Browsing category

ଜିଲ୍ଲା

ଯାହା କରିପାରିଲେନି ପ୍ରଶାସନ

ବାରଙ୍ଗ,୨୦।୬(ଏସଏସନିଉଜ)ବର୍ଷା ଦିନ ଆସିଥିବାରୁ ସାମାନ୍ୟ ବର୍ଷାରେ ରାଜରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଛି।ବର୍ଷା ପାଣି ଜମି ବଡ ଗର୍ତ୍ତ ମଧ୍ୟ ସୃଷ୍ଟି ହେଉଛି । ଯାହାଫଳରେ ପ୍ରତ୍ୟେକ ଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ହେଉଛି। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ବାରମ୍ବାର ଯୁବଗୋଷ୍ଟି ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ଏ ଅଫିସ୍ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ କେହି ଶୁଣିଲେନି । ଶେଷରେ ଯୁବଗୋଷ୍ଠୀ ଏକାଠି […]

କୁମ୍ଭୀର ସଂରକ୍ଷଣର ୫୦ବର୍ଷ

ବାରଙ୍ଗ,୨୦।୬(ଏସଏସନିଉଜ) କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପାଳନ ଅବସରରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସହଯୋଗରେ ନନ୍ଦନକାନନରେ ଶୁକ୍ରବାର ଦିନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟର ସଦସ୍ୟ, ଚିଡ଼ିଆଖାନା କର୍ମଚାରୀ, ପଶୁଚିକିତ୍ସକ, କୁମ୍ଭୀର ରକ୍ଷକ ଓ ଗବେଷକ,ଚିଡ଼ିଆଖାନା ସ୍ୱେଚ୍ଛାସେବୀଙ୍କୁ ନେଇ ସମୁଦାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ।ଏଥିରେ ପୂର୍ବତନ ପିସିସିଏଫ୍ ତଥା ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସଭାପତି ସରୋଜ କୁମାର ପଟ୍ଟନାୟକ ଏବଂ କୁମ୍ଭୀର […]

ନୂଆରୂପରେ ଆସୁଛି ଯାତ୍ରା ପୃଥ୍ୱୀରାଜ

ମେଣ୍ଢାଶାଳ,୨୦।୬।(ଏସଏସନିଉଜ) ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମମୁଣ୍ଡରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଅପେରାର ଆଖଡ଼ା ପୂଜା ସରିଛି ।ଚଳିତବର୍ଷ ଯାତ୍ରାପାଟିର ମାଲିକାନା ବଦଳିବା ପରେ ଆଜି ଆଖାଡା ପୁଜାସହ ରିୟଲସେଲ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ରିୟଲସେଲ କାର୍ଯ୍ୟକ୍ରମକୁ  ଉଦଘାଟନ କରିଛନ୍ତି ।ବହୁନାମିଦାମି କଳାକାରମାନଙ୍କୁ ନେଇ ନୁଆ ରୁପରେ ଯାତ୍ରା ପୃଥ୍ୱୀରାଜ ଆଗକୁ ବଢିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମଳନୀରେ ମାଲିକ ଗୋବିନ୍ଦ ଚନ୍ଦ୍ର […]

ସସ୍‌ପେଣ୍ଡ୍ ହେଲେ IIC ଶ୍ରୀବଲ୍ଲଭ ସାହୁ

ଜଳେଶ୍ବର,୧୯ା୬(ଏସଏସନିଉଜ) ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍ ହୋଇଛନ୍ତି ।କାର୍ୟ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପିାଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ୟାତନା ଦେଇଥିଲୋବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ୟାତନା ଦେଇଥିଲୋସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦେଉଥିଲେ ।ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀାସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁଜଣାଇଥିଲୋକର୍ମଚାରୀ ଅଭାବରୁ ଏପରି କରିଥିଲୁ […]

