CEOଙ୍କୁ ବିଜେଡି ଫେରାଦ…
ନୂଆପଡା,,୨୧ା୧୦(ଏସଏସନିଉ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିାଶିକ୍ଷାନୁଷ୍ଠାନରେ ବିଜେପି ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଛି ବିଜେଡି ।ବିଜେପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବା ଅଭିଯୋଗ ହୋଇଛି ।
Browsing category
ନୂଆପଡା,,୨୧ା୧୦(ଏସଏସନିଉ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିାଶିକ୍ଷାନୁଷ୍ଠାନରେ ବିଜେପି ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଛି ବିଜେଡି ।ବିଜେପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର,୨୧ା୧୦(ଏସଏସନିଉଜ)ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ଡିଜିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ରେଡ୍ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ରହିଛି ।କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ ।୪ ମହିଳା ଡିସିପି ଘଟଣାର ତଦନ୍ତରେ ସହଯୋଗ କରିବେ ।ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ ବୋଲି ଜଣାପଡିଛି ।
ଦିଗପହଣ୍ଡି,୨୧ା୧୦(ଏସଏସନିଉଜ)ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀାନିଜ ସମର୍ଥକଙ୍କ ସହ ଚିକିଟି ଫାଣ୍ଡିରେ ଧାରଣାରେ ବସିଲେ ଉଷା ଦେବୀାରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଫାଣ୍ଡିରେ ଅଟକ ପ୍ରତିବାଦରେ ଧାରଣାାଉତ୍ତେଜନା ସୃଷ୍ଟି ହେବାରୁ ଏସ୍ଡିପିଓ ପହଞ୍ଚି ଆଲୋଚନା କଲୋ
ଭୁବନେଶ୍ୱର,୨୧ା୧୦(ଏସଏସନିଉଜ)ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ଆକଳନ କରିଛି ପାଣିପାଗବିଭାଗ ।ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି ।ଏହାପଶ୍ଚିମ ଉତ୍ତର-ପଶ୍ଚିମରେ ଗତି କରି ଅବପାତ ହେବା୩୬ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ ।ଗୋଟିଏ ସୃଷ୍ଟି ହୋଇଥିବାବେଳେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ୩ୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରୋତଥାପି […]
ଭୁବନେଶ୍ଵର,୨୧।୧୦(ଏସଏସ ନିଉଜ)ମାଡ଼ି ଆସୁଛି ଝଡ଼ ‘ଫେଙ୍ଗଶେନ’।ଜାତୀୟ ପାଣିପାଗ କେନ୍ଦ୍ର (NMC) ରିପୋର୍ଟ ଅନୁଯାୟୀ ଝଡ଼ଟି ଘଣ୍ଟା ପ୍ରତି ୨୦-୨୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଧୀରେଧୀରେ ଏକ ଭୟଙ୍କର ଏକ ପୂର୍ଣ୍ଣ ଟାଇଫୁନ୍ରେ ପରିଣତ ହୋଇପାରେ। ମଙ୍ଗଳବାର ସୁଦ୍ଧା, ଥଣ୍ଡା ପବନର ପ୍ରଭାବରେ ଝଡ଼ଟି ଦକ୍ଷିଣ-ପଶ୍ଚିମ ଦିଗରେ ଗତିକରି ଭିଏତନାମର କେନ୍ଦ୍ରୀୟ ଉପକୂଳ ଆଡକୁ ଅଗ୍ରସର କରି ସ୍ଥଳଭାଗ ଛୁଇଁବା ସମୟରେ ଦୁର୍ବଳ ହୋଇଯିବ। ଆଗାମୀ ତିନିଦିନ ମଧ୍ୟରେ ଫେଙ୍ଗଶେନ ପୂର୍ବ ଏବଂ […]
ଭୁବନେଶ୍ୱର,୨୦।୧୦(ଏସଏସନିଉଜ)ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ ବୋଲିକମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଉଚ୍ଚଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।ଏହାସହ ମଦପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ି ଜବତ ହେବ।ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବେଆଇନ୍ […]
ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]
ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରି ଗିରଫ ହୋଇଛନ୍ତି ଅଲେଖ ବାବା ଅମର ଦାସ ।ନନ୍ଦନକାନନ ଥାନା ପୋଲିସ ୩୮୨/୨୫ କେସ ନମ୍ବରରେ ଏକ ପୋସ୍କୋ ମାମଲା ରୁଜ୍ଜୁ କରି ରବିବାର ତାଙ୍କୁ କୋର୍ଟଚାଲଣ କରିଛି। ପ୍ରକାଶ ଯେ,ଶନିବାର ଦିହିପହର ସମୟରେ ନନ୍ଦନକାନନଥାନା ଅଧୀନସ୍ଥ କଲେଜଛକ ନିକଟରେ ଏକ ଅଲେଖ ମଠ ରହିଛି। ସେହି ନିକଟରେ ଜଣେ ନାବାଳିକା ନିଜ ପରିବାର ସହିତ ରୁହନ୍ତି । ଗତ ଶନିବାର ଦିନ ପ୍ରାୟ ୧.୩୦ ସମୟରେ ସୁନନ୍ଦା(ଛଦ୍ମନାମ) ନାବାଳିକା ଝିଅ […]
ଭୁବନେଶ୍ଵର,୧୯।୧୦(ଏସଏସନିଉଜ) ନନ୍ଦନକାନନ ଥାନା ଅଧୀନରେ ଥିବା ଆସିୟାନା ରିଗାଲ୍ସରେ ହେଉଥିବା ନୁଆ ଘର ନିମନ୍ତେ ବ୍ୟବହୃତ ଷ୍ଟିଲ ରଡ ଚୋରୀ ଅଭିଯୋଗରେ ପୋଲିସ ରବିବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିଣ୍ଟୁ ସେଠୀ ଓ ବାରଙ୍ଗ ଥାନା ମଧୁବନ ଗ୍ରାମର ବିର୍କଣ୍ଣ ଜେନା । ଉଭୟଙ୍କ ମଧ୍ୟରୁ ସେଠାରେ ଜଣେ ସିକୁରିଟି ଗାର୍ଡ ଅନ୍ୟ ଜଣେ ସିକୁରିଟି ସୁପର ଭାଇଜର ବୋଲି ସୂଚନା ମିଳିଛି । […]
କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]