ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,୯।୮(ଏସଏସନିଉଜ)ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।
ଡ୍ୟୁଟିରେ ଥିବାବେଳେ ମେଡିକାଲରୁ ମିଳିଲା ମୃତଦେହ।ଚନ୍ଦ୍ରଶେଖର ପୁରର ଏକ ଘରୋଇହସ୍ପିଟାଲର ଘଟଣା।ମୃତନର୍ସଙ୍କ ଘର ସାନଖେମୁଣ୍ଡି ବ୍ଲକ ଡି.ଆମ୍ଭଠା ଗାଁରେ।ରାକ୍ଷୀପାଇଁ ଛୁଟି ମାଗିଥିଲେ।କାଲି ନାଇଟ ଡ୍ୟୁଟିରେ ଥିଲେ।

Comments (0)
Add Comment