ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ଭୁବନେଶ୍ବର,୨୯।୭(ଏସଏସନିଉଜ)ଦେଶର ଅନ୍ୟତମ ପ୍ରମୁଖ ବାଘ ସଂରକ୍ଷଣ କେନ୍ଦ୍ର ଭାବେ ପ୍ରତିଷ୍ଠିତ ନନ୍ଦନକାନନ ବିଶ୍ଵଦରବାରରେ ଆନ୍ତର୍ଜାତିକ ସ୍ତରର ଚିଡ଼ିଆଖାନା ହେବାକୁ ଯାଉଛି।ଏଥିପାଇଁ ପଶୁପକ୍ଷୀ ଅଦଳବଦଳ ସାଙ୍ଗକୁ ନୂଆ ପ୍ରଜାତି ପଶୁପକ୍ଷୀମାନଙ୍କୁ ଆଣିବା ପ୍ରକିୟା ଆରମ୍ଭହୋଇଛି ଓ ସେମାନଙ୍କ ଖୁଆ ଡକୁ ମଧ୍ୟ ନୂତନ ଜ୍ଞାନକୌଶଳରେ ନିର୍ମାଣଚାଲିଛି ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ ଅବସରରେ ମନ୍ତ୍ରୀ ଖୁଣ୍ଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି […]