Browsing category

ମହାନଗର

ସମୁଦ୍ରରୁ୨ ପର୍ଯ୍ୟଟକ ଉଦ୍ଧାର , ୧ ମୃତ

ପୁରୀ,୬/୯(ଏସଏସନିୟୁଜ) ପୁରୀ ସମୁଦ୍ରରେ ଭାସିଯାଇ ଗତକାଲିଠାରୁ ନିଖୋଜଥିବା ବଳିଆ ପଣ୍ଡା ଅଞ୍ଚଳର ଶୁଭମ ସାହୁ ନାମକ ଯୁବକର ମୃତଦେହ ସୋମବାର ଉଦ୍ଧାର ହୋଇଛି ।ଅନ୍ୟଦୁଇଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ସୁକ୍ଲା ସରଦାର ଓ ଗଞ୍ଜାମର ସୁମତି ଆଚାର‌୍ୟ୍ୟ ଙ୍କୁ ଉଦ୍ଧାର କରାଯାଇଛି ।ଏହି ପର୍ଯ୍ୟଟକଦ୍ୱୟଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଚିକିସ୍‌।ପାଇଁ ଡାକ୍ତରଖାନାରେ ଭର୍ତି କାରଯାଇଛି ।

ଆଣ୍ଠେଇ କଲେ ପ୍ରତିବାଦ

କଟକ,୬/୯(ଏସଏସନିୟୁଜ)ରାଜ୍ୟସରକାର ସବୁ କୋହଳ କରିଥିବାବେଳେ ପାର୍ବଣ ପାଇଁ ଲଗାଇଥିବା ପ୍ରତିବାଦରେ ପୁଜାକମିଟିର ସଭ୍ୟମାନେ ବିରୋଦ୍ଧ କରି ବିକ୍ଷୋଭ କରିଛନ୍ତି । ଲିଙ୍କ୍‌ରୋଡ୍‌ଠାରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ଗତକାଲି ବିକ୍ଷୋଭ କରାଯାଇଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ କୋହଳ ଭାବ ପ୍ରଦର୍ଶନ କରିଥିବା ବେଳେ ପାର୍ବଣ ପାଇଁ କାହିଁକି ଏତେ କଟକଣା ରଖିଛନ୍ତି ବୋଲି ବିକ୍ଷୋଭକାରୀ ପ୍ରଶ୍ନ କରିବାସହ କଟକ ଦୁର୍ଗାପୂଜାରେ ପାରମ୍ପରିକ ଢଙ୍ଗରେ […]

୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୬/୯(ଏସଏସନିୟୁଜ)୬ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ଓଡିଶା ଆସିବେ । ଭୂବନେଶ୍ୱର ପହଂଚିବା ପରେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।ଏହାପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର‌୍ୟ୍ୟଙ୍କୁ ସାକ୍ଷାତ କରି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ […]

ଟିପର ଧକ୍କାରେ ବାପ ମୃତ,ଝିଅ ଆହତ

ବାରଙ୍ଗ,୫/୯(ଏସଏସନିୟୁଜ)ବାରଙ୍ଗ ଥାନା ଅଧୀନସ୍ଥ କୁଆଖାଇ ସେତୁ ନିକଟ ମୁଖ୍ୟ ରାସ୍ତାରେ ରବିବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଟିପର ଧକ୍କାରେ ବାପାଙ୍କ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଛୋଟ ଝିଅଟି ଆହତ ହୋଇଛି। ସୂଚନାନୁସାରେ ବାରଙ୍ଗ ରୁ ବାଲିକୁଦା କୁ ସଂଯୋଗ କରୁଥିବା ପୁରାତନ କୁଆଖାଇ ସେତୁ ନିକଟରେ ରବିବାର ରାତି ୯ ଘଟିକା ସମୟରେ ବାରଙ୍ଗ ଅଭିମୁଖେ ଆସୁଥିବା ଏକ ଟିପର (ଓଆର ୦୬ ଜେ ୭୩୦୩) ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ […]

ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ

୧-ଟୋକିଓ ପାରାଲିମ୍ପିକ୍ସ: ଇତିହାସ ରଚିଲା ଭାରତ, ମିଳିଲା ୫ ସ୍ବର୍ଣ୍ଣ ସହ ୧୯ ପଦକ । ୨-ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ : ମୁଖ୍ୟମନ୍ତ୍ରୀ । ୩-କେରଳରେ ନିପାହ ଭୂତାଣୁ ଚିହ୍ନଟ: ସଂକ୍ରମଣରେ ଜଣେ ମୃତ୍ୟୁ, ୨ ଆକ୍ରାନ୍ତ । ୪-ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ: ଆଦର୍ଶ ବିଦ୍ୟାଳୟ ପାଇଁ ନିଯୁକ୍ତି ହେଲେ ୪୪୩ ଶିକ୍ଷକ । ୫-ଟୋକିଓ ପାରାଲିମ୍ପିକ୍‌ସ ଉଦ୍‌ଯାପିତ : ସାରା ବିଶ୍ବକୁ ବିଦାୟ ଦେଲା ଜାପାନ । […]

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସ ଏସ ନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସ୍କୁଲ […]

