ଦାଦାବଟି ରୋକିବାକୁ ହ୍ୱାଟ୍ସଆପ୍ ନଂ
ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଦାଦାବଟି ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା ଆରମ୍ଭ ହୋଇଛି।ହ୍ୱାଟ୍ସଆପ୍ ନଂ ୭୦୭୭୭ ୯୮୧୧୧ରେ ସୂଚନା ଦେବାକୁ ଡିସିପିଙ୍କ ପରାମର୍ଶ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦି ଅପରାଧ ନେଇ ଜଣାଇବାକୁ ବି କହିଲେ ଡିସିପି।
Browsing category
ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଦାଦାବଟି ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା ଆରମ୍ଭ ହୋଇଛି।ହ୍ୱାଟ୍ସଆପ୍ ନଂ ୭୦୭୭୭ ୯୮୧୧୧ରେ ସୂଚନା ଦେବାକୁ ଡିସିପିଙ୍କ ପରାମର୍ଶ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦି ଅପରାଧ ନେଇ ଜଣାଇବାକୁ ବି କହିଲେ ଡିସିପି।
କଟକ,୧୯/୯(ଏସଏସ ନିଉଜ) ନକଲି ଟେଲମା-୪୦ ଔଷଧ ଜବତ କଲା ପୋଲିସ।ଦୋଳ ମୁଣ୍ଡାଇ ମହତାବ ରୋଡ୍ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ଜବତ କରାଯାଇଛି।୧୩୫୦ ଷ୍ଟ୍ରିପ୍ ଔଷଧ ଜବତ କଲା ପୁରୀଘାଟ ଥାନା ପୋଲିସ।
ଭୁବନେଶ୍ବର,୧୯/୯(ଏସଏସ ନିଉଜ)ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ୬୧ ବର୍ଷ ବୟସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା।ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଥରେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ଉପନେତା […]
ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ବିଶ୍ଵକର୍ମା ଷ୍ଟୁଲ୍ଉପରେ ସିଂହାସନରେ ଓ ସାରଥୀଙ୍କ ଫଟୋ ସିଂହାସନରେ ରହିଛି। ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦେଖିବାକୁ ମିଳିଛି।ଆଜିକୁ ଦୁଇ ଦିନ ହେବ ଏହି ଲେଦ୍ (ଓଲଡିଂ) ଦୋକାନରେ ପୂଜା ପାଉଛନ୍ତି ଉଭୟ ବିଶ୍ୱକର୍ମା ଓ ସାରଥୀ। ସବୁଠୁ ବଡ଼କଥା ହେଲା ବିଶ୍ଵକର୍ମାଙ୍କ ଛୋଟିଆ ମୂର୍ତ୍ତିଟି ଷ୍ଟୁଲ୍ ଉପରେ ଥୁଆ ହୋଇ ପୂଜା କରାଯାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫଟୋ ସୁସଜ୍ଜିତ ହୋଇ ପୂଜା କରା ଯାଉଛି।ଏହି […]
ବାରଙ୍ଗ,୧୮/୯(ଏସଏସ ନିଉଜ)ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ । ତେବେ କୃଷ୍ନସାରମୃଗ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ପ୍ରଶ୍ନ ଉଠିବା ବି ସ୍ୱାଭାବିକ। ପ୍ରାଣୀଉଦ୍ୟନ ନନ୍ଦନକାନନରେ ଯେଉଁ ଜୀବଜନ୍ତୁ ଅସୁସ୍ଥ ହେବେ ,ସେ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ହେବା ଟା ଥୟ । ଏ କଥା ଆମେ କହୁନୁ ଏ କଥା ପ୍ରାଣୀଉଦ୍ୟାନରେ ମୃତ୍ୟୁ ହେଉଥିବା ଜୀବଜନ୍ତୁଙ୍କ ରେକଡ୍ ହିଁ ବୟାନ କରୁଛି । ପୂର୍ବରୁ ବାଘ ହେଉ […]
ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal.ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଚ୍ଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( […]
କଟକ,୧୮/୯(ଏସଏସନିଉଜ)କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ।ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳା ସୁରକ୍ଷିତ ଉଦ୍ଧାର ପରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।ମହିଳା ବାଦାମବାଡ଼ି ଶଙ୍କରପୁର ଅଞ୍ଚଳର, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରାଗିଛି।
ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଲି ରାଣୀ ଏଲିଜେବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ । ଭାରତ ସରକାରଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବେ ଦ୍ରୌପଦୀ ମୁର୍ମୁ ।
ପୁରୀ,୧୮/୯(ଏସଏସ ନିଉଜ) ଶ୍ରୀମନ୍ଦିରରେ ଅଘଟଣ ଘଟିଛି। ଗର୍ଭଗୃହ ଭିତରୁ ମହାପ୍ରସାଦ କାଢିବା ସମୟରେ ବୋଝିଆ ପଡ଼ି ଆହତ ହୋଇଛି। ବୋଝିଆ ହେଉଛନ୍ତି ଗୋଲାସାହି ର ୫୧ ବର୍ଷୀୟ ଜୀତେନ୍ଦ୍ର ଜେନା।ସକାଳଧୂପ ରାଜଭୋଗ ଆଣିବା ସମୟରେ ପଡ଼ି ଆହତ ହୋଇଛନ୍ତି। ତାଙ୍କର ଛାତି,ନାକ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଓଠ ଫାଟିଥିବା ସୂଚନା ମିଳିଛି।
ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟ୍କା ।ଭାରତୀୟ ଦଳରୁ ଦ୍ରୁତବୋଲ ର ମହମ୍ମଦ ସାମି ହେଲେ ଆଉଟ୍ ହୋଇଛନ୍ତି। କରୋନ ରିପୋର୍ଟ ପଜିଟିଭ୍ ଆସିବାରୁ ଆଗାମୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରୁ ପଡ଼ିଲେ ବାଦ୍ ।