Browsing category

ମହାନଗର

ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ

କଟକ,୨୮/୮(ଏସଏସନିଉଜ)ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ ।କୋଭିଡ ପାଇଁ ଗତଦୁଇବର୍ଷ ବିନା ଭକ୍ତରେ ହେଉଥିବା ଦୁର୍ଗାପୁଜା ଏଥର ଭକ୍ତଙ୍କ ଗହଳିରେ ହେବାକୁ ଯାଉଛି ।କରୋନା ସଂକ୍ରାମଣ ହ୍ରାସପାଇଥିବାରୁ ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳନ କରିବାକୁ ପୁଜାକମିଟି ପକ୍ଷରୁ ନିଷ୍ପତି ହୋଇଛି ।ଏଥିନିମନ୍ତେ ଅକ୍ଟୋବର୧ତାରିଖ ମହାଷଷ୍ଠୀରୁ ଦୁର୍ଗାପୁଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣି ଉସ୍‌ବ ହେବ ।୬ତାରିଖ ସକାଳ୯ଟାରୁ ୭ତାରିଖ ମଧ୍ୟରେ ମେଢଗୁଡିକର ଭଷାଣି କାର୍ଯ୍ୟକ୍ରମ ଶେଷ ହେବ ।ମହାଷଷ୍ଠୀରୁ ବିଜୟାଦଶମୀ ୫ଦିନପର୍ଯ୍ୟନ୍ତ […]

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।ଏଥିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏ ନେଇ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବା ବେଳେ ଭର୍ଚୁଆଲରେ ଏହି ବୈଠକରେ ସାମିଲ ହେବେ ।

ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଢେଙ୍କାନାଳ, ୨୮/୮(ଏସଏସନିଉଜ) କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେବାରୁ ଏହି ଅଘଟଣ ଘଟିଛି ।ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ ବୋଲି ଜଣାପଡିଛି ।ମହୁଲ ତେଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା […]

ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଭୁବନେଶ୍ୱର,୨୮/୮(ଏସଏସନିଉଜ) ଆଉ ମାତ୍ର କିଛି ଘଣ୍ଟାପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୩୦୦ରୁ ଅଧିକ ଦିନର ବ୍ୟବଧାନ ପରେ ଚଳିତ ଏସିଆ କପ୍‌ର ଦ୍ବିତୀୟ ମୁକାବିଲାରେ ସାମ୍ନାସାମ୍ନି ହେବେ ବିଶ୍ବ କ୍ରିକେଟ୍‌ର ଏହି ଦୁଇଟି ସର୍ବାଧିକ ଲୋକପ୍ରିୟ ଦଳ।ଯାହାକୁନେଇ ବେଶ ଉସ୍‌ାହିତ ଅଛନ୍ତି ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ।ସବୁଆଡେ ପୁଣି ଚର୍ଚ୍ଚା ଯୋରଧରିଛି ।କିଏ ଜିତିବ ,ଭାରତ ନା ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ହେବାକୁ ଯାଉଛି । […]

ସ୍କୁଲ ଚେସ ଚମ୍ପିୟାନସିପ ପ୍ରତିଯୋଗିତା ଉଦଘାଟିତ

ଚନ୍ଦ୍ରଶେଖରପୁର,୨୮/୮(ଏସଏସନିଉଜ) ମଞ୍ଚେଶ୍ୱର ସମେଇଗାଡ଼ିଆରେ ଜେ.ଏମ.ସ୍ପୋର୍ଟ୍ସ ଏକାଡେମି ତରଫରୁ ଦୁଇଦିନିଆ ସ୍କୁଲ ଚେସ ଚମ୍ପିୟାନସିପ ପ୍ରତି ଯୋଗିତା ରବିବାରଦିନ ଆରମ୍ଭ ହୋଇଛି । ଜାତୀୟ ସ୍ପୋର୍ଟ୍ସ ଦିବସ ଅବସରରେ ଏହି ପ୍ରତିଯୋଗୀତାକୁ ଆରମ୍ଭ କରାଯାଇଥିବାବେଳେ ଏଥିରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ବିଦ୍ୟାଳୟର ୧୩୪ଜଣ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଜେ.ଏମ.ସ୍ପୋର୍ଟ୍ସ ଏକାଡେମିର ଅଧକ୍ଷା ମୀରାରାଣୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏହାର ଆଇନ ପରାମର୍ଶଦାତା ସୁବ୍ରତ ମହାପାତ୍ର, ସମ୍ପାଦକ ଯୋଶବନ୍ତ ଦାସ ପ୍ରମୁଖ ଅତିଥିଭାବେ […]

କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ

ବାରଙ୍ଗ,୨୮/୮(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟର ନୂତନ ଅଧକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଶ୍ରୀ ପ୍ରତାପ କୁମାର ସ୍ୱାଇଁଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମିଳିଛି ।ଏ ସମ୍ପର୍କରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିଠି ନ. ୩୫୯୨୧ ତା ୨୫.୮.୨୦୨୨ତାରିଖରେ ନିଦ୍ଦେଶନାମା ଆସିଅଛି । ସୂଚନା ଯୋଗ୍ୟ ଯେ ଗତ ଜୁନ ୩୦ ଠାରୁ ବିଦାୟ ଅଧକ୍ଷଙ୍କ ଠାରୁ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଡ଼ ସୂର୍ଯ୍ୟକାନ୍ତ ପଣ୍ଡା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ଦାୟିତ୍ୱ ତୁଲାଉଥିଲେ […]

+2ଛାତ୍ର ନିଖୋଜ!

