Browsing category

ମହାନଗର

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ପାଣି

କଟକ,୨୬।୯(ଏସଏସନିଉଜ)ହୀରାକୁଦରୁ ଗେଟ୍ ଖୋଲିବା ପରେଶୁକ୍ରବାର ଦିନ ମୁଣ୍ଡଳୀରେ ଆସି ପହଞ୍ଚିଛି ବନ୍ୟାଜଳ।ବନ୍ୟା ଜଳ ଦେଖିବା ପାଇ ସ୍ଥାନୀୟ ଲୋକମାନଙ୍କ ଭିଡ ଆରମ୍ଭ ହୋଇଯାଇଛି। ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ଆସି ପହଞ୍ଚିଛି ମୁଣ୍ଡଳୀରେ। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୧୨ ହଜାର ୫୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପୂର୍ବାହ୍ନ ୧୧ ଟା ସୁଦ୍ଧା ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି। ୧ ଟା […]

ଏନଡିଆରଏଫରେ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

କଟକ,୨୬।୮(ଏସଏସନିଉଜ)ମୁଣ୍ଡଳୀସ୍ତିତ ଏନଡିଆରଏଫରେ ଶୁକ୍ରବାରଦିନ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ନାରୀ ସଶକ୍ତ ପରିବାର ଅଭିଯାନ ତତ୍ତ୍ୱାବଧାନରେଏନଡିଆରଏଫର ରିକ୍ରିଏସନ୍ ହଲ୍ ରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିରରେ ମୁଖ୍ୟତଃ ସ୍ତ୍ରୀରୋଗ ସମସ୍ୟା ସମ୍ବନ୍ଧୀୟ ସଚେତନତା କରାଯାଇଥିଲା।ଏହା ସହିତ ଉପସ୍ଥିତ ମହିଳାମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଆସିଥିବା ଡ଼ାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମରେ ଏସିବି ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗର ଡିନ୍ ଡକ୍ଟର ଜ୍ୟୋତିର୍ମୟୀ ନାୟକ, ଏସସିବି [...]

ବର୍ଷା ପାଇଁ ଓଡ଼ିଶାକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୬୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି।ଓଡ଼ିଶାର କିଛି ଜିଲ୍ଲାରେ ଅତି ପ୍ରବଳବର୍ଷା ୱାର୍ଣ୍ଣିଂ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାକୁ ଆଲର୍ଟ କରାଯାଇଛି।ଅବପାତର ରୂପ ନେଲା ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ।୫.୩୦ରେ ଅବପାତର ରୂପ ନେଇଥିବା ବେଳେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।୨୭ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।ପୁରୀରୁ ୬୦, ଗୋପାଳପୁର ରୁ ୧୩୦ ଓ ପାରାଦୀପରୁ ୨୩୦ କିମି ଦୂରରେ ଅବପାତ।ଆସନ୍ତାକାଲି କୋରାପୁଟ୍ […]

ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ବନ୍ୟାଜଳ

ଭୁବନେଶ୍ୱର,୨୬।୯(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପୂଜକ ସମିତି ଓ ଦେବୋତ୍ତର ବିଭାଗ ସଜାଗ ଥିବା ବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୁପେ ଚାଲିଛି ।ମନ୍ଦିର ପାହାଚକୁ ପାଣି ଛୁଇଁଥିବା ବେଳେ ଆଉ ୨ ଫୁଟ ବଢ଼ିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରିବାର ସମ୍ଭାବନା […]

