ଆମର ଦରକାର ଜଗନ୍ନାଥ ସାର୍
କଟକ,୨୯।୭(ଏସଏସନିଉଜ)ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ ଛାତ୍ରୀଛାତ୍ରମାନେ ପାଠପଢା ବନ୍ଦ କରି ପ୍ରାୟ ୧ଘଣ୍ଟା ଧରି ଧାରଣାରେ ବସିଥିଲା।ପରେ ପୋଲିସ ଆସି ବୁଝାସୁଝା କରି ଆଲୋଚନା ମାଧ୍ୟମରେ ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଉଠିଥିଲେ। ପ୍ରକାଶ ଯେ,ରାମଦାସପୁର ପଞ୍ଚାୟତ ଅନ୍ତର୍ଗତ ରତାଗଡ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ଶ୍ରେଣୀଗୃହ ରହିଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ଦୀର୍ଘ ବର୍ଷ ହେବ ରହିଥିବା ଜଗନ୍ନାଥ ମାରାଣ୍ଡି ନାମକ […]