ଚନ୍ଦ୍ରଶେଖରପୁର,୨୭/୮(ଏସ ଏସ ନିଉଜ) ପଟିଆର ଏକ ଘରୋଇ କଲେଜରୁ +2 ଛାତ୍ର ହୃଦେଶ ପଣ୍ଡା ନିଖୋଜ ହୋଇଛନ୍ତି । କାଲି ରାତିରେ କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ମାଡ଼ କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ । ଆଜି ସକାଳଠୁ ମିଳୁନି ହୃଦେଶଙ୍କ ପତ୍ତା । କଲେଜ ଚେୟାର ମ୍ୟାନଙ୍କ ବିରୋଧରେ ଏତଲା ଦିଆଯାଇଥିବାର ଜଣାପଡିଛି।

ବିଦ୍ୟାଳୟରେ ୪ଜଣିଆ ପ୍ରତିନିଧି ଦଳ

ବାଲିଅନ୍ତା,୨୭/୮(ଏସଏସନିଉଜ)ଘଉଋଜଞ ନୁଆଦିଲ୍ଲୀରୁ ପ୍ରଫେସର ନିରଜାରଶ୍ମୀଙ୍କ ନେତୃତ୍ୱରେ ଏକ ୪ଜଣିଆପ୍ରତିନଧିଦଳ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚବିଦ୍ୟାଳୟ କୁ ପରିଦର୍ଶନରେ ଆସିଥିଲେ ।ଏହି ପ୍ରତିନିଧିଦଳ ବିଦ୍ୟାଳୟ ପରିସରରେ ପରିଛନତା,ପାନୀୟଜଳର ବ୍ୟବସ୍ଥା,ପୁର୍ଣକାର୍ଯ୍ୟକ୍ଷମ ଶୈାଚାଳୟ,ସ୍ମାର୍ଟକ୍ଲାସରୁମ୍ ,ବିଜ୍ଞାନ ଲାବୋଟାରୀ.କମ୍ପୁଟରଲାବ୍‌,ମିଟିଙ୍ଗହଲ ଆଦି କରାଯାଇଥିବା ସୁବିଧାଉପରେ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ ।ଏହାପରେ ଅଭିଭାବକ ,ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନଙ୍କ ସହ ପ୍ରଶ୍ନୋତର ମାଧ୍ୟମରେ ବଭିିିର୍ଣ ଆଲେଚନା କରି ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ।ସେମାନଙ୍କସହିତ ଓଏସଇପିଏର ର କୋଅଡିନେଟର ରାଜଶ୍ରୀପଟ୍ଟନାୟକ,ପ୍ରଣିତାସାବତ,ବିଇଓ ହିମାଂଶୁ ଭୁଷଣଓଝା ପ୍ରମୁଖ ଉପସ୍ଥିତ […]

୨ ନାଇଜେରୀୟ ନାଗରିକ ଗିରଫ

ଭୁବନେଶ୍ୱର,୨୭/୮(ଏସଏସନିଉଜ) ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୂନ ଲଗାଇବା ମାମଲାରେ ନୂଆଦିଲ୍ଲୀ ମଇଦାନଗରିରୁ ଗିରଫ ହେଲେ ଆଉ ୨ ନାଇଜେରୀୟ ନାଗରିକ । ଗିରଫହୋଇଥିବା ଦୁଇ ଜଣ ହେଲେ ସ୍ୱାମୀସ୍ତ୍ରୀ ।ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍, ୨ ଲାପଟପ୍ ଜବତ କରିଛି ।  

ଭାସିଭାସି ଯାଉଛି ମହିଳାଙ୍କ ଗଳିତ ମୃତଦେହ

ଭୁବନେଶ୍ୱର, ୨୭/୮(ଏସଏସନିଉଜ)ମରିଚିଆ ସାଇଫନ ନିକଟରେ ଶନିବାର ସକାଳେ ଏକ ମହିଳାଙ୍କ ଗଳିତ ମୃତଦେହ ଲାଗିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।ମୃତଦେହଟି ପଚି ଯାଇଥିବାର ଜଣାପଡିଥିଲା ।ଖବରପାଇ ନନ୍ଦନକାନନଥାନା ପୋଲସି ଗଟଣାସ୍ଥଳରେ ପହଁଚିବାବେଳକୁ ମୃତଦେହଟି ସାଇଫନ ପାଖରୁ ଖସି ପୁରୀମେନକେନାଲରେ ଭାସିଭାସି ଯାଉଥିବାର ଜଣାପଡିଛି ।