Browsing category

ମହାନଗର

ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୮(ଏସଏସନିଉଜ)ଆତ୍ମହତ୍ୟା କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ।ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ। ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ।ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ।ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍‌ ନିଶ୍ଚୟ ପାଇବ।ଅଭିଯୋଗ କରିବା ବେଳେ କହୁକହୁ କହିଦେଲି କହିଲେ ଅଭିଯୋଗକାରୀ।

୮୨ ବର୍ଷ ବୟସରେ ପାଦ ଦେଲେ

ଭୁବନେଶ୍ବର,୧୦।୮(ଏସଏସନିଉଜ)ମାଡିଚାଲ ଡାଇଲଗ ସାଙ୍ଗକୁ ଓଃ ବିୟୁଟିଫୁଲ୍,ରେଡିତ ଭଳି ଡାଇଲଗ କହି ବେଶ୍ ଚର୍ଚ୍ଚାରେ ଥିବା ସୁର ରାଉତରାୟ ଆଜି ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିବର୍ଷ ଭଳି ଆଜି ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି।ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ […]

୧୩ରେ ଲଘୁଚାପ

ଭୁବନେଶ୍ବର,୧୦।୮(ଏସଏସନିଉଜ)ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ଦେଖାଦେଇଛି।୧୩ ତାରିଖରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର।ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜରିକରାଜାଇଛି।୧୨ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା।

ଭରତପୁରଥାନା ଅଞ୍ଚଳରେ ବୋମାମାଡ଼

ଭୁବନେଶ୍ବର,୧୦।୮(ଏସଏସନିଉଜ)ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ୪ଟି ଦାମୀ ବାଇକ୍‌ ଜଳି ଛାରଖାର ହୋଇଯାଇଛି।ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ପହଞ୍ଚିଲା ଭରତପୁର ଥାନା ପୋଲିସ।

ଅସହାୟଙ୍କ ପାଇଁ ସାଜିବ ଦେବଦୂତ

ଭୁବନେଶ୍ୱର,୧୦।୮(ଏସଏସନିଉଜ)ସାମାଜିକ ଅନୁଷ୍ଠାନ ବ୍ରେନ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାଜର ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗାମୀ ଦିନରେ ଏହା କାର୍ଯ୍ୟ କରିବ। ଏଥିସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କ ଦକ୍ଷିତା ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବ। ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସେବା ଆରମ୍ଭ କରିବ। ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର […]

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,୯।୮(ଏସଏସନିଉଜ)ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଡ୍ୟୁଟିରେ ଥିବାବେଳେ ମେଡିକାଲରୁ ମିଳିଲା ମୃତଦେହ।ଚନ୍ଦ୍ରଶେଖର ପୁରର ଏକ ଘରୋଇହସ୍ପିଟାଲର ଘଟଣା।ମୃତନର୍ସଙ୍କ ଘର ସାନଖେମୁଣ୍ଡି ବ୍ଲକ ଡି.ଆମ୍ଭଠା ଗାଁରେ।ରାକ୍ଷୀପାଇଁ ଛୁଟି ମାଗିଥିଲେ।କାଲି ନାଇଟ ଡ୍ୟୁଟିରେ ଥିଲେ।

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୮।୮(ଏସଏସନିଉଜ) ମଞ୍ଚେଶ୍ଵର ଥାନା ଅଧୀନସ୍ଥ ବରିମୁଣ୍ଡ ଗ୍ରାମ ବ୍ରାହ୍ମଣ ସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଶୁକ୍ରବାର ଦିହିପହରରେ ଉଦ୍ଧାର କରିଛି ପୋଲିସ। ମୃତଯୁବକ ଜଣକ ହେଲେ ନନ୍ଦନକାନନଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମର କାହୁଁ ଚରଣ ବେହେରା।କାହୁଁ ଘରଭଡ଼ା ନେଇ ଦୀର୍ଘ ୮ମାସ ହେବ ବରୀମୁଣ୍ଡ ରେ ରହୁଥିଲେ।କାହୁଁ ୩ ବର୍ଷ ପୂର୍ବେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ରଶ୍ମିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ବର୍ଷର ଛୋଟ ପୁଅ ରହିଛି। କାହୁଁ ଗ୍ରାମ […]

ଗୋହତ୍ୟା ବନ୍ଦ ପଦକ୍ଷେପ ନିଅ:-ହାଇକୋର୍ଟ

ଭୁବନେଶ୍ୱର,୭।୮(ଏସଏସନିଉଜ)ରାଜ୍ୟରେ ଗୋହତ୍ୟା ବନ୍ଦ ପାଇଁ କଡ଼ା ପଦକ୍ଷେପ ନିର୍ଦ୍ଦେଶ ଆସିଛି।ବନ୍ଦ ପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋହତ୍ୟା ନିରୋଧ ଆଇନ ୧୯୬୦ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗୋଜ୍ଞାନ ଅନୁଷ୍ଠାନ ପକ୍ଷରୁ ହୋଇଥିଲା ଜନସ୍ବାର୍ଥ ମାମଲା ହୋଇଥିଲା।ଆବେଦନକାରୀ କଟକରେ କିଛି ଘଟଣାକୁ ଦର୍ଶାଇଥିଲେ।

ହାଣିଦେଲା ଫୁଡଡେଲିଭରି ବୟ

ଭୁବନେଶ୍ବର,୭।୮(ଏସଏସନିଉଜ)ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲା ଫୁଡ୍‌ ଡେଲିଭରି ବୟ। ଫୁଡ୍‌ ଡେଲିଭରି ବିଳମ୍ବ ହେବାରୁ ବଚସାରୁ ଆକ୍ରମଣ ଅଭିଯୋଗ ଆସିଛି।ଭରତପୁରଥାନା ଶାମପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ହୋଇଛି।ମହିଳାଙ୍କ ମୁଣ୍ଡ, ବେକ, ହାତରେ ଆଘାତ ଲାଗିଛି।ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଫୁଡ୍‌ ଡେଲିଭରି ବୟକୁ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ଆକ୍ରମଣକାରୀଙ୍କୁ ରୋକିବାକୁ ଯାଇ ଆକ୍ରମଣର ଶିକାର

ଜଟଣୀ,୪ା୮(ଏସଏସନିଉଜ)ଅଭିଯୋଗକାରୀ ବିସାଲ ଦାସଙ୍କ ଲିଖିତ ରିପୋର୍ଟ ଆଧାରରେ ୩୪୯/୨୫କେଶନଂରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସାଗର ନାୟକ ଓରଫ ମହେଶ ନାୟକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତଶନିବାର ଦିନ ଅଭିଯୋଗକାରୀ ଲୋକୋକଲୋନୀରେ ରେଳଷ୍ଟେସନ ନିକଟ କୁଡିଆରୀନିକଟରେ ଥିବା ସମୟରେ, ସେ ତାଙ୍କ ବନ୍ଧୁ ସିଲୁ ଏବଂ ସିଲୁଙ୍କ ବାପାଙ୍କୁ ଶାରୀରିକ ଆକ୍ରମଣ କରୁଥିବାର ଯୁବକ ଏବଂ ମହିଳାମାନଙ୍କ ଏକ ଗୋଷ୍ଠୀକୁ ଦେଖିଥିଲେ। […]