଏସନିଉଜ) ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି।ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କଟକପୌରପାଳିକାର ପ୍ରାକ୍ତନଅଧ୍ୟକ୍ଷ ,ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ଅଧ୍ୟକ୍ଷ , ରାଜ୍ୟ ଅର୍ଥକମିସନର ଅଧ୍ୟକ୍ଷ ,ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ କାନୁନଗୋ ଜଗତସିଂହପୁର ଲୋକସଭା ଆସନରୁ ସେ […]

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ

ସାକ୍ଷୀଗୋପାଳ,୨୧ା୪(ଏସଏସନିଉଜ) ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀରଯବାନ ଦେବାଶିଷବିଶ୍ୱାଳ ସହିଦ ହୋଇଛନ୍ତି ।ଦେବାଶିଷଙ୍କ ଘର ପୁରୀଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରେ । ଏହାଜଣାପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏଥିରେ ୫ଜଣ ଯବାନ […]

ଆଜିଠାରୁ ବଦଳିବ ପାଗ

ଭୁବନେଶ୍ୱର,୨୧ା୪(ଏସଏସନିଉଜଆଜିଠାରୁ ପାଗ ବଦଳିବାସହ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ଯୋଗୁଁ ତାପମାତ୍ରା ହ୍ରାସର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା ରହିଛି ।୩ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଜିଠୁ ତାତିରେ ବ୍ରେକ୍ ଲାଗିବାକୁ ଯାଉଛି । ମୁଣ୍ଡପଟା ଖରାରୁ ମିଳିବାକୁ ଯାଉଛି ଆଶ୍ବସ୍ତି ।ଯାହାଫଳରେ ପୂର୍ବରୁ ଜାରି ଥିବା ୟେଲୋ […]

କଟକରେ ଜଳିଗଲା ବସ୍

କଟକ,୧୭।୪(ଏସଏସନିଉଜ) ମଧୁପାଟଣାରେ ଜଳିଯାଇଛି ଛିଡ଼ା ହୋଇରହିଥିବା ଏକ ବସ l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରାହୁଥିବାବେଳେ ବସ୍‌ରେ କେହି ଯାତ୍ରୀ ନଥିବାବେଳେ ଏହି ଅଘଟଣ ଘଟିଛି।

ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ

ନୂଆପଡ଼ା, ୧୬ା୪(ଏସଏସନିଉଜ) ଧରମବନ୍ଧାସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଥିବାବେଳେ ରବିବାର ସକାଳୁ କଲରାପତରିଆବାଘଟି ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବାବେଳେ ବାଘଟି ଅସୁସ୍ଥ ଥିବାର ଲୋକେ ଅନୁମାନ କରିବା ସହ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି। .

ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ପିଏମ୍ ଆବାସରେ ଘରବଣ୍ଟା ବିଳମ୍ବକୁ ନେଇ ବିଜେପି ରାଜ୍ୟସରକାରଙ୍କୁ ସମାଲୋଚନା କରିଛି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିନେତା ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟକୁ ଆସିଥିବା ୯.୫୯ ଲକ୍ଷ ଆବାସ ବଣ୍ଟା ନହୋଇ ପଡ଼ିରହିଛିାଅଯୋଗ୍ୟ ଲୋକଙ୍କଠୁ ବିଜେଡ଼ିନେତା ୨୦ହଜାର ଲେଖାଏଁ ନେଇଛନ୍ତି!ତେଣୁ ତାଙ୍କନାଁ କାଟି ପାରୁନାହାନ୍ତିା ଯେଉଁଥିପାଇଁ ଘରନବାଣ୍ଟି ସମୟ ଗଡାଉଛନ୍ତିାଇଛାଶକ୍ତି ଥିଲେ ୧୫ଦିନରେ ତାଲିକାକରି ଘରବାଣ୍ଟନ୍ତୁାବର୍ଷାଦିନପୂର୍ବରୁ କାର‌୍ୟ୍ୟାଦେଶସାରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ ବୋଲି ହରିଚନ୍ଦନ […]