ନକଲି ମଦକାରଖାନା ଠାବ

ଅନୁଗୁଳ,୩୦।୧୨(ଏସଏସନିଉଜ)ଅନୁଗୁଳ ବଅଁରପାଳରେ ନକଲି ମଦ କାରଖାନା ଠାବ ହୋଇଛି।ତଳମୂଳ କଲେଜ ନିକଟରେ ମଦ କାରଖାନା ଠାବ ହୋଇଛି।ସ୍ପେଶାଲ୍ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି।
ବିଭିନ୍ନ ବ୍ରାଣ୍ଡିଂ କଂପାନୀର ବୋତଲ, ଠିପି ସହ ସ୍ପିରିଟ୍ ଜବତ ହୋଇଛି।

Comments (0)
Add Comment