ସ୍କୁଟି ଚାଳକକୁ ରୋକି ମନିପ୍ରସ ଛଡାଇବା ଅଭିଯୋଗ
କଟକ,୭।୮(ଏସଏସନିଉଜ)ତ୍ରିଶୁଲିଆ ବ୍ରିଜରେ ସ୍କୁଟି ଯୋଗେ ଆସୁଥିବା ଯୁବତୀକୁ ରୋକି ତାଙ୍କ ମନିପର୍ସ ନେବା ଉଦ୍ୟମ କରିବା ଅଭିଯୋଗ ରେ ବାରଙ୍ଗ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ସଦର ଥାନା ଅଧୀନସ୍ଥ କାଜିପାଟଣା ଗ୍ରାମର ପ୍ରଭାଞ୍ଜନ ସାହୁ ଓରଫ ନାଳୁଆ (୩୬) ପ୍ରକାଶ ଯେ, ଗତ ରବିବାର ଦିନରେ ସିଡିଏ ସେକ୍ଟର ୭ରେ ରହୁଥିବାସ୍ନେହଲତା ପ୍ରଧାନ ନାମକ ଯୁବତୀ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ଏହି ସମୟର ଏକ […]