Browsing category

ଅପରାଧ

ବାରଙ୍ଗରେ ବାଲି ମାଫିଆଙ୍କ ରାଜ

କଟକ, ୧୧।୩(ଏସଏସନିଉଜ) ବାରଙ୍ଗ ଅଂଚଳରେ ଦିନରାତି ବାଲି ମାଫିଆ ମାନେ ସକ୍ରିୟ ଥିବା ବେଳେ ଲଘୁ ଖଣିଜ ବିଭାଗ ସହ ସ୍ଥାନୀୟ ପ୍ରଶାସନ ନିରବତା ଅବଲମ୍ବନକୁ ନେଇ ବାରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ସୁଯୋଗରେ ମାଫିଆମାନେ ବେଧଡକ ଭାବେ ବେଆଇନ ଚୋରା ବାଲି, ମୋରମ ଓ ମାଟି ଚାଲାଣ କରିବାକୁ ପଛାଉ ନାହାନ୍ତି । ବାରଙ୍ଗ ତହସିଲ ଅଂଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାଠଯୋଡ଼ି ନଦୀବନ୍ଧ ସରକାରି ଜମିକୁ ଜବରଦଖଲ କରି ସେଠାରେ […]

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କୁ ଦୁର୍ବ୍ୟବହାର

କଟକ,୯।୩(ଏସଏସନିଉଜ) ବ୍ରାହ୍ମଣୀଗାଁରେ ସରକାରୀ ରାସ୍ତାକୁ ଜବରଦଖଲ କରି କରାଯାଇଥିବା କାମକୁ ଭାଙ୍ଗିବା ବେଳେ ତହସିଲ କର୍ମଚାରୀମାନଙ୍କ ସହ ସାମ୍ବାଦିକମାନକୁ ଆକ୍ରମଣ ଉଦ୍ୟମ କରାଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ସୋମବାରଦିନ ୧୧ଟାସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ରାଜସ୍ବକାର୍ଯ୍ୟାଳୟ ଅଧିନରେଥିବା ବ୍ରାହ୍ମଣୀଗାଁରେ ଜଣେ ବ୍ୟକ୍ତି ଘରଆଗରେ ଥିବା ସରକାରୀରାସ୍ତା ଉପରେ ସ୍ଥାୟୀପ୍ରାଚୀର ନିର୍ମାଣ ପାଇ ଉଦ୍ୟମ କରି କାର୍ଯ୍ୟଆରମ୍ଭ କରିଥିଲେ।ଗ୍ରାମବାସୀ ମାନଙ୍କଠାରୁ ଅଭିଯୋଗ ପାଇ ତହସିଲପକ୍ଷରୁ ସରକାରୀ […]

କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର ସୁଶାନ୍ତ ମହାରଣା। ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ […]

ପୁତୁରା ମାଡରେ ଦାଦା ଆହତ

ବାରଙ୍ଗ, ୮।୩(ଏସଏସନିଉଜ) ଖାଇବାକୁ ମନାକରିବାରୁ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପୁତୁରାର ମାଡରେ ଦାଦା ଆହତ ହୋଇଥିବା ସହ ଆଖି ହରାଇଛନ୍ତି।ଏନେଇ ଦାଦା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିଜୟ ସାମଲ(୪୦) ଙ୍କର ବଡ଼ବାପା ବଂଶଧର ସାମଲଙ୍କର ଗତ ବୁଧବାର ଦିନ ଏକାଦଶ ଥିଲା। ସେହି ଦିନ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ଭୋଜି ଖାଇବା ପାଇଁ ବାରଣ କରିଥିଲେ। ଏହି ସମୟରେ ବିଜୟଙ୍କର ବଡ଼ବାପା ପୁଅ ଅକ୍ଷୟ ବାରମ୍ବାର ଡାକିଥିଲେ ମଧ୍ୟ ବିଜୟ ଖାଇବା […]

ଯୁବତିମାନଙ୍କୁ କମେଣ୍ଟ ମାରି ମୋ ବସ କଣ୍ଡକ୍ଟର ହଟହଟା

ମେଣ୍ଢାଶାଳ,୧୭।୩ (ଏସଏସନିଉଜ) ମୋ ବସରେ ଆସୁଥିବା ତିନିଜଣ ଯୁବତୀଙ୍କୁ ବସ କଣ୍ଡକ୍ଟର ଓ ଜଣେ ଯୁବକ କମେଣ୍ଟ ମାରିବାକୁ ନେଇ ମେଣ୍ଢାଶାଳ ରେ ଉତେଜନା ଦେଖାଦେଇଥିଲା।ପରେ ପୋଲିସର ହସ୍ତକ୍ଷେପ ପରେ ଘଟଣା ର ସମାଧାନ ପରେ ବସଟି ଯାତ୍ରା ଆରମ୍ଭ କରିଥିଲା। ପ୍ରକାଶ ଯେ, ଶନିବାର ରାତି ୧୦ ସମୟରେ ୩୦ ନମ୍ବର ମୋ ବସ ଛତାବର ରୁ ମେଣ୍ଢାଶାଳ ଅଭିମୁଖେ ଆସୁଥିଲା । ସେହି ଗାଡ଼ିରେ ମେଣ୍ଢାଶାଳ ଗ୍ରାମର ୩ଜଣ ଯୁବତୀ ଆସୁଥିବା ବେଳେ ଗାଡ଼ି […]