ଛାତତଳୁ ବିଡିଓ କାଢିଲେନି କାର

କଟକ,୨୫ା୯(ଏସଏସନିଉଜ)ବର୍ଷା ଯୋଗୁ ଗୁରୁବାର ଦିନ ମିଶନଶକ୍ତି ମହିଳାମାନେ ବ୍ଲକ୍ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସ୍ଥାନ ପରିବର୍ତ୍ତନକୁ ନେଇ ଉତେଜନା ଦେଖାଦେଇଥିଲା।ବର୍ଷା ଯୋଗୁଁ ଛାତ ତଳେ ରହୁଥିବା ବିଡ଼ିଓ ଙ୍କ କାର କାଢ଼ିବାକୁ ମହିଳାମାନେ କହିଥିଲେ।କିନ୍ତୁ କାର କଢ଼ା ନଯିବାରୁ ମହିଳାମାନେ ଉତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ।ଯାହାଫଳରେ କୌଣସି ବାଇକ୍ ଓ କାର ଭିତରକୁ ଯାଇପାରିନଥିଲା କି ଭିତରେ ଥିବା ଗାଡି ବାହାରକୁ ଆସିପାରିନଥିଲା। ପ୍ରକାଶଯେ,୬ଦଫା ଦାବି ନେଇଗତ ୪ଦିନ […]

ଚାଲିଥିଲା ବେଆଇନ ବାଣ କାରଖାନା ଧରିଲା ପୋଲିସ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବାରଙ୍ଗ ଥାନା ପୁଲିସ ଗୁରୁବାରଦିନ ବିଭିନ୍ନ ପ୍ରକାରର ବାଣ ସରଞ୍ଜାମ ଜବତ କରିବା ସହ ବାପି ମଲ୍ଲିକ ନାମକ ଯୁବକକୁ ଗିରଫ କରିଛି। ପ୍ରକାଶଯେ, ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନା ଥିବାର ବୁଧବାରବିଳମ୍ବିତ ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ ସଦଳେବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ […]

ବିଜେଡିରୁ ନିଲମ୍ବନ ହେଲେ ଶ୍ରୀମୟୀ

ଭୁବନେଶ୍ୱର,୨୩।୯(ଏଏସନିଉଜ)ବିଜେଡିର ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ ସମେତ ଆଜି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।ଦଳ ବିରୋଧୀ ବୟାନ ଶ୍ରୀମୟୀ ମିଶ୍ରଙ୍କ ପାଇଁ ମହାଙ୍ଗା ପଡିଛି।କିଛିଦିନ ହେବ ଶ୍ରୀମୟୀ ମିଶ୍ରଙ୍କ […]

ମହାପ୍ରଭୁଙ୍କ ରତ୍ନ ସ୍ଥାନାନ୍ତର ଶେଷ

ପୁରୀ,୨୩।୯(ଏସଏସନିଉଜ) ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର।ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ।୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ।ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି।ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ପଡ଼ିଛି , ଟ୍ରେଜେରୀକୁ ହସ୍ତାନ୍ତର ହେବ।ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି।SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି।ଗଣତି ମଣତି […]

ନଭେମ୍ବର ୩ରେ ବଡ଼ଓଷା

ଭୁବନେଶ୍ୱର,୨୩।୯(ଏସଏସନିଉଜ)ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ।ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ ।ନଭେମ୍ବର ୫ରେ ଡ଼ଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ।ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ।ନଭେମ୍ବର ୧ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।

କୃଷ୍ଣଚନ୍ଦ୍ରପୁରରେ ବୃକ୍ଷରୋପଣ କଲେ ବିଜେପି ରାଜ୍ୟ ସଭାପତି

କଟକ,୨୧।୯(ଏସଏସନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଜନ୍ମଦିନ ଅବସରରେ ମାପାଇଁ ଗଛଟିଏ ଆହ୍ବାନରେ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ପକ୍ଷରୁ ବାରଙ୍ଗ ବ୍ଲକ ଅଧୀନ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୋମବାର ସକାଳେ ବାରଙ୍ଗର ବିଜେପି କର୍ମୀମାନେ ନନ୍ଦନକାନନ ଛକରୁ ଏକ ବିଶାଳ ଶୋଭଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,କଟକ ସାଂସଦ ଭତୃହରି ମହତାବଙ୍କୁ ବୃକ୍ଷରୋପଣ ସ୍ଥଳକୁ ଆଣିଥିଲେ। ସେଠାରେ ସେ ବୃକ୍ଷରୋପଣ କରିଥିଲେ। ସାମଲ କହିଥିଲେ ବିଭିନ୍ନ […]