Browsing category

ମନୋରଞ୍ଜନ

ଖେଳପଡିଆରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର,୧୩।୧(ଏସଏସନିଉଜ)ଖେଳପଡିଆରେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ବାରଙ୍ଗ ସୀତାରାମ ବଜାରରେ ରହୁଥିବା ଚନ୍ଦକା ଥାନା ଅଧୀନସ୍ଥ ଦାରୁଠେଙ୍ଗ ଗ୍ରାମର ରାହୁଲ ଶ୍ରୀଚନ୍ଦନ( ୨୭)ଓ ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ବୁଟୁ ରାଉତ(୨୩)। ପ୍ରକାଶ ଯେ,ରବିବାର ଅପରାହ୍ନରେ ବାରଙ୍ଗ ଥାନା ଅଧୀନସ୍ଥ ଫୁଲପୋଖରି ଗ୍ରାମର ଶୁଭମ ପାଣି ନାମକ ଯୁବକ ଗଦେଇକୁଦ ଖେଳ ପଡ଼ିଆରେ ଖେଳୁଥିଲେ।ଏହି ସମୟରେ ଦାରୁଠେଙ୍ଗ ଗ୍ରାମର […]

ଆଜିର ରାଶିଫଳ

ଜାନୁଆରୀମାସ ୧୪ତାରିଖ ୨୦୨୬ମସିହା (ବୁଧବାର)ମାଘମାସ- କୃର୍ଷ୍ଣପକ୍ଷ,ମକର ସଙ୍କ୍ରାନ୍ତି,ତିଥି- ଏକାଦଶୀ ସନ୍ଧ୍ୟା ଘ ୦୫/୫୬ ଗେତେ ଦ୍ୱାଦଶୀ ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୩/୫୪ ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨ ,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ ୦୫/୫୬ ଗେତେ ନୈରୁତେ ,କର୍କଟରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ସନ୍ଧ୍ୟା ଘ ୦୫/୫୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ମଧ୍ୟେ ,ବାରବେଳା-ଦିବା ଘ୧୧/୫୦ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]

ଫୁଲ ପ୍ରଦର୍ଶନୀରେ ରାଜ୍ୟ ଉଦ୍ଭିଦଉଦ୍ୟାନ ଓ ନନ୍ଦନକାନନକୁ ୩୫ ପୁରସ୍କାର

ଭୁବନେଶ୍ୱର,୧୨।୧(ଏସଏସନିଉଜ) ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (RPRC) ରେ ଆୟୋଜିତ ଉଦ୍ୟାନ ପ୍ରତିଯୋଗିତା ଏବଂ ଫୁଲପ୍ରଦର୍ଶନୀ-୨୦୧୬ ରେ ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଅଂଶଗ୍ରହଣ କରି ୩୫ଟି ପୁରସ୍କାରକୁ ହାତେଇବାରେ ସକ୍ଷମ ହୋଇଛି। ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀ, କଟାଫୁଲ, ଉଦ୍ୟାନ ଓ ଭୂମିପ୍ରଦର୍ଶନୀ ବର୍ଗରେ ମୋଟ ୩୫ଟି ପୁରସ୍କାର ହାସଲ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀରେ ନନ୍ଦନକାନନ ବିଭିନ୍ନ ପ୍ରକାର ଗୋଲାପ, କ୍ଷୁଦ୍ର ଗୋଲାପ ସହ ଅନେକ ମିଶ୍ରିତ ଉଦ୍ଭିଦ ପ୍ରଦର୍ଶନୀରେ […]

ଓକିଲସଂଘର ବାର୍ଷିକ ବଣଭୋଜି

କଟକ, ୧୨।୧(ଏସଏସନିଉଜ) ରବିବାର ଦିନ ଚୂଡଙ୍ଗ ନିକଟସ୍ଥ ମାସାରଙ୍ଗେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବାରଙ୍ଗ ଓକିଲସଂଘର ବାର୍ଷିକ ବଣଭୋଜି ଓ ବନ୍ଧୁମିଳନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ହାଇକୋର୍ଟ ବାରଆସୋସିଏସନର ସଭାପତି ମନୋଜ କୁମାର ମିଶ୍ର, ସଂଘ ସଭାପତି ପ୍ରଭାତ କୁମାର ଲେଙ୍କା, ଉପ-ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ବସ୍ତିଆ, ପ୍ରମୋଦ କୁମାର ଦାସ ସୁଶ୍ରୀ ପିଙ୍କି ଜେନା, ରୋହନ ଜେନା, ଅକ୍ଷୟ କୁମାର ପତି, ସୁବର୍ଣ୍ଣ କେଶରୀ […]

୨୦୦ରବିବାର ପକ୍ଷୀ ପଦଯାତ୍ରା

ଭୁବନେଶ୍ୱର,୧୨ା୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆରମ୍ଭ ହୋଇଥିବା ରବିବାର ପକ୍ଷୀ ପଦଯାତ୍ରା ୨୦୦ ରବିବାରରେ ପହଁଚିଛି ।ଏହି ପଦଯାତ୍ରା ପ୍ରତି ରବିବାରଦିନ ହୋଇଥାଏାପକ୍ଷୀମାନଙ୍କ ବିଷୟରେ ଜାଣିବା, ଚିହ୍ନିବା,ସଂରକ୍ଷଣ ଓ ସେମାନଙ୍କ ଆବଶ୍ୟକତାର ଶିକ୍ଷାନେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି । ୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ୬ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଶିକ୍ଷା ଭିତିକ ସାପ୍ତାହିକ ରବିବାର ପକ୍ଷୀପଦ ଯାତ୍ରା କାର୍ଯ୍ୟକ୍ରମରେ ସମୁଦାୟ ୬୦୦ରୁ ଅଧିକ ପକ୍ଷୀପ୍ରେମୀ, ଛାତ୍ର, ଗବେଷକ ଏବଂ ପ୍ରକୃତି ପ୍ରେମୀ ଅଂଶଗ୍ରହଣ କରିସାରିଲେଣି ।୨୦୦ […]

ଗାଡି ଚାଳକଙ୍କ ପାଇଁ ବଡଖବର

ଭୁବନେଶ୍ୱର,୧୨।୧(ଏସଏସନିଉଜ)ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ଓ ମୋଟର ଯାନ ଆଇନ ଅନୁଯାୟୀ ‎ପ୍ରଦୂଷଣ ଯାଞ୍ଚ ବାଧ୍ୟତାମୂଳକ ଓ ଏଥିପାଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହଭିତରେ ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି।ଏ ଦିଗରେ ସଚେତନତା […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୨ ତାରିଖ ୨୦୨୬ ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୨ଗତେ ଦଶମୀ ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୯/୪୨ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୨୨ ,ଯୋଗିନୀ ପୂର୍ବେ ଦିବା ଘ ୧୨/୩୨ଗେତେ ଉତ୍ତରେ ,ମିଥୁନ ରାଶିର ଘାତବାର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ରାତ୍ରି ଘ୦୯/ ୪୨ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୭/୪୮ ଗତେ ଘ୦୯/୧୦ମଧ୍ୟେ ,ବାରବେଳା-ଦିବା ଘ୦୨/୩୭ଗତେ ଘ୦୪/୦୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୭ମଧ୍ୟେ […]

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୦/୦୪ ଗେତେ ନବମୀ ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୬/୪୫ ଗତେ ସ୍ୱାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୪ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୫/୨୧/୪୨ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୦/୦୪ ଗେତେ ପୂର୍ବେ ,ମେଷ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୩୦ ଗତେ ଘ୦୧/୧୩ ମଧ୍ୟେ […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]