Browsing category

ମହାନଗର

ବିଜେଡିର ୨୬ତମପ୍ରତିଷ୍ଠାଦିବସ

ବାରଙ୍ଗ,୬/୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଡମଣାଯାତ୍ରାପଡିଆଠାରେ ଶୁକ୍ରବାରଦିନ  ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀ ତରଫରୁ ବିଜୁଜନତାଦଳର ୨୬ତମପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି ।ଏହିଅବସରରେ ଭୁବନେଶ୍ୱରଉତରବିଧାୟକ ତଥା ଭୁବନେଶ୍ୱର ଜିଲ୍ଲାସଭାପତି ସୁଶାନ୍ତରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ପୁର୍ବତନମନ୍ତ୍ରୀ ପ୍ରତାପଜେନା ଅତିଥିଭାବେ ଯୋଗଦେଇ ଓଡିଶା ଏକ ଆଂଚଳିକଦଳ ହୋଇ ବହୁବାଧାବିଘ୍ନ ଭିତରେ ୨୫ବର୍ଷଧରି ଓଡିଶାବାସୀଙ୍କୁ ନିରନ୍ତଭାବରେ ସେବା ଯୋଗଇଆସିଛି ବୋଲି କହିଥିଲେ ।ଅନ୍ୟତମଅତିଥିଭାବେ ମୁଖ୍ୟସଚେତକ ପ୍ରଶାନ୍ତମୁଦୁଲି ଯୋଗଦେଇ ଆଜିଶିକ୍ଷାକ୍ଷେତ୍ରରେ ୫-ଟିମାଧ୍ୟମରେ ହାଇସ୍କୁଲଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରିଡାକ୍ଷେତ୍ରରେ ଓଡିଶା ଦୁଇଦୁଇଥର ପୁରୁଷ ୱାଲ୍ଡକପ୍‌ହକି ଆୟୋଜନକରି ସାରାବିଶ୍ୱରେ ଏକ […]

ନନ୍ଦନକାନନକୁ ଭେଟି ଦେଲା ରୁପା

ବାରଙ୍ଗ,୬ା୧(ଏସଏସନିଉଜ) ନୂଆବର୍ଷରେ ପ୍ରଥମେ ବିଲୁଆ ଓ ଲୋରିକିଟ ପକ୍ଷୀ ମୃତ୍ୟୁ ସାଙ୍ଗକୁ ଜିମ୍ପାଜି ଜୁଲୁ ଅସୁସ୍ଥତା କୁ ନେଇ ଚିନ୍ତାରେ ପଡ଼ିଥିବା କର୍ତ୍ତୃପକ୍ଷ ପାଇଁ ଖୁସି ଖବର ନେଇଆସିଛି ବାଘୁଣୀ ରୂପା । ନୂଆବର୍ଷ ରେ ନନ୍ଦନକାନନକୁ ଭେଟି ଦେଇଛି ତିନୋଟି ଶାବକ । ଧଳାବାଘୁଣୀ ରୁପା ଶୁକ୍ରବାରଦିନ ମା ହୋଇଛି ।ନନ୍ଦନକାନନକୁ ନୁଆ ସଦସ୍ୟର ଆଗମନ ହୋଇଛି ।ରୁପା ତାର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ରୁପା ଗର୍ଭ […]

ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ

ଭୁବନେଶ୍ୱର, ୬ା୧(ଏଏସନିଉଜ)ଓଡିଶାସରକାରଙ୍କ ଅଭିନବ ଗୁଣାତ୍ମକସାର୍ବଜନିନ ସ୍ବାସ୍ଥ୍ୟ ସେବାଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ ଡାକ୍ତରବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଆନ୍ତରିଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭାଗୃହଠାରେ ଅନୁଷ୍ଠିତ ଏହିବୈଠକରେ ବିଭାଗୀୟ ଅତିରିକ୍ତଶାସନସଚିବ ଶୁଭାନନ୍ଦମହାପାତ୍ର ବିଭିନ୍ନଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମତଥ୍ୟ ଆଲୋଚନାପାଇଁ ଉପସ୍ଥାପନ କରିଥିଲେ।ବିଲଗୁଡ଼ିକୁ ଅନୁମୋଦନ ହେବାପୁର୍ବରୁ ସମସ୍ତ ଦରକାରୀତଥ୍ୟ ନିର୍ଦ୍ଧାରିତ ଦରତାଲିକାକୁ ସଠିକଭାବେ ତନଖିକରି ବିଲପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା […]

୧୧ରୁ ଟ୍ରକ୍ ଧର୍ମଘଟ

ଆଠଗଡ଼,୬ା୧(ଏସଏସନିଉଜ) ୧୧ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି । ୫ଦଫା ଦାବିରେ ରାଜ୍ୟ ଟ୍ରକମାଲିକସଂଘର ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟ ଟ୍ରକମାଲିକସଂଘ ସଭାପତି ବିଭୂପ୍ରସାଦଦାସ ଏନେଇ ସୂଚନା ଦେଇଛନ୍ତିା  

ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ

ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।

ଏଛୁଆ କାହାର!

ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]

ଚାଉଳ ସଠିକ ହିତାଧିକାରୀଙ୍କୁ ଦିଅ – ଧର୍ମେନ୍ଦ୍ର

ଭୁବନେଶ୍ୱର,୫ା୧(ଏସଏସନିଉଜ)ମାଗଣା ଚାଉଳନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଜାତୀୟଖାଦ୍ୟ ସୁରକ୍ଷାଯୋଜନାରେ ୯୦ରୁ ୯୫% କେନ୍ଦ୍ର ସରକାର ଦେଉଥିଲୋବିତରଣ ରାଜ୍ୟ କରୁଥିଲା । ଏହାଦ୍ୱାରା ଓଡ଼ିଶାର ୩.୨୫କୋଟି ଲୋକ ସୁବିଧା ପାଉଥିଲୋକେନ୍ଦ୍ର ୧.୮୭ ଲକ୍ଷ ଟନ ଚାଉଳ ଦେଉଥିବାବେଳେ କେଜିପିଛା ୩୭.୮୮ ଟଙ୍କା ଖର୍ଚ୍ଚ ହେଉଛିାଚାଉଳପାଇଁ ମାସିକ ୭ଶହ କୋଟି ଓ ବର୍ଷକୁ ୮୪୦୦ କୋଟି ଖର୍ଚ୍ଚ କରୁଛି କେନ୍ଦ୍ରାମୋଦି ଦେଉଥିବା ଚାଉଳକୁ ସଠିକ ହିତାଧିକାରୀକୁ ଦିଅନ୍ତୁ ରାଜ୍ୟ ସରକାର ବୋଲି ଧର୍ମେନ୍ଦ୍ର୍ର କହିଛନ୍ତି […]

୨ବର୍ଷରେ ସାରାଓଡ଼ିଶାରେ5G

ଭୁବନେଶ୍ୱର,୫ା୧(ଏସଏସନିଉଜ)୨ବର୍ଷରେ ସାରାଓଡ଼ିଶାରେ ୫ଏ ସେବା ଉପଲବ୍ଧ ହେବ । 5G ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟରେ ଏହା କହିଛନ୍ତି ।ସେକହିଛନ୍ତି ଫାଇବର କେବୁଲ ବିଛାଇବାପାଇଁ ପ୍ରଧାନମନ୍ତ୍ରୀ ୧୧ଶହକୋଟି ଦେଇଛନ୍ତି। ଓଡ଼ିଶାର ପ୍ରତିଗାଁ ଓ ସ୍କୁଲକୁ ହାଇସ୍ପିଡକେବୁଲ ପହଞ୍ଚିବା ରାଜ୍ୟସରକାର ସହଯୋଗ କଲେକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

୨୦୨୪ଜାନୁଆରୀ୧ସୁଦ୍ଧା ସରିବ ରାମମନ୍ଦିରକାମ

ଭୁବନେଶ୍ୱର,୫ା୧(ଏସଏସନିଉଜ)୨୦୨୪ଜାନୁଆରୀ ୧ସୁଦ୍ଧା ସରିବ ରାମମନ୍ଦିର କାମ। ତ୍ରିପୁରାରେ ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତଶାହା ଦେଇଛନ୍ତି ଏଭଳିମନ୍ତବ୍ୟ। ଏହାସହ ରାମମନ୍ଦିର ନିର୍ମାଣନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ରାମମନ୍ଦିର ନିର୍ମାଣରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ବୋଲି କହିଛନ୍ତିା ମର‌୍ୟ୍ୟାଦାପୁରୁଷ ପ୍ରଭୁଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର ।

ମାର୍ଚ୍ଚ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୫।୧(ଏସଏସ ନିଉଜ)ମାର୍ଚ୍ଚ୧୦ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ରେଗୁଲାର ଓ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ସମାନ ରହିବ।ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା ଦେଇଛନ୍ତି। ୩୦୨୭ଟି କେନ୍ଦ୍ରରେ ହେବାକୁଥିବା ଏହି ପରୀକ୍ଷାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ଖୁବଶୀଘ୍ର ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ବାହାରିବ। ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷାମୂଲ୍ୟାୟନ […]