ରାତି ଅଧରେ ଖୋଲୁଥିଲେ ଚୋରା ମୋରମ

ମେଣ୍ଢାଶାଳ,୭।୩(ଏସଏସନିଉଜ) ବର୍ଷ ବର୍ଷ ଧରି ଚନ୍ଦକା ଅଞ୍ଚଳରେ ଚାଲିଥିବା ବେଆଇନ ମୋରମ ଚୋରା ଚାଲାଣ ଉପରେ ଗତ କିଛିମାସ ମଧ୍ୟରେ ପୋଲିସ ବହୁ ପରିମାଣରେ ରୋକ୍ ଲଗାଇବାରେ ସଫଳ ହୋଇଛି।ଏବେ ଲୁଚି ଛପି ଚାଲୁଥିବା ଏହି ମାଫିଆମାନଙ୍କୁ ସାବଡ କରିବା ପାଇଁ ଗତ ୩ମାସ ମଧ୍ୟରେ ପ୍ରାୟ ୩୦ରୁ ମୋରମ ବୋଝେଇ ଗାଡିକୁ ଜବତ କରି ପୋଲିସ ଚୋରା ମୋରମ ମାଫିଆମାନଙ୍କ କୋପର ଶିକାର ହେବାରେ ଲାଗିଛି।ଶୁକ୍ରବାର ବିଳମ୍ବିତ ରାତିରେ ମଳିପଡା ମୋରମ ଖଣିରେ ବେଆଇନ ଭାବେ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ଵର,୭।୩(ଏସଏସନିଉଜ)ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ ।ରାୟଙ୍କ ଭଦ୍ରକ, ଚୌଦ୍ବାର, ଭୁବନେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକାକାଳୀନ ରେଡ କରୁଛି ଭିଜିଲାନ୍ସ।

ବେଆଇନ ହୋଡିଂ ଉଛେଦ କଲା ବାରଙ୍ଗ ତହସିଲ

ବାରଙ୍ଗ,୧।୩(ଏସଏସନିଉଜ)ବାରଙ୍ଗଅଞ୍ଚଳର ମୁଖ୍ୟ ରାସ୍ତାକଡ଼ରେ ନିର୍ମାଣ କରାଯାଇଥିବା ବେଆଇନ ହୋଡିଂକୁ ରବିବାର ଦିନ ବାରଙ୍ଗ ତହସିଲ ପକ୍ଷରୁ ଉଛେଦ କରାଯାଇଛି। ବାରଙ୍ଗ ତହସିଲ ଅଧିନରେ ଥିବା ମୁଖ୍ୟରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଠିକା ସଂସ୍ଥାମାନଙ୍କ ପକ୍ଷରୁ ବ୍ୟବସାୟ ଉଦ୍ଦେଶ୍ୟରେ ହୋଡିଂ ଗୁଡ଼ିକ ବସାଜାଇଛି।ଏହି ଠିକା ସଂସ୍ଥା ମୁଖ୍ୟରାସ୍ତାକଡ଼ ସହିତ ନଦୀବନ୍ଧ ଓ କେନାଲବନ୍ଧକୁ ତାଡ଼ି ଶହଶହ ହୋଡିଂ ନିର୍ମାଣ କରିଛନ୍ତି। ଯାହାଫଳରେ ଦୂର୍ଘଟଣା ଅନ୍ୟ ଏକ କାରଣ ସାଜିଛି ଓ ଅନ୍ୟପଟେ କେନାଲ ଓ ନଦୀ […]

ବିଦ୍ୟୁତଖୁଣ୍ଟକ ଧକ୍କାଦେଲା ପିକଅପ ଭ୍ୟାନ୍

ବାରଙ୍ଗ, ୧।୩(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ପଂଚୁପାଳ ମଧୁସୂଦନପୁର ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି।ଷୌଭାଗ୍ୟବଶତଃ ବିଦ୍ୟୁତଖୁଣ୍ଟ ପାଇଁ ଗାଡିଟି କେନାଲ ମଧ୍ୟକୁ ପଶି ନପାରି ଝୁଲି ରହିଛି। ଚାଲକ ଆହତ ହୋଇଥିବା ବେଳେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ରବିବାର ଅପରାହ୍ନ ୩ଟା ସମୟରେ ପଞ୍ଚୁପାଳ ନିକଟ ମଧୁସୂଦନ ପୁର ପୁରୀ ମୁଖ୍ୟକେନାଲ ବନ୍ଧରେ ଦୃତଗତିରେ ଆସୁଥିବା ଓଡି ୦୫ଜେ ୫୯୮୨ନମ୍ୱର ଏକ ପିକ୍ ଅପଭ୍ୟାନ୍ […]

ଆସିଲେ,ମାମୁକୁ ହାଣିଲେ…

ବାରଙ୍ଗ, ୨୬।୨ (ଏସଏସନିଉଜ) ବିବାହ ଉତ୍ସବରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ମାମୁଁଙ୍କୁ କଟୁରୀରେ ହାଣି ଦୁଇ ଭଣଜାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟଚାଲଣ କରିଛି ବାରଙ୍ଗ ଥାନାପୁଲିସ। ପ୍ରକାଶ ଯେ, ନୟାଗଡ଼ ଭାପୁର ବ୍ଲକ ଅଞ୍ଚଳର ରାଧା ହାତୀ ନାମକ ଜଣେ ମହିଳା ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ନିକଟରେ ଘର କରି ରହୁଛନ୍ତି । ରାଧାଙ୍କ ପୁଅ ହାପିଙ୍କର ବୁଧବାର ଦିନ କଟକରେ ବାହାଘର ଥିଲା। ବିବାହ ଉତ୍ସବକୁ ତାଙ୍କର ଭଣଜା ନୟାଗଡ ଫତେଗଡ଼ […]