Browsing category

ଅପରାଧ

ଯୁବତୀର ମୋବାଇଲ୍ ଛଡ଼ାଇ ଧରାପଡିଲେ ୨

ଜଟଣୀ,୨୬।୩(ଏସଏସନୀୟୂଜ) ୨୫ ତାରିଖ ସକାଳ ପ୍ରାୟ ୯.୨୦ମିନିଟ ସମୟରେ ଜାଗ୍ୟସେନୀ ପାହାଡସିଂ ନାମକ ଯୁବତୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରୁ ଜଟଣୀସ୍ଥିତ ତାଙ୍କ କୋଚିଂ ସେଣ୍ଟରକୁ ଯାଉଥିଲେ। ସେ ରେଳ ଷ୍ଟେସନ୍ ଗୋଲେଇଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍‌ରେ କଥା ହେଉଥିବା ସମୟରେ ହଠାତ୍ ଦୁଇଜଣ ଅଜଣା ଅପରାଧୀ ଏକ ଲାଲରଙ୍ଗର ଓଡି-୧୩-ଏନ-୬୭୧୨ ନମ୍ୱର ବାଇକ୍‌ରେ ଆସି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ। ସେ କିଛିଦୂର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ […]

ବାପାଙ୍କ ବିବାହକୁ ବିରୋଧ କରିବାରୁ ହତ୍ୟା

ନୟାଗଡ଼,୧୩।୩(ଏସଏସନିୟୁଜ୍)୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ ହୋଇଛନ୍ତି।ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଛି ବାପା ।ଡବଲ୍ ମର୍ଡର ନେଇ ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ନୟାଗଡ଼ ଏସ୍‌ପି।ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ ହୋଇଛନ୍ତି।ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ପିଶାଚ ବାପା।ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହ ଝୁଲାଇ ଦେଇଥିଲ। ସୋମବାର ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର […]

ରାଜାଚକ୍ରଙ୍କ କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର,୧୩।୩(ଏସଏସନିୟୁଜ୍)ରାଜାଚକ୍ରଙ୍କ କଳାସାମ୍ରାଜ୍ୟ ର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି।ପ୍ରେସମିଟ୍‌ରେ ଶହଶହ କୋଟିର ଦୁର୍ନୀତି ଚିଠା ରଖିଲେ।୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସୀ।ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ।ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି।କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ।ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଛି।ପଚାରିବାରୁ ଜାଣିଲୁ GMILକୁ […]

ମଦପିଇ ହୋଲିଖେଳିଲେ ବନ୍ଧାହେବେ

ଭୁବନେଶ୍ଵର,୧୨।୩(ଏସଏସ ନିୟୂଜ)ହୋଲି ପାଇଁ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ।ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି କହିଲେ ଭୁବନେଶ୍ବର DCP।ମଦ୍ୟପାନ କରି କୌଣସି ନଦୀ ଓ ପୋଖରୀରେ ଗାଧୋଇବାକୁ ବରଣ କରାଯାଇଛି।ହୋଲିଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ।ରାସ୍ତା ଉପରେ ହୋଲିଖେଳି ଗହଳି କଲେ ଉଠାଇ ନେବ PCR।କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗ ବ୍ୟବହାର କୁ ବାରଣ […]

ମଟନରେ ଗୋମାଂସ, ଭାଇରାଲ ହେଲା ଭିଡିଓ

ସାକ୍ଷୀଗୋପଳ,୧୨।୩(ଏସଏସନିୟୂଜ) ବହୁଚର୍ଚ୍ଚିତ ସାକ୍ଷୀଗୋପାଳର କଲେଜ ଛକ ନିକଟରେ ଥିବା ଜୟା ହୋଟେଲରେ ବିକ୍ରୟ କରାଯାଉଥିବା ମଟନରେ ଗୋମାଂସ ମିଶ୍ରଣ କରାଯାଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଏହାକୁ ନେଇ ସାଧାରଣରେ ଚର୍ଚ୍ଚା କମିବାର ନାଁ ଧରୁନାହି। ଏହି ଘଟଣାରେ ପୋଲିସ ସାକ୍ଷୀଗୋପାଳର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଅନ୍ୟପକଟେ ବେଆଇନ ଗୋ ଚାଲଣ ସମୟରେ ଧରାପଡି ଲହୁଲୁହାଣ ହୋଇଥିବା ଯୁବକ ଏବେ ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ରହିଛି । ଏହି ଭିଡିଓ […]

ଭାରସମ୍ୟ ହରାଇ ତଳକୁ ଖସିଲା ଅଟୋ

ବାରଙ୍ଗ,୮।୩(ଏସ୍‌ଏସ୍‌ନିୟୁଜ)ବାରଙ୍ଗ ଥାନା ଅଧିନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ – କଟକ ମୁଖ୍ୟ ରାସ୍ତା କଡ଼ରେଏକ ଯାତ୍ରୀବାହୀ ଅଟୋ ଭାରସମ୍ୟ ହରାଇ ରବିବାର ଦିନ ୧୦ଟା ପାଖାପାଖି ସମୟରେ ୨୦ଫୁଟ ତଳକୁ ଖସି ପଡିଛି।ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଅଟୋରେ ସାଲିଆସାହିରୁ ବାହାରି ବାରଙ୍ଗ ଅଭିମୁଖେ ଆସୁଥିଲେ। […]

ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ

  ଭୁବନେଶ୍ୱର,୬।୩(ଏସଏସନିୟୂଜ)ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।ଦ୍ରୁତଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁପଡିବ ବୋଲି ଇସ୍ପାତ ଓ […]

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ରାଉରକେଲାରେ ଲଜ୍ଜା

ରାଉରକେଲା,୨।୩(ଏସଏସନିୟୂଜ)ଏକ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରି ଫେରାର ହୋଇଯାଇଥିବାର ଚାନ୍ଦିପୋଷ ଥାନାରେ ପରିବାର ସଦସ୍ୟଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖିଛି। ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ଖେଳୁଥିଲେ lବସ […]

ଅଟୋ ଦେଲା ଧକ୍କା, ୧ ମୃତୁ,୧ଗୁରୁତର

ବାରଙ୍ଗ, ୧।୩(ଏସଏସନିୟୁଜ୍) ବାରଙ୍ଗ ସିତାରାମ ବଜାର ଝୁନୁଝୁନୱାଲା ସ୍କୁଲ ନିକଟରେ ଅଟୋ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ଶନିବାର ଅପରାହ୍ନ ସାଢ଼େ ୪ଟା ସମୟରେ ଚନ୍ଦକା ଅଂଚଳରୁ ଓଡି ୩୩ଭି ୫୫୩୭ ନମ୍ୱର ବାଇକ୍ ଟିବାରଙ୍ଗ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଅଟୋ ମୁହାଁମୁହିଁଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୃଘଟଣା ଫଳରେ ବାଇକ୍ ବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହାସହିତ ଅଟୋରେ […]