ହାଣିଦେଲା ଫୁଡଡେଲିଭରି ବୟ

ଭୁବନେଶ୍ବର,୭।୮(ଏସଏସନିଉଜ)ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲା ଫୁଡ୍‌ ଡେଲିଭରି ବୟ।
ଫୁଡ୍‌ ଡେଲିଭରି ବିଳମ୍ବ ହେବାରୁ ବଚସାରୁ ଆକ୍ରମଣ ଅଭିଯୋଗ ଆସିଛି।ଭରତପୁରଥାନା ଶାମପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ହୋଇଛି।ମହିଳାଙ୍କ ମୁଣ୍ଡ, ବେକ, ହାତରେ ଆଘାତ ଲାଗିଛି।ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଫୁଡ୍‌ ଡେଲିଭରି ବୟକୁ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

Comments (0)
Add Comment