Browsing category

ମହାନଗର

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୩୦/୬(ଏସ ଏସ ନିଉଜ) ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏଣିକି ଭୁବନେଶ୍ୱରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।କରୋନା ସଂକ୍ରମଣ ବଢୁଥିବା ଓ ୪ର୍ଥ ଲହର ଆସୁଥିବାରୁ ସହରରେ ବିଏମସି କଟକଣା ଲାଗୁ କରିଛି ।ଏହାସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସର୍ବସାଧାରଣରେ ନ ଛେପ ପକାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।କୋଭିଡ ନିୟମରେ ଖିଲାପ କଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି […]

ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ,୩୦/୬(ଏସ ଏସ ନିଉଜ)ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେପରେ ସିଂହଦ୍ୱାର ଯିବେ ୩ରଥ।ଚାଲିଛି ୩ ରଥକୁ ଆଜ୍ଞାମାଳ ବିଜେ ।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ ।ଏହି ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ […]

ପଳାସୁଣୀରେ ହେବ ଫୁଟ୍ ଓଭରବ୍ରିଜ

ଭୁବନେଶ୍ୱର,୨୭/୬(ଏସ ଏସ ନିଉଜ) ମରଣଯନ୍ତା ପାଲଟିଥିବା ପଳାସୁଣୀ ଜାତୀୟ ରାଜପଥରେ ହେବ ଫୁଟ୍ ଓଭରବ୍ରିଜ ।ଏଥିପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଅନୁଧ୍ୟାନ କରି ଯାଇଛନ୍ତି । ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ମଧ୍ୟ […]

ଓଲଟିଲା କୋଇଲା ବୋଝେଇ ଟ୍ରକ

ବାରଙ୍ଗ,୨୭/୬(ଏସଏସନିଉଜ)ସୋମବାର ସକାଳେ ଗୋଡିସାହି ଫାଣ୍ଡିଠାରୁ ଅଳ୍ପ ଦୁରରେ ଏକ କୋଇଲାବୋଝେଇ ଟ୍ରକ ଭାରସମ୍ୟ ହରାଇ ପୁରୀମେନକେନାଲରାସ୍ତା ତଳକୁ ଓଲଟିପଡିଛି । ଓଆର୦୫ଏ-୫୧୦୦ନଂ କୋଇଲାବୋଝେଇ ଟ୍ରକଟି ସାନମୁଣ୍ଡଳୀଗାଁପାଖରୁ ପୁରୀମେନକେନାଲ ଦେଇ ଆସୁଥିଲା । ଗୋଡିସାହି ବ୍ରିଜ ପାଖରେ କେନାଲରାସ୍ତାରୁ ସଂଯୋଗଥିବା କଟକ-ବାଙ୍କୀ ମୁଖ୍ୟରାସ୍ତାକୁ ଟ୍ରକଟି ଉଠୁଥିବାବେଳେ ଭାରସମ୍ୟ ହରାଇ କେନାଲର ଅପରପାଶ୍ୱର୍କୁ ଓଲଟିପଡିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ଥ ଟ୍ରକକୁ ଜବତ […]

ପାଣିଟାଙ୍କିରେ ଚଢିଲେ, ଉପ୍ତାତ କଲେ ଯୁବକ

ବାରଙ୍ଗ,୨୭/୬(ଏସଏସନିଉଜ)ରବିବାର ବିଳମ୍ଭିତ ରାତିରେ ଜଣେ ମଦ୍ୟପ ଯୁବକ ପାଣିଟାଙ୍କି ଉପରକୁ ଚଢିଯାଇ ଉପ୍ତାତ କରିଛି ।କେବଳ ଉପ୍ତାତ ନୁହେଁ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା ।ପରେ ସ୍ଥାନୀୟ ଲୋକମାନେ ବହୁବୁଝସୁଜା କରିବାପରେ ପ୍ରାୟ୫୦/୬୦ଫୁଟ ପାଣିଟାଙ୍କି ଉପରୁ ଓହ୍ଲାଇଥିଲା । ବେଲଗଛିଆ ଗାଁରେ ଥିବା ଏକ ପାଣିଟାଙ୍କି ଉପରେ ରବିବାର ବିଳମ୍ଭିତରାତିରେ ଏହି ଗାଁର ହେମଲ ଓଝା ନାମକ ଯୁବକ ଅତ୍ୟଧିକ ମଦ୍ୟପାନ କରି ଚଢିଯାଇଥିଲା ।ଟାଙ୍କିଉପରକୁ ଚଢିଯାଇ ଅଶ୍ଲିଳଭାଷାରେ ଗାଳିଗୁଲଜ କରିଥିଲା ।ଏହି ଗାଁର କିଛି […]

ଚେତାବନୀ ଦେଲେ ବିଧାୟକ

ମେଣ୍ଢାଶାଳ, ୨୭/୬(ଏସଏସନିଉଜ)ଜଟଣୀ ଅଂଚଳରୁ ସରକାର ଇଡ଼ିକୋ କୁ ଶହଶହ ଏକର ଜମି ବେଆଇନି ଭାବେ ଯୋଗେଇଦେଇ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଅଣଦେଖା କରିଆସୁଛନ୍ତି । ଶ୍ମଶାନ, ଜଙ୍ଗଲ ଜମି, ଶିକ୍ଷାନ୍ୟୁଷ୍ଠାନ ପାଇଁ ଥିବା ସରଂକ୍ଷିତ ଜମି କୁ ସରକାରୀ ଦଳର ଜମି ମାଫିଆ ଙ୍କ ଦ୍ୱାରା ନିଜର କରି ଚାଷ ଜମିକୁ ରାସ୍ତା ନଦେଇ ଚାଷୀଙ୍କୁ ହଇରାଣ କରୁଛନ୍ତି ।ସେଇ ସବୁ ଅଞ୍ଚଳରେ ବିଭିନ୍ନ କମ୍ପାନୀ ମାନଗୁଡିକ ସ୍ଥାପନ କରିବା ଲାଗି ସୁଯୋଗ […]

ଜନକ ହେଲେ ଦାଢା ସେବାସମବାୟସମିତି ସଭାପତି

ବାରଙ୍ଗ,୨୭/୬(ଏସଏସନିଉଜ) ଭୂବନେଶ୍ଵର ବ୍ଳକ ଅନ୍ତର୍ଗତ ଦାଢ଼ାସେବା ସମବାୟ ସମିତି ର ସଭାପତି ନିର୍ବାଚନ ସୋମବାର ହୋଇଯାଇଛି ।ଜନକ ମାଝୀ ଅପ୍ରତିଦ୍ବନ୍ଦି ଭାବେ ଚତୁର୍ଥ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ଗତ୬ ତାରିଖରେ ନିର୍ଦ୍ୱନ୍ଦରେ ଏହି ସମିତିର ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ ।ସୋମବାରଦିନ ସମିତି ପରିସରରେ ଆୟୋଜିତ ସଭାପତି ନିର୍ବାଚନରେ ଶଶି ଶେଖର ରଥ, ଜିତିଶ କୁମାର ରାଉତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବାବେଳେ ସଂପାଦକ ପାତଞ୍ଜଳିପ୍ରଧାନ ଓ ନବ ନିର୍ବାଚିତ […]

ରଥଯାତ୍ରାକୁ ନେଇ ପୋଲିସ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ପୁରୀ,୨୭/୬(ଏସଏସନିଉଜ)ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତହେବାକୁ ଯାଉଛି । ଏନେଇ ପୋଲିସ୍ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିି ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ […]

ଜଗନ୍ନାଥ ଘାଟରେ ବୁଡି ଜଣେ ମୃତ୍ୟୁ

ପୁରୀ,୨୭/୬(ଏସଏସନିଉଜ) ସମୁଦ୍ରରେ ଗାଧୋଉଥିବା ବେଳେ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳର ଦତ୍ତପୋଖରୀ ଗାଁର ବାସିନ୍ଦା ରତନ ସାମନ୍ତ ନାମକ ପର‌୍ୟ୍ୟଟକଙ୍କ ମୃତ୍ୟୁ ଘଟିଛି। ସେ ଅନ୍ୟ ସାଥିମାନଙ୍କ ସହ ଦୀଘା ବୁଲିବାକୁ ଅସିଥିଲେ ।ସ୍ତ୍ରୀ ଓ ୫ ବର୍ଷର ଶିଶୁକନ୍ୟା ସହ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୁରୁଣା ଦୀଘାର ଜଗନ୍ନାଥ ଘାଟ ନିକଟରେ ରତନ ସାମନ୍ତ (୨୫), ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଶିଶୁ କନ୍ୟା ମଧ୍ୟ ଗାଧୋଉଥିବାବେଳେ ଢେଉ […]

ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୭/୬(ଏସଏସନିଉଜ) ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ଡାକରା ଦିଆଯିବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି । ରଥଯାତ୍ରାକୁ ଆଖିଆଗରେ ରଖି ଧର୍ମଘଟ ସ୍ଥଗିତ ରହିଛି। ଜୁଲାଇ ୧ ରେ ହେବାକୁ ଥିବା ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବାର ଜଣାପଡଥିବାସହ ଜୁଲାଇ ୩୧ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିଲା ବସ୍ ମାଲିକ ସଂଘ। ଜୁଲାଇ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟରେ ଧର୍ମଘଟକୁ ଓହ୍ଲାଇବ ସଂଘ ବୋଲି ଜଣାପଡିଛି ।