ରାଜଧାନୀରେ ବୋମାମାଡ

ଭୁବନେଶ୍ୱର,୧୯।୬(ଏସଏସନିଉଜ) ବୁଧବାର ରାଜଧାନୀରେ ହୋଇଛି ବୋମାମାଡ ।ଭୁବନେଶ୍ୱର ଉପକଣ୍ଠ ସାଂପୁରରେ ଏହି ବୋମାମାଡ ହୋଇଥିବାର ଜଣାପଡିଛି। ଚାକିରିରୁ ବାହାର କରି ଦେବାରୁ ମାଲିକର ଘର ଓ ଅଫିସ୍‌କୁ ବୋମାମାଡ ହୋଇଥିବାର ଜଣାପଡିଛି । ଏହି ବୋମାମାଡରେ ଅଫିସ,କାର୍‌,ଗାଡି କ୍ଷୟକ୍ଷତି ହୋଇଛି । ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।

ଭଦ୍ରକରେ ୨୧ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭଦ୍ରକ,୧୯।୬(ଏସଏସନିଉଜ)ଭଦ୍ରକରେ ୨୧ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଡାଇରିଆ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଡାଇରିଆ ସ୍ଥିତିକୁ ନେଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଏଭଳି ନିଷ୍ପତି ଜିଲ୍ଲାପାଳ ନେଇଥିବାର ଜଣାପଡିଛି।

ପ୍ରଧାନମନ୍ତ୍ରୀ କରିବେ ବିଶାଳ ରୋଡସୋ

ଭୁବନେଶ୍ଵର,୧୯।୬(ଏସଏସନିଉଜ)କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ।୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ କରିବେ ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ବିମାନବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।କଳିଙ୍ଗଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ସୋ କରିବେ।ପାଖାପାଖି ୨ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ।ବୟୋବନ୍ଦନା କାର୍ଡ ବାଣ୍ଟିବେ, ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ।ଲକ୍ଷପତିଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ନନ୍ଦନକାନନ

ବାରଙ୍ଗ,୧୮ା୬(ଏସଏସନିଉଜ)ଦୀର୍ଘ୩୩ବର୍ଷର ବ୍ୟବଧାନ ପରେ ନନ୍ଦନକାନନରେ ଇଗୁଆନା (ଆମେରିକା ଏଣ୍ଡୁଅ)୫ଟିଛୁଆକୁ ଜନ୍ମଦେଇଛି ।ସରୀସୃପ ଉଦ୍ୟାନରେ ରହୁଥିବା ଇଗୁଆନା ବୁଧବାରଦିନ ପାଞ୍ଚଟିଛୁଆକୁ ଜନ୍ମ ଦେଇ ପୁଣି ନନ୍ଦନକଲାନନକୁ ଚର୍ଚ୍ଚାକୁ ଆଣିବାସହ ଇଚ୍ଛିହାସ ସୃଷ୍ଟିକରିପାରିଛି ।ଶେଷଥରପାଇଁ ଇଗୁଆନା ୨୯.୦୧.୧୯୯୨ରେ ଛୁଆ ଜନ୍ମଦେଇଥିଲା ଏହାପରଠାରୁ ଛୁଆଜନ୍ମଦେବାରେ ବ୍ୟତିକ୍ରମ ଦେଖାଦେଇଥିଲା ତେବେ ଶେଷକୁ ୨ଟି ଅଣ୍ଡିରା ଇଗୁଆନା ରହିଥିଲେ ।ଏମାନଙ୍କ ବଂଶବୃଦ୍ଧି ଓ ନୂଆ ରକ୍ତ ସମ୍ପର୍କ ଯୋଡିବାପାଇଁ ନନ୍ଦନକାନନ କର୍ତୁପକ୍ଷ ୨୬.୦୮.୨୦୨୪ ରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ଟି ଇଗୁଆନା (୪ ଅଣ୍ଡିରା […]

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟକରି ଗିରଫ ହେଲେ ଯୁବକ।ସୋସିଆଲ୍ ମିଡିଆରେ ସାମ୍ମନାହାନୀ ପୋଷ୍ଟ କରିବାରୁ ଗିରଫ କଲା କ୍ରାଇମବ୍ରାଞ୍ଚ।ରାୟଗଡ଼ା ଚାନ୍ଦିଲିର କିଶୋର କୌଶଲ୍ୟା ଗିରଫ ହୋଇଛନ୍ତି। ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ସେୟାର କରିଥିଲେ।ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଭଳି AI ଭିଡିଓ କରି ଗିରଫ ହୋଇଥିବାର ଜଣାପଡିଛି।