୪ବାଇକ ସହ ଚୋରୀସାମଗ୍ରୀ ଜବତ

ଜଟଣୀ,୪/୯(ଏସଏସନିୟୁଜ)ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉକରି ଭିନ୍ନ ଭିନ୍ନ ଘଟଣାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଚୋରାବାଇକ ଓ ଚୋରୀ ସାମଗ୍ରୀ ଜବତ କରିଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ର ଏସକେ ସାହାବୁଦ୍ଦିନ(ବାବୁ), ଜଟଣୀ ରାଜାବଜ଼ାର ଗଜପତି ନଗରର ଏସକେ ସ୍ୱାଧୀନ (ବାଦଲ), ଜଟଣୀ ରଥିପୁରର ଏସକେ ବାସିରୁଦ୍ଦିନ(ବାଦଶାହ) , ଟ୍ରାଫିକ କଲୋନୀ ଜଟଣୀ ଅଞ୍ଚଳର ଜଗନ୍ନାଥ ବାରିକ (ରାଜା) ।ଏମାନଙ୍କଠାରୁ ୪ଟି ବାଇକ ଜବତକରିଛି । ଅନ୍ୟ ଏକ ମାମଲାରେ ଇନ୍ଦ୍ରଦ୍ୟୁମ୍ନ […]

ଅଳ୍ପକେ ବର୍ତ୍ତିଲେ ମାନବରୂପି ଗରୁଡ

ସାକ୍ଷୀଗୋପାଳ,୪/୯(ଏସ ଏସ ନିୟୁଜ)ସାକ୍ଷୀଗୋପିନାଥ ଦେବଙ୍କ କାଳୀୟ ଦଳନ ପର୍ବ ପାଳିତ ହେଉଥିବା ସମୟରେ ଅଘଟଣ ଘଟିଛି । ପୁରୁଣା ଡଙ୍ଗାରେ ଗରୁଡ ପୋଖରୀରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଦ୍ୱିପଦାଣ୍ଡି ଠାରେ ଡଙ୍ଗା ଓଲଟି ପଡିବାଫଳରେ ମାନବରୂପି ଗରୁଡ ସେବକ ନାରାୟଣ ମହାପାତ୍ର ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସାକ୍ଷୀଗୋପିନାଥ ଲବଣିଖିଆ ମଣ୍ଡପରୁ ଭୋଗ ଖାଇ ରାଧାକୁଣ୍ଡ ବା କେତକିଝର ପୋଖରୀ ନିକଟକୁ ବିଳମ୍ବିତ ରାତିରେ ଯାଇଥିଲେ । ସେଠାରେ ଠାକୁରଙ୍କ ନୀତିକାନ୍ତି […]

ହୋଟେଲରେ ଚାଲିଥିଲା ଦେହ ବେପାର,ପୋଲିସ ହାତରେ ଧରାପଡିଲେ…

ଭୁବନେଶ୍ବର,୪/୯(ଏସଏସନିୟୁଜ) ହୋଟେଲରେ ଦେହ ବେପାର ଚାଲିଥିବାବେଳେ ଭରତପୁର ଥାନା ପୋଲିସ ହାତରେ ଧରାପଡିଛନ୍ତି ୨ ଗ୍ରାହକସହ ୮ଜଣ ବଙ୍ଗୀୟ ଯୁବତୀ । କଳିଙ୍ଗବିହାର କେ-୨ସ୍ଥିତ ହିମାବତୀ ହୋଟେଲ୍ ପ୍ୟାଲେସ୍‌ରେ ଦେହବେପାର ଚାଲିଥିବା ଖବର ପାଇ ପୋଲିସ ରାତିରେ ଚଢଉ କରିଥିଲା ।ଚଢଉ ସମୟରେ ଗଂଜାମ ହିଂଜିଳିକାଟୁର ସନ୍ତୋଷ ପ୍ରଧାନ(୨୯) ଓ ପୁରୀ ବାସେଳିସାହିର ପ୍ରମୋଦ କୁମାର ପୃଷ୍ଟି ନାମକ ଦୁଇ ଗ୍ରାହକ ଅସଂଜତ ଅବସ୍ଥାରେ ପୋଲିସ ହାତରେ ଧରାପଡିଥିଲେ ।ଏହାପରେ ପୋଲିସ ବିଭିର୍ଣ ରୁମ ତଲାସି କରିବାପରେ […]

ଭବାନୀପୁରରୁ ଲଢ଼ିବେ ମମତା

୧. ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨. ରୋହିତ ଶର୍ମାଙ୍କ ଶତକରେ ମ୍ୟାଚ୍‌କୁ ଫେରିଲା ଭାରତ, ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ । ୩. ମୋଦୀଙ୍କ ଜନ୍ମଦିନ ପାଇଁ ୨୦ ଦିନ ଧରି ସେବା ସମର୍ପଣ ଅଭିଯାନ ଆରମ୍ଭ କରିବ ବିଜେପି, ମୋଦୀଙ୍କ ପାଖକୁ ଯିବ ୫ କୋଟି ପୋଷ୍ଟକାର୍ଡ । ୪. ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